ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ପୁରୀରେ କର୍ଫ୍ୟୁ ପାଳନରେ ସମର୍ଥ କଣ ଅସମର୍ଥ ହେଲେ?

ମୁଖ୍ୟମନ୍ତ୍ରୀ ଘରେ ରଥଯାତ୍ରା ଦେଖିଲେ, ପୁରୀ ବାସୀ ବିକାହା ସାହସରେ କିଛି ଲୋକ କର୍ଫ୍ୟୁ ନିୟମ ଭାଙ୍ଗିଦେଲେପ୍ରଶାସନ ଏଯାଏ ଗିରଫ ନ କରି ଚୁପ୍ ବସିଛି କାହିଁକିବାହୁଡାରେ ବିଶୃଙ୍ଖଳା ଜଳ ଜଳ, ଅକଳରେ ସରକାରପୁରୀରେ ସରକାର ବିରୋଧରେ ଅସନ୍ତୋଷ ବଢ଼ିଲା ଭୁବନେଶ୍ବର: ପୁରୀରେ ରଥଯାତ୍ରା
Read More...

ଲକଡାଉନ ହଟିବ ନା ରହିବ?

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି ଭୁବନେଶ୍ବର: ଆଉ ଦିନକରେ ପରେ ସରିବ ଆଶିଂକ ଲକଡାଉନ> ପୂର୍ବଅପେକ୍ଷା ସଂକ୍ରମଣ କମୁଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ କିନ୍ତୁ ସଂକ୍ରମଣ ଏଯାଏ କମିନି । ତେଣୁ ସରକାର ଲକଡାଉନ ହଟାଇବେ ନା କଟକଣା ବଳବତର ରଖିବେ ତା ଉପରେ ଏବେ ନଜର । ସେହିପରି
Read More...

କେଉଁ ଜଙ୍ଗଲରେ ବନବାସ ବିତାଇଥିଲେ ରାମଚନ୍ଦ୍ର?

ରାମାୟଣ ସଂପର୍କରେ ସାମ୍ନାକୁ ଆସୁଛି ଅନେକ ବିତର୍କ ଠୋସ୍ ନିର୍ଯ୍ୟାସ କିଛି କ୍ଷେତ୍ରରେ ଏଯାଏ ଆସିପାରିନାହିଁ ଭୁବନେଶ୍ବର: ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଓ ରାମାୟଣର ଅନେକ କଥାବସ୍ତୁ ରୋଚକ ତଥ୍ୟ ଦେଇଥାଏ। ଏହି କ୍ରମରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନକୁ ଛୁଇଁପାରେ। ତାହା ହେଉଛି, ରାମ,
Read More...

ବୋଲବମରେ କରୋନା ବ୍ରେକ୍

ଭୁବନେଶ୍ବର: ଏଥର ବି ଆଉ ଶୁଭିବନି ବୋଲବମ..ବୋଲବମ ଡାକ । ରାସ୍ତା ଆଉ ଦେଖିବାକୁ ମିଳିବେନି ମାଳ ମାଳ କାଉଡିଆ । ଢୁ ଢୁ ବର୍ଷାରେ ଜଟିଆ ବାବା ପାର କରେଗା..ଭୋଲା ବାବା ପାର କରେଗା..ଡାକି ଡାକି ଆଉ କଳସ ଧରି ଯିବେନି କାଉଡିଆ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖ ଚଳିତ ବର୍ଷ ବି ବୋଲବମ ଉପରେ
Read More...

ଡାକ୍ତର ସମ୍ବିତ ପାତ୍ର! ଏତେ ବଡ଼ ଭୁଲ୍ ତୁମେ କେମିତି କଲ?

ଭୁଲ୍ ଶ୍ରୀଜଗନ୍ନାଥାଷ୍ଟକମ୍ ଗାଇ ପୁରୀ ସାଂସଦ ପ୍ରାର୍ଥୀ ବିବାଦ ଘେରରେସାରା ଭାରତବର୍ଷରେ ବାଣ୍ଟିଦେଲେ ଭୁଲ୍ ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକମ୍ ମୋବାଇଲରେ ଧରି ବୁଲୁଛନ୍ତି ବିଜେପି ନେତା, ଅକଳରେ ପଡିଗଲେଣି ଭୁବନେଶ୍ବର: ୨୦୧୯ ନିର୍ବାଚନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀରେ
Read More...

