ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

କ୍ୟାନସର ହସ୍ପିଟାଲର ଶୁଭ ଦେଲେ ନବୀନ

ଭୁବନେଶ୍ବର: ରଥଯାତ୍ରା ଅବସରରେ ରାଜଧାନୀରେ ଆଜି ଦୁଇଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇନଫୋଭ୍ୟାଲି ନିକଟରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କ୍ୟାନସର ଚିକିତ୍ସା ଓ ଗବେଷଣା କେନ୍ଦ୍ର। ଏଥିପାଇଁ ରାଜ୍ୟସରକାର
Read More...

ବିଜୁଳି ନେଇଗଲା ୭୦ ଜୀବନ

ନୂଆଦିଲ୍ଲୀ: କିଛି କ୍ଷଣ ମଧ୍ୟରେ ବ୍ରଜପାତ ନେଲା ୭୦ରୁ ଅଧିକ ଜୀବନ। ଆଜି ଦେଶର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ସହ ବଜ୍ରପାତରେ ୭୦ ଜଣଙ୍କ ଜୀବନ ଯାଇଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ଏହି ଘଟଣାକୁ
Read More...

ଜନ୍ମବେଦୀକୁ ଯିବାକୁ ତର ତର ହେଉଛନ୍ତି ଠାକୁରେ

ପୁରୀ: ଦେଉଳ ଭିତରୁ ବାହାରି ଆସିଛନ୍ତି ଦିଅଁ । ହେଲେ ଚଳିତ ବର୍ଷ କରୋନା କାରଣରୁ ଭାବର ଦାଣ୍ଡରେ ନୁହେଁ ଘରେ ରହି ରଥଯାତ୍ରା ଦେଖୁଛି ଜଗତ। ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ସରିଛି ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି। ତିନି ରଥରେ ରଥାରୁଢ ହୋଇଛନ୍ତି ତିନି ଠାକୁର । ଧାଡ଼ି ପହଣ୍ଡିରେ
Read More...

ଖସୁଛି ସଂକ୍ରମିତଙ୍କ ସଂଖ୍ୟା, ବଢୁଛି ମୃତ୍ୟୁ ତାଲିକା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଯାହା ଆଶ୍ୱସ୍ତ କରିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ମୃତ୍ୟୁ ସଂଖ୍ୟାର ତାଲିକା ଲମ୍ବିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ସଂକ୍ରମଣ
Read More...

ଆଜି ରଥଯାତ୍ରା: ସ୍ମରଣ କରନ୍ତୁ ମହାପ୍ରଭୁଙ୍କୁ

ନୀଳାଦୌ ଶଙ୍ଖମଧ୍ୟେ ଶତଦଳ କମଳେ ରତ୍ନସିଂହାସନସ୍ଥମ୍।ସର୍ବାଳଙ୍କାରଯୁକ୍ତଂ ନବଘନ ରୁଚିରଂସଂଯୁତଂଚାଗ୍ରଜେନ।।ଭଦ୍ରାୟା ବାମଭାଗେ ରଥଚରଣ ଯୁତଂବ୍ରହ୍ମରୁଦ୍ରେନ୍ଦ୍ର ସେବ୍ୟମ୍।ବେଦାନାଂ ସାରମୀଶଂ ସ୍ବଜନ ପରିବୃତ୍ତଂ ବ୍ରହ୍ମଦାରୁ ସ୍ମରାମି।।
Read More...

ଭାଗ ଭାଗ ହୋଇଯିବ କି ପ୍ରଶାସନ, ଅମଲା?

