ପ୍ରମୁଖ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୪ ଜଣ ଗୁରୁତର
ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର
ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
ଲୋକପ୍ରିୟ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ
ବାଲେଶ୍ଵର ପୀଡ଼ିତାଙ୍କୁ ଏମ୍ସ ଯାଇ ଭେଟିଲେ ମୁଖ୍ୟମନ୍ତ୍ରୀ
ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଶାହଙ୍କୁ ସାହାଯ୍ୟ କରିବେ ନଡ୍ଡା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଗଦିଶ ପ୍ରସାଦ ନଡ୍ଡାଙ୍କୁ ଆଜି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି।ସୋମବାର ସନ୍ଧ୍ୟାରେ ଦଳର ସଂସଦୀୟ ଦଳ ବୈଠକରେ ଏ ନେଇ ସହମତି ହୋଇଥିଲା। ଏବେ ନଡ୍ଡା ଦଳର ଦୈନନ୍ଦିନ ଦାୟିତ୍ୱ ନିର୍ବାହ କରିବେ।
Read More...

ସଂଗଠନ ବଢାଇବାକୁ ବିଜେପିରେ ସଜବାଜ

ଅନନ୍ତ ନାୟକ ସଦସ୍ୟତା ଅଭିଯାନର ପ୍ରଭାରିଶାରଦା ଶତପଥୀଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଭୁବନେଶ୍ୱର: ଓଡିଶାରେ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବ। ନୂଆ ସଦସ୍ୟ ମାନଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ଉପ ସଭାପତି ତଥା ସଦସ୍ୟତା କେନ୍ଦ୍ରୀୟ
Read More...

ବିଜେଡିକୁ ଉପବାଚସ୍ପତି ଆସନ ଚର୍ଚ୍ଚା ଟଳିଲା

ମୋଦୀ-ନବୀନ ଆଲୋଚନାରେ ସ୍ଥାନ ପାଇଲାନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଲେକୋଇଲା ରୟାଲିଟି ବୃଦ୍ଧି ଦାବି କଲେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ
Read More...

ଚିହ୍ନିରଖ ଭ୍ରାତାଙ୍କ ବଦନ

ଆଚମ୍ୱିତ କରୁଛି ଲୋକପ୍ରତିନିଧି, ରାଜନେତାଙ୍କ ଆଚରଣନିର୍ବାଚନରେ କାକୁତିମିନତି ହେଉଥିଲେ, ଏବେ ବଦଳିଗଲେବିପଦବେଳେ ମଉଜ କରୁଛନ୍ତି ନେତା, ବୁଲୁଛନ୍ତି ରାଜ୍ୟବାହାରେବିଜେଡି, କଂଗ୍ରେସ ଓ ବିଜେପି ଦଳର ନେତା, କର୍ମୀଙ୍କ ଦେଖା ନାହିଁନବୀନ, ଧର୍ମେନ୍ଦ୍ର ଲଢୁଛନ୍ତି, ଭାଷଣବାଜିରେ ବ୍ୟସ୍ତ
Read More...

ବିଦ୍ୟୁତ ଠିକାଦାରଙ୍କୁ ସରକାରଙ୍କ ନାଲିଆଖି

ନିର୍ଦେଶ ନ ମାନିଲେ, ଲାଇସେନସ ରଦ୍ଦ ଧମକ ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦାୟିତ୍ୱରେ ଥିବା ୬ଜଣ ଆଇଏଏସ୍‍ ଅଫିସର ତୁହାକୁ ତୁହା ବୈଠକ ଜାରି ରଖିଥିବା ବେଲେ ଅନ୍ୟପଟେ ରାଜ୍ୟ ସରକାର ଆଜି
Read More...

୧୨ ସୁଦ୍ଧା ରାଜଧାନୀରେ ସମସ୍ତଙ୍କୁ ବିଦ୍ୟୁତ

ପୁରୀରେ କ୍ଷେତ୍ରରେ କିନ୍ତୁ ମାସେ ଲାଗିବଫନି ମୃତ୍ୟୁ ସଂଖ୍ୟା ୪୧ ଛୁଇଁଲା ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନି କାରଣରୁ ୪୧ଜଣଙ୍କର ମୃତ୍ୟୁ ହେଲାଣି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ, ଆଜି ସରକାରୀ ଅଧିକାରୀମାନେ କହିଛନ୍ତି, ବୁଧବାର
Read More...