ଆମେରିକାର ହ୍ୟୁଷ୍ଟନରେ ଗଡ଼ିଲା ମହାପ୍ରଭୁଙ୍କ ରଥ

ହ୍ୟୁଷ୍ଟନ : ଯୁକ୍ତରାଷ୍ଟ୍ର ଆମେରିକାର ଚତୁର୍ଥ ବୃହତ୍ତମ ମହାନଗରୀ ହ୍ୟୁଷ୍ଟନ ଠାରେ ପବିତ୍ର ଚତୁର୍ଦ୍ଦଶ ବାର୍ଷିକ ରଥଯାତ୍ରା ପର୍ବ ମହାସମାରୋହନରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭୋରରୁ ୩୧୦୧, ଫିକ୍‍ୱେ ମାର୍ଗସ୍ଥିତ ଓଡ଼ିଶା କଲ୍‍ଚର ସେଣ୍ଟର (ଓ.ସି.ସି) ମଧ୍ୟରେ ସ୍ଥାପିତ
Read More...

ଆକାଶରୁ ଖସିଲା ମୃତ୍ୟୁ

ଭୁବନେଶ୍ବର: ବଜ୍ରପାତ ନେଉଛି ଜୀବନ। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୭୫ରୁ ଅଧିକ ଜୀବନ ଯାଇଥିଲା। ଆଜି ଓଡିଶାରେ ମଧ୍ୟ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ୫ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୟୂରଭଂଜରେ ୪ ଜଣଙ୍କ ବଜ୍ରପାତରେ ମୃତ୍ୟୁ
Read More...

ଟୋକିଓରେ ଟେକ ରଖ

ଖେଳାଳିଙ୍କ ମନୋବଳ ବଢାଇଲେ ମୋଦୀଦୂତି ଅର୍ଥ ଚମକ, ଏଣୁ ଟୋକିଓରେ ତୁମେ ଚମକିବ ନୂଆଦିଲ୍ଲୀ: ଟୋକିଓର ଅଲମ୍ପିକ୍ସ ପୋଡିୟମ ଏବେ ତୁମକୁ ଅପେକ୍ଷା କରିଛି। ଟୋକିଓରେ ଦେଶର ଗୌରବ ବଢାଅ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଯିବାକୁ ମନୋନୀତ ହୋଇଥିବା ଭାରତୀୟ ଖେଳାଳିଙ୍କ ମନୋବଳ
Read More...

ପାଞ୍ଚ ନମ୍ବରରେ ଓଡ଼ିଶା

୧୦ ପ୍ରତିଶତ ସଂକ୍ରମଣ ହାରରେ ଓଡ଼ିଶାର ଗୋଟିଏ ଜିଲ୍ଲା ରହିଥିବା ସୂଚନାଦୁନିଆକୁ ତୃତୀୟ ଲହର ଆସିଗଲାଣି, ବ୍ରିଟେନ, ଋଷିଆ ସବୁଠି ଚିହ୍ନଟ ହେଲେଣିକେବେ ଆସିବ ନୁହେଁ କେମିତି ନ ଆସିବ ସେ ନେଇ ଆଲୋଚନା ହେଉ: ଡ. ପଲ୍ ଭୁବନେଶ୍ବର: ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ସଂକ୍ରମଣ ଏବେ ଧୀରେ
Read More...

ମୋଦୀଙ୍କ ନଜରରେ ଉତ୍ତର-ପୂର୍ବ ରାଜ୍ୟ କାହିଁକି?

ବଡ଼ ଭୋଟ ବ୍ୟାଙ୍କ ଭାବେ ଉଭା ହେଉଛିଏକାଥରକେ ପାଞ୍ଚ ମନ୍ତ୍ରୀ ଦେଇଛନ୍ତି ମୋଦୀ୮ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେକୋଭିଡ ତୃତୀୟ ଲହର ପାଇଁ ସତର୍କ କଲେ ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳ ଉପରେ ଏବେ ପ୍ରଧାନମନ୍ତ୍ରୀଙ୍କ ନଜର। ମନ୍ତ୍ରିମଣ୍ଡଳ ଅଦଳବଦଳ କରିବା ପରେ ଆଜି
Read More...