ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

ଲୋକାର୍ପିତ ହେଲା ‘ ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା
Read More...

ଦୁର୍ଗାପୂଜା ପୂର୍ବରୁ ଚାଲିଗଲେ ରାବଣ

ମୁମ୍ବାଇ: ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଧରାପୃଷ୍ଠକୁ ଅବତରଣ କରିବେ ମା' ଦୁର୍ଗା। ଦଶହରାରେ ପୂଜା ପାର୍ବଣ ମାହୋଲ ପରେ ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ରାବଣ ପୋଡି କରିବାର ପରମ୍ପରା ରହିଛି। କିନ୍ତୁ ରାବଣ ପୋଡି ପୂର୍ବରୁ ପରପାରିକୁ ଚାଲିଗଲେ ଟିଭି ପରଦାର ରାବଣ। ଯେବେ ଯେବେ ରାବଣର
Read More...

ତୃତୀୟ ସପ୍ତାହରେ ମାଡ଼ିଆସିବ ବଡ ବାତ୍ୟା, କେଉଁଠି ଛୁଇଁବ?

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓଡ଼ିଶା ପାଇଁ ପୁଣି ଗୋଟିଏ ବାତ୍ୟା ଆଣିବ କି? ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ପରେ ଏଭଳି ଏକ ଭୟ ଏବେ ବଢିବାରେ ଲାଗିଲାଣି। ବାତ୍ୟା 'ଗୁଲାବ' ଟଳିଯିବା ପରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ର ଉଭୟ
Read More...

କେଉଁ ମନ୍ତ୍ରରେ ପୂଜା ପାଆନ୍ତି ମାଆ ତାରିଣୀ, ଜାଣନ୍ତୁ

ଆଜି ଷୋଳପୂଜାର ଅଷ୍ଟମ ଦିବସ, ଦେବୀ ମନସ୍କ ହେଉଛି ସାରା ଓଡ଼ିଶା ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ମହକୁମାଠାରୁ ୪୫ କି.ମି ଦୂରରେ ଓଡିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠ ଅବସ୍ଥିତ। ୧୪୮୦ ଖ୍ରୀଷ୍ଟାବ୍ଦରୁ ମାଆ ତାରିଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୁପେ
Read More...

ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ

ଯେକୌଣସି ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ଅଛି ଭାରତ । ଚୀନ ସୀମା ସ୍ଥିତି ନେଇ ଆଜି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏଲଏସି ସେପଟେ ଚୀନ ବାୟୁସେନାର ଲଢୁଆ ବିମାନ ରହିଛି । ଏଲଏସିର ୩ଟି ଏୟାରବେସରେ ଚୀନ ସେନା ମୁତୟନ
Read More...

ଫେସବୁକ ଡାଉନ ଯୋଗୁଁ ଜୁକରବର୍ଗଙ୍କୁ ହେଲା ବଡ଼ କ୍ଷତି

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ,ଇନଷ୍ଟା,ହ୍ୱାଟସଆପ ପୁଣି କାମ କରିବା ଆରମ୍ଭ କରିଛି । ୬ ଘଣ୍ଟା ଧରି ସର୍ଭର ଡାଉନ ପରେ ଏବେ ସବୁ ସେବା ସ୍ୱାଭାବିକ ହୋଇଛି । ମେସେଞ୍ଜର ଆପ କେବଳ ଭାରତ ନୁହେଁ, ପୁରା ବିଶ୍ୱରେ କିଛି ଘଣ୍ଟା ପାଇଁ କାମ କରିନଥିଲା । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ
Read More...

ରାବଣଙ୍କ ଇଷ୍ଟଦେବୀ ଥିଲେ ମାଆ ମଙ୍ଗଳା

ଭୁବନେଶ୍ୱର: ଦୁର୍ଗାପୂଜାର ଆଜି ଦ୍ୱିତୀୟ ଦିନ । ରାଜ୍ୟର ସବୁ ଦେବୀ ପୀଠରେ ଚାଲିଛି ମାଆଙ୍କ ପୂଜା । ପୁରୀ ଜିଲ୍ଲାର ମାଆ କାକଟପୁର ମଙ୍ଗଳାଙ୍କ ପୀଠରେ ଷୋଢ଼ଶ ଉପଚାରରେ ଯୁଗଯୁଗ ଧରି ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଅାସୁଛି । ମୂଳା ଅଷ୍ଟମୀ ଠାରୁ ମହାଳୟା ମଧ୍ୟରେ ଧ୍ୟାନମଗ୍ନ ମାଅାଙ୍କୁ
Read More...

କେମିତି ହୋଇଥିଲା କୃଷକଙ୍କ ମୃତ୍ୟୁ?

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଥିବା ବେଳେ କିଭଳି ନିର୍ମମ ଭାବେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରଯାଇଛି ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । କୃଷକ ମାନେ ଆନ୍ଦୋଳନ କରି
Read More...

ଆଉ ୪ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।
Read More...

ଆଫଗାନିସ୍ତାନରେ ଅବତରଣ କଲା ଚୀନ ବିମାନ?

କାବୁଲ: ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ବାଗ୍ରାମ ଏୟାରବେସରେ ପ୍ରଥମ ଥର ସାମରିକ ବିମାନ ଅବତରଣ କରିଥିବାର ଦେଖିବାକୁ ମିଳିଛି। ଏହି ବିମାନ ଚୀନ ସେନାର ହୋଇଥାଇପାରେ ବୋଲି ଦାବି କରାଯାଉଛି। କେବଳ ଏତିକି ନୁହେଁ, କିଛି ଦିନ ଧରି ଅନ୍ଧାରରେ ଥିବା ବାଗ୍ରାମ ଏୟାରବେସରେ ଏବେ
Read More...