ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ବଦଳିବେ ଓଡ଼ିଶା ପିସିସି ସଭାପତି

ଦିଲ୍ଲୀରୁ ଆସିଲାଣି ସଙ୍କେତ, ରାଜ୍ୟ କଂଗ୍ରେସରେ କମ୍ପନଦୌଡରେ ଶରତ, ତାରା, ମୋକିମ୍, ଭକ୍ତ ପ୍ରମୁଖ ସାମିଲନିରଞ୍ଜନଙ୍କ ବି ଚାହୁଁନାହାନ୍ତି ସଭାପତି ପଦ ହାତରୁ ଯାଉ ବିଶ୍ବାଳ ପରିବାର ସପକ୍ଷରେ ଗୋଟିଏ ବଡ ଗୋଷ୍ଠୀର ମତ ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ
Read More...

ମା’ ଉତ୍ତରାୟଣୀଙ୍କ ମନ୍ତ୍ର ପାଠ କରନ୍ତୁ

ନମାମି ଚୋତରାଂ ଦୁର୍ଗାଂ ନୀଳବର୍ଣ୍ଣାଂ ତ୍ରିଲୋଚନାମ୍।ଶୂଳଂଚର୍ମଚ ଖଡ୍‌ଗଂଚ ନାଗପାଶଧରା ଶୁଭାମ୍।।ପାଶାଙ୍କୁଶକରାଂ ସୌମ୍ୟାଂ ଚୈତ୍ୟଶୃଙ୍ଗ କରାନ୍ବିତାମ୍।ଧନୁର୍ବାଣଧରାମୁଗ୍ରାଂ କାତ୍ୟାୟନୀଂ ଭଜାମ୍ୟହମ୍।।
Read More...

୨୬ଲକ୍ଷ ଶ୍ରମିକଙ୍କୁ ନବୀନ ଦେଲେ ୩୮୫ କୋଟି

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା: ମୁଖ୍ୟମନ୍ତ୍ରୀଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଏ ସହାୟକା ବଞ୍ଚିବାର ରାହା ଦେଇଛି: ନିର୍ମାଣ ଶ୍ରମିକ ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି
Read More...

ନୂଆ ଅଭିଯାନରେ ବାହାରୁଛନ୍ତି ମମତା ବାନାର୍ଜୀ

ନିର୍ବାଚନ ପରେ ପ୍ରଥମ ଥର ନୂଆଦିଲ୍ଲୀ ଯାଉଛନ୍ତି ମମତାପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁସୋନିଆ, ପାଓ୍ବାର, କେଜ୍ରିଓ୍ବାଲ, ଅଖିଳେଶଙ୍କୁ ଭେଟିବେ୨୫ ତାରିଖରେ ସେ ଦିଲ୍ଲୀ ଯିବେ, ରାତିରେ ରହିବେ କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ
Read More...

ଅଗଷ୍ଟ ପହିଲା ଯାଏ ଲକ୍‌ଡାଉନ୍ ରହିବ, ଟିକେ କୋହଳ

ସାରା ରାଜ୍ୟରେ ବସ ସେବାକୁ ଅନୁମତି, ସ୍ପା, ପାର୍ଲର ,ଜିମ୍ ଖୋଲିବକାଟେଗୋରି ଏ ଜିଲ୍ଲାରେ ଦୋକାନବଜାର ସବୁଦିନ ରାତି ୮ଯାଏ ଖୋଲିବକାଟେଗୋରି ବି ଜିଲ୍ଲାରେ ୨ଟା ପରିବର୍ତ୍ତେ ସନ୍ଧ୍ୟା ୫ ଯାଏ ଖୋଲିବପାଞ୍ଚଦିନ ପାଇଁ ଅନୁମତି, ସପ୍ତାହାନ୍ତ ସଟଡାଉନ୍ ପୂର୍ବଭଳି ରହିବବିବାହ,
Read More...

ଜଗନ୍ନାଥଙ୍କର ହେବ ଅସ୍ତ୍ରୋପଚାର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଏବେ ବି ହସ୍ପିଟାଲରେ ଅଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧାର ଆସିନାହିଁ। ତାର ଏକ ଅସ୍ତ୍ରୋପଚାରର ଆବଶ୍ୟକତା ହେଉଛି। ଜଗନ୍ନାଥର ହାତର ଶିରା କଟିଯାଇଥିବାରୁ ତାର
Read More...

କ’ଣ କହିବେ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ବର: ଆସନ୍ତାକାଲି ସକାଳେ ସରୁଛି ରାଜ୍ୟରେ ଆଶିଂକ ଲକଡାଉନର ଅବଧି । ତେଣୁ କଟକଣା ବଳବତର ରହିବ ନା ଉଠିବ ତା ଉପରେ ଏବେ ସମସ୍ତଙ୍କ ନଜର । ଏନେଇ ଆଜି ଅପରାହ୍ନ ୨ଟା ୩୦ ମୁଖ୍ୟ ଶାସନ ସଚିବ ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। କାଟାଗୋରୀ ‘ବି’ରେ
Read More...

ଆଜି ଆସିବ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍

କଟକ ଓ ଖୋର୍ଧାରେ ବେଶୀ କଟକଣା ହେବା ସମ୍ଭାବନା ଭୁବନେଶ୍ବର: ଆସନ୍ତାକାଲି ଯାଏ ସରକାର ଆଶିଂକ ଲକଡାଉନ ଘୋଷଣା କରିଥିବା ବେଳେ ଆଜି ଆସିପାରେ ନୂଆ ଗାଇଡଲାଇନ। କଟକ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର। କାରଣ, କଟକ ଓ ଖୋର୍ଦ୍ଧାରେ ଏଯାଏ
Read More...

ସୁପ୍ରିମକୋର୍ଟରେ ଆଜି ପରୀ ଶୁଣାଣି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ ପରୀ ଅପହରଣ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ। ସୁପ୍ରିମ କୋର୍ଟର ଚାରି ନମ୍ବର କୋର୍ଟରେ ଆଇଟମ ନମ୍ବର ୧୫ରେ ପରି ଏହି ମାମଲା ତାଲିକାଭୁକ୍ତ ହୋଇଛି। ଜଷ୍ଟିସ ଏ ଏମ୍‌ ଖାଓ୍ବଲିକର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ଙ୍କ କୋର୍ଟରେ ମାମଲାର
Read More...

ଆଜିଠୁ ଏମସରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ବର: ଏକ୍‌ମୋ ଚିକିତ୍ସା ପାଇଁ ରାଜ୍ୟରୁ ଆଉ ବାହାରକୁ ଏୟାରଲିଫ୍ଟ ହେବେନି ରୋଗୀ। ଆଜିଠୁ ଭୁବନେଶ୍ୱର ଏମ୍ସ‌ରେ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା। ଆଜି ଭୁବନେଶ୍ୱର ଏମସର ପ୍ରତିଷ୍ଠା ଦିବସ ଅବସରରେ ଏହି ଚିକିତ୍ସା ଆରମ୍ଭ ହେବ। କରୋନାରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ
Read More...