ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୁଲିସକୁ ରାତି ଅନିଦ୍ରା କରାଇଦେଲା ଅଭିଯୁକ୍ତ

ଭୁବନେଶ୍ବର: ଅଭିଯୁକ୍ତକୁ ଧରିବାକୁ ଆସି ହଟ୍ଟହଟ୍ଟା ହେଲା ପୁଲିସ। ଛତ୍ରପୁରକୁ ଅଭିଯୁକ୍ତକୁ ଧରିବାକୁ ଆସି ଭଦ୍ରକ ପୁଲିସକୁ ନାକେଦମ ହେବାକୁ ପଡିଛି। ପୁଲିସ ଆସିଥିବା ଜାଣି ଘରର କବାଟ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଶେଷରେ ସାରା ରାତି ଅଭିଯୁକ୍ତର ଘର ଆଗରେ ଅନିଦ୍ରା ହୋଇ ବସିରହିଥିଲା…
Read More...

ରେକର୍ଡ: ୧୧ ଦିନରେ ୧୦ କୋଟି ଟିକା

ଟିକାକରଣରେ ଚୀନ ରେକର୍ଡକୁ ବି ଭାଙ୍ଗିଲା ଭାରତ ନୂଆଦିଲ୍ଲୀ: ଭାରତର କୋଭିଡ୍ ଟିକାକରଣ କ୍ଷେତ୍ରରେ ରେକର୍ଡ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଦେଇଛି ଯେ ଇତିମଧ୍ୟରେ ୮୦ କୋଟି (୮୦ କୋଟି ୩୩ଲକ୍ଷ ୭୫ ହଜାର ୧୪୭ ଜଣ) ଲୋକ କୋଭିଡ୍ ଟିକା ନେଇସାରିଲେଣି। କେବଳ…
Read More...

ବିଗବସ୍ ପାଇଁ ସଲମାନ କେତେ ଟଙ୍କା ନେବେ, ଜାଣନ୍ତୁ

ମୁମ୍ବାଇ: ଟିଭି ପରଦାରେ ସବୁଠୁ ଲୋକପ୍ରିୟ ରିଅଲିଟି ସୋ ବିଗ୍ ବସ୍ ୧୫ ସିଜିନ ପାଇଁ ଏବେ ଆଉ ଫ୍ୟାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନାହିଁ।ବିଗ୍‌ ବସ୍ ଓଟିଟିର ଫାଇନାଲ ପରେ ପରେ ହିଁ ବିଗ ବସ ୧୫ର ପ୍ରିମିୟର ଘୋଷଣା କରାଯାଇଛି । ଚ୍ୟାନେଲ ପ୍ରମୋ ସେୟାର କରି ଏହାର ତାରିଖ ଘୋଷଣା…
Read More...

କ୍ୟାଟ୍ରିନାଙ୍କ ଫିଟନେସ ମନ୍ତ୍ର…

ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ ଇଣ୍ଡଷ୍ଟ୍ରିର ସବୁଠୁ ନାଁକରା ଅଭିନେତ୍ରୀ ଅଟନ୍ତି ।କ୍ୟାଟ୍ରିନା ନିଜର ପରିଶ୍ରମ ଓ ଜବରଦସ୍ତ ଅଭିନୟ ପାଇଁ ଇଣ୍ଡଷ୍ଟ୍ରିରେ ନିଜର ଏକସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ଏବେ ଫ୍ୟାନ କ୍ୟାଟ୍ରିନାଙ୍କ ଆଗା ମୀପ୍ରୋଜେକ୍ଟକୁ ଅପେକ୍ଷା କରି ରହିଥବା ବେଳେ…
Read More...

ପ୍ରେମ ହୁଏ ଏମିତି…

କୁହନ୍ତି ପ୍ରେମ ଅନ୍ଧ । ନା ଜାତି ନା ଧର୍ମ ନା ବୟସ କିଛି ଦେଖେନି । ବିନା ଜାତି, ଜାତକ,ଯୌତୁକରେ ବି ମିଶିଯାଏ ମନ । ବାନ୍ଧି ହୋଇଯାଏ ବନ୍ଧନ । ୧୯ ବର୍ଷର କନ୍ୟାକୁ ୬୧ ବର୍ଷର ବର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାରୁ ଆସିଛି ଏଭଳି ଖବର । ଆମେରିକାର ଜଣେ ୧୯ ବର୍ଷର ଯୁବତୀ…
Read More...

ଶାହାରୁଖଙ୍କ ବିଜ୍ଞାପନଙ୍କୁ ସେୟାର କରି ସଲମାନ କହିଲେ…

ମୁମ୍ବାଇ: ସୋସିଆଲ ମିଡିଆରେ କିଙ୍ଗ୍ ଖାନ୍ ଶାହାରୁଖ ଖାନ୍‌ଙ୍କ ବିଜ୍ଞାପନକୁ ସେୟାର କଲେ ସଲମାନ ଖାନ୍। ମହାମାରୀ ପାଇଁ ଲକଡାଉନ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କରୋନା କଟକଣା ଯୋଗୁଁ ସିନେମା ହଲ ବନ୍ଦ ଥିବା ବେଳେ ସୁଟିଂ ମଧ୍ୟ ବନ୍ଦ ରହିଥିଲା…
Read More...

ଭୁଲ ମାନିଲା ଆମେରିକା

ଏୟାରଷ୍ଟ୍ରାଇକରେ ଯାଇଥିଲା ନିର୍ଦ୍ଦୋଷଙ୍କ ଜୀବନ ଓ୍ବାଂଶିଟନ୍: ଭୁଲ ମାନିଲା ଆମେରିକା । ଆଇଏସଏସ ଆତଙ୍କୀ ଉପରେ ପ୍ରତିଶୋଧ ନେବାକୁ କାବୁଲରେ ଆମେରିକା ପକ୍ଷରୁ ଯେଉଁ ଏୟାରଷ୍ଟ୍ରାଇକ କରାଯାଇଥିଲା ସେଥିରେ ଆତଙ୍କୀ ନୁହଁନ୍ତି; ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା । ଏବେ ଏହାକୁ ସ୍ୱୀକାର…
Read More...

ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଲା ଟାଟା ପାୱାର

ଭୁବନେଶ୍ୱର: ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିସନର୍ (ଏସ୍‌ଆର୍‌ସି)ଙ୍କ ରିପୋର୍ଟ ଅନୁଯାୟୀ, ମହାନଦୀ ନଦୀ ବ୍ୟବସ୍ଥାରୁ ରାଜ୍ୟରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି ଯେଉଁଥିରେ ବନ୍ୟା ପାଣି ମୁଣ୍ଡୁଳିଦେଇ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ଆସନ୍ତାକାଲି…
Read More...

ସହାୟତା କରି ଫସିଗଲେ ସୋନୁ ?

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆଜି ପୁଣି ପହଞ୍ଚିଛି ଆୟକର ବିଭାଗ । ଲଗାତର ୩ ଦିନ ହେବ ସୋନୁ ସୁଦଙ୍କ ଘରେ ଓ ଅନ୍ୟ ସ୍ଥାନରେ ଆୟକର ବିଭାଗ ଯାଞ୍ଚ କରୁଛି । ଆଜି ସୋନୁଙ୍କ ମୁମ୍ବାଇ ସ୍ଥିତ ବାସଭବନ ସମେତ ନାଗପୁର, ଜୟପୁରରେ ଆୟକର ବିଭାଗ ଟିମ ସର୍ଭେ ପାଇଁ ପହଞ୍ଚିଛନ୍ତି । କରୋନା କାଳରେ…
Read More...

ମୋଦିଙ୍କୁ ଜନ୍ମଦିନର ଉପହାର

ଫଟୋ ଆଙ୍କି ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଝିଅ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ । ୭୧ ବର୍ଷରେ ପହ ିଛନ୍ତି ମୋଦି । ଏହି ଅବସରରେ ଓଡିଶାର ଝିଅ ମୋଦିଙ୍କୁ ଏକ ଭିନ୍ନ ଉପହାର ଦେଇଛନ୍ତି । ୮ ଫୁଟ ଉଚ୍ଚ ଓ ୪ ଫୁଟ ଚଉଡାରେ ମୋଦିଙ୍କ ଏକ ପ୍ରତିକୃତି ତିଆରି କରିଛନ୍ତି…
Read More...