ଭୁବନେଶ୍ବର କ୍ଲବକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଲାଣିବିଜୟ ଓ ଅସିତଙ୍କ ପ୍ରାର୍ଥିତ୍ବକୁ ନେଇ ସବୁଠାରେ କମ୍ପନମୁଖ୍ୟମନ୍ତ୍ରୀ ଜାଣିଲେଣି ନା ନାହିଁ, କଣ ହେବାକୁ ଯାଉଛି ଭୁବନେଶ୍ବର: ଓଡ଼ିଶାରେ ଆଇଏଏସ୍ ଅଫିସର ଏବେ ଦୁଇଭାଗ। କିଛି ପ୍ରାଶାସନିକ ଅଧିକାରୀ, ବ୍ୟବସାୟୀ, କର୍ପୋରେଟ୍ ସଂସ୍ଥାର
Read More...

‘ମାନବସମ୍ବଳ ଅଭାବ ଏବେ ବଡ ସମସ୍ୟା’

ଭାରତୀୟ ମାନବ ସମ୍ବଳ ନେତୃତ୍ୱ ପୁରସ୍କାର ଉତ୍ସବ ୨୦୨୧ ନୂଆଦିଲ୍ଲୀ: ଦୁଇବର୍ଷ ତଳେ ଭାରତୀୟ ମାନବ ସମ୍ବଳ ସଂଗଠନ ଆରମ୍ଭ କରିଥିଲେ ସମର ମହାପାତ୍ର।ଏହି ସଂସ୍ଥାର ଉଦ୍ଦେଶ୍ୟ ଥିଲା, ମାନବ ସମ୍ବଳ କର୍ମଜୀବୀଙ୍କର ଜ୍ଞାନ ଓ ଅନୁଭବର ଆଦାନ ପ୍ରଦାନ କରିବ। କ୍ୟାରିଅର ତିଆରିକୁ ସୁବିଧା ଜନକ
Read More...

ଖୋର୍ଧା: ତୃତୀୟ ଲହର ଛୁଇଁଲା କି? କାହିଁକି କମୁନି ସଂକ୍ରମଣ??

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ବି ଅଧିକ, ମୃତ୍ୟୁ ସଂଖ୍ୟା ବିରାଜ୍ୟରେ ଖସୁଛି ସଂକ୍ରମଣ ହାର, ଲମ୍ବୁଛି ମୃତ୍ୟୁ ତାଲିକା ଭୁବନେଶ୍ବର: ଲାଲବଳୟରୁ ହଟିବନି କି ଖୋର୍ଦ୍ଧା? କମିବନି କି ସଂକ୍ରମଣ ? ନା ତୃତୀୟ ଲହର ଏହା ଭିତରେ ଛୁଇଁଗଲାଣି। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଆରମ୍ଭ
Read More...

ଓଡ଼ିଶାରେ ରାଜନୈତିକ ଦଳଙ୍କୁ କି ରୋଗ ହୋଇଛି?

କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସଓଡ଼ିଶା ଲୋକଙ୍କ ପାଇଁ କିଏ ଲଢ଼ିବ? ସେମାନଙ୍କ ପାଇଁ କିଏ କହିବ? ଭୁବନେଶ୍ବର: ରାଜ୍ୟରେ ସମବାୟ ନିର୍ବାଚନ ହେଲାନି। ଇତିମଧ୍ୟରେ ବର୍ଷାଧିକ ସମୟ ବିତିଗଲାଣି। ରାଜ୍ୟର ସବୁ ସମବାୟ ସଂସ୍ଥା ଏବେ ପ୍ରଶାସନିକ ଅଧିକାରୀଙ୍କ
Read More...

ପ୍ରତ୍ୟକ୍ଷ ଭଗବାନ ହେଉଛନ୍ତି ସୂର୍ଯ୍ୟଦେବତା

ଗ୍ରହ, ନକ୍ଷତ୍ର ନିର୍ବିଶେଷରେ ରବିବାର ସମସ୍ତଙ୍କୁ ଆମିଷ ଭକ୍ଷଣ ମନା ନମଃ କମଳରୂପାୟ ନମଃ କମଳଧାରିଣେ।ନମଃ କମଳଯନ୍ତ୍ରାୟ ପଦ୍ମବଲ୍ଲଭ! ତେ ନମଃ।।
Read More...