ଉଜା଼ଡିଲା ଭିତ୍ତିଭୂମି

ଫନି ପ୍ରଭାବରେ ୧୪ଟି ଜିଲ୍ଲାରେ ବହୁସଂଖ୍ୟକ ସ୍କୁଲ ଓ ସ୍ବାସ୍ଥ୍ୟକନେ୍ଦ୍ର ଗୃହ, ଗଛ, ଗ୍ରୀଷ୍ମକାଳୀନ ଫସଲ, ପନିପରିବା ନଷ୍ଟ ହୋଇଛି। ସରକାରଙ୍କ ପ୍ରାରମ୍ଭିକ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି। ହିସାବ ଅନୁସାରେ, ୫୨୪୪ଟି ପ୍ରାଥମିକ ବିଦ୍ୟାଳୟ, ୫୪୭ଟି ଉଚ୍ଚ ପ୍ରାଥମିକ ଓ ବିଦ୍ୟାଳୟ, ୧୮୦ଟି
Read More...

ପ୍ରଳୟ ରଚିଲା ଫନି

୩ ତାରିଖ ପୂର୍ବାହ୍ନରେ ପୁରୀ ନିକଟରେ ମାଡ଼ ହଲୋ ସାମୁଦ୍ରିକ ବାତ୍ୟା ‘ଫନି’। ଘଣ୍ଟାକୁ ପାଖାପାଖି ୨୦୦ କିମି ବଗେରେ ପବନ ପୁରୀ, ଭୁବନଶେ୍ବରକୁ ଛାରଖାର କରିଦେଇଛି। ଏଥିସହିତ ୧୪ ଜିଲ୍ଲାରେ କ୍ଷୟକ୍ଷତି ବ୍ୟାପକ କରିଛି। ହଜାର ହଜାର ଘରର ଛପର ଉଡ଼ି ଯାଇଥିବାବଳେେ ଲକ୍ଷ ଲକ୍ଷ ଗଛ ଧରାଶାୟୀ
Read More...

ଯେ କୌଣସି ମୁହୂର୍ତରେ ପୁରୀ ଛୁଇଁବ ଫନି

ପୁରୀରେ ୧୫୦ କିଲୋମିଟର ବେଗରେ ପବନବ୍ରହ୍ମପୁରରେ ସର୍ବାଧିକ ବର୍ଷା, ୮୫ କିଲୋମିଟର ଛୁଇଁଲାଣି ପବନଭୁବନେଶ୍ୱରରେ ବର୍ଷା ଓ ପବନ ଆରମ୍ଭ ଭୁବନେଶ୍ୱର: ଭୀଷଣରୁ ଭୀଷଣ ଅବସ୍ଥାରେ ସାମୁଦ୍ରିକ ବାତ୍ୟା ଫନି ଏବେ ଭୟାନକ ରୂପ ଧରି ପୁରୀ ଉପକୂଳ ଅଞ୍ଚଳକୁ ମାଡି ଆସୁଛି । ଯେ କୌଣସି ମୁହୂର୍ତରେ ଏହା
Read More...

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତନାଘନା

୩ରେ ପ୍ରଭାବିତ ଅଞ୍ଚଳର ସରକାରୀ ଓ ଘରୋଇ ଅଫିସ ବନ୍ଦ ଭୁବନଶେ୍ବର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବ ଓଡ଼ିଶା ସମତେ ଆନ୍ଧପ୍ରଦଶେ ଓ ପଶ୍ଚିମବଙ୍ଗରେ ପଡିବା ଆଶଙ୍କା ରହିଛି। ଧନଜୀବନ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁହାକୁ ତୁହା ଏଠାରେ ବୈଠକ କରୁଥିବା ବଳେେ ଆଜି ନୂଆଦିଲ୍ଲୀରେ
Read More...