ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ଦିନ ଛେରା ପହଁରା କରିବେ। ଆଜି ନିଜେ ଗଜପତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମହାରାଜା କହିଛନ୍ତି ଯେ ସ୍ନାନ ଯାତ୍ରାକୁ ନ ଯାଇ ଆମେ ରଥଯାତ୍ରାକୁ ଯିବାକୁ ନିଷ୍ପତ୍ତି ନେଇଛୁ। ଆମ ଦୃଷ୍ଟିରୁ ରଥଯାତ୍ରା ହେଉଛି ମହାପ୍ରଭୁଙ୍କର ମୁଖ୍ୟ
Read More...

ଘର କେଳେଙ୍କାରୀ: କାହା ଭୁଲରୁ ପଛେଇଗଲା ଓଡ଼ିଶା?

ଭୁବନେଶ୍ବର: ଯାଜପୁର ଜିଲ୍ଲା ବଡଚଣା ଆସନରେ ୨୦୦୪ ମସିହାରେ ବିଜୁ ଜନତା ଦଳ ହାରିବା ପଛର ବଡ଼ କାରଣ ଥିଲା ଇନ୍ଦିରା ଆବାସ ପ୍ରସଙ୍ଗ। ଗୃହ ନିର୍ମାଣ କେଳେଙ୍କାରୀ କାରଣରୁ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର
Read More...

ଆଉ ପାଦେ ଗଲେ ମୋଦୀ; ବଡ ପରିବର୍ତ୍ତନ ଅଭିମୁଖେ କେନ୍ଦ୍ର

ରାଜ୍ୟପାଳ ବଦଳି ମନ୍ତ୍ରିମଣ୍ଡଳ ଅଦଳବଦଳର ପୂର୍ବ ସଂକେତ, ଫୋନ କଲକୁ ଅପେକ୍ଷା କରୁଛନ୍ତି ବିଜେପି ନେତା ନୂଆଦିଲ୍ଲୀ: ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ । ଏନେଇ ଚର୍ଚ୍ଚା ଭିତରେ ଏକ ବଡ ସଂକେତ ଦିଲ୍ଲୀରୁ ଆସିଛି। ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ
Read More...

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ: ସ୍ନାନ କରି ଜ୍ବରରେ କମ୍ପୁଥିବା ମହାପ୍ରଭୁଙ୍କ ସ୍ବାସ୍ଥ୍ୟରେ ବଡ଼ ଉନ୍ନତି ଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର, ଦେବୀ ସୁଭଦ୍ରା ଓ ସୁଦର୍ଶନ ସମସ୍ତେ ସୁସ୍ଥ ହୋଇଛନ୍ତି।ଶତାଧିକ ଦଇତାପତି ମହାପ୍ରଭୁଙ୍କ ସେବାରେ ଲାଗିଥିