ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ: କାହା ପଲା କେତେ ଭାରି

ବିଜେପି ଏକାକୀ ସଂଖ୍ୟା ହାସଲ କରିପାରିବ ନାହିଁ, ଏନଡିଏ ବି ନୁହେଁଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ ନ କଲେ ସ୍ଥିତି ଅଧିକ ଗମ୍ଭୀର ହେବନବୀନ, ଚନ୍ଦ୍ରଶେଖର, ଜଗନମୋହନଙ୍କୁ ଭରସା କରିବ ମୋଦୀଙ୍କ ବିଜେପିଏମାନେ ବିଦ୍ରୋହ ଘୋଷଣା କଲେ ଓ ୟୁପି ଭୋଟ ବିଗିଡିଲେ ଭୟଙ୍କର ହେବୟୁପିରେ ଭଲ କଲେ ଓଲଟା
Read More...

ରେଡ ଜୋନରୁ ବାହାରିଲା ଓଡିଶା

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ରେଡ ଜୋନରୁ ବାହାରିଛି ଓଡିଶା। କେବଳ କଟକଜୁ ଛାଡି ରାଜ୍ୟର ସମସ୍ତ ଜିଲ୍ଲାର ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଆସିଛି। କଟଜ ଜିଲ୍ଲା ୟେଲୋ ଜୋନରେ
Read More...

ହକିରେ ରୋମାଞ୍ଚକର ବିଜୟରୁ ଭାରତର ଅଲମ୍ପିକ୍ସ ଅଭିଯାନ

ଟୋକିଓ ଅଲିମ୍ପିକ୍ସ ୨୦୨୧ ଆରମ୍ଭରୁ ଭାରତକୁ ଏକ ବଡ ସଫଳତା ମିଳିଛି। ପୁରୁଷ ହକିର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ଏଥିସହିତ ସମଗ୍ର ଭାରତବର୍ଷରେ ଆଜି ଖୁସିର ଲହରୀ ଖେଳିଯାଇଛି। ଭାରତର ପଦକ ସମ୍ଭାବନା ଆଶାକୁ ଖେଳାଳିମାନେ ଆରମ୍ଭରୁ ବହୁଗୁଣିତ କରିଦେଇଛନ୍ତି।
Read More...

ବିଲୁପ୍ତ ହୋଇଯିବ କି ମହାପ୍ରଭୁଙ୍କର ବିରଳ ପରମ୍ପରା!

ମହାପ୍ରଭୁଙ୍କର ବିରଳ ରଘୁନାଥ ବେଶ ଉପରେ କାହାର ନଜର ନାହିଁ୧୯୦୫ ମସିହାରେ ଶେଷ ଥର ପାଇଁ ହୋଇଥିଲା, ୧୧୬ବର୍ଷ ହେଲାଣିମହତାବ, ନନ୍ଦିନୀଙ୍କ ଠାରୁ ଜାନକୀ ଏବଂ ବିଜୁ ପଟ୍ଟନାୟକ ସମସ୍ତେ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମହାପ୍ରଭୁଙ୍କର ଏହି ବେଶ ଆହ୍ବାନ ରଖୁଛିମୋଦୀ ରାମ
Read More...

ଡିଏଫଓଙ୍କୁ କ୍ଲିନଚିଟ୍

ସକାଳେ ଜେରା, ସନ୍ଧ୍ୟାରେ କ୍ଲିନଚିଟ୍ ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନ ଚିଟ । ସାମ୍ବାଦିକ ସମ୍ମିଳନୀ କରି ଗଜପତି ଏସପି ଏନେଇ ସୂଚନା ଦେଇଛନ୍ତି । ଏସପି ତପନ କୁମାର ପଟ୍ଟନାୟକ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ
Read More...

ଵଦଳିବ ରେଳ ଷ୍ଟେସନର ଚିତ୍ର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ଷ୍ଟେସନ୍ ନିରୀକ୍ଷଣ ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ
Read More...

୧୭ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଦିଆଗଲା ୨.୫୫ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କୋଭିଡ୍‌-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଂଜୁର କରିଛି। ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ଜିଲ୍ଲାର ୩ ଜଣ,
Read More...

‘ବିଦ୍ୟାଭାରତୀଙ୍କ ସହ ସଂପର୍କ ନାହିଁ’

ଭୁବନେଶ୍ବର: ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶର ବେହେରାଙ୍କୁ ମାରାଥାନ ଜେରା । କ୍ରାଇମବ୍ରାଂଚ ଓ ଗଜପତି ପୁଲିସ ପାଖାପାଖି ୩ ଘଣ୍ଟା ଧରି ଡିଏଫଓ ଅଫିସରେ ତାଙ୍କୁ ଜେରା କରିଛନ୍ତି । ପ୍ରଥମରୁ ସୌମ୍ୟ ପରିବାର ବିଦ୍ୟାଭାରତୀ ଓ ଡିଏଫଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ
Read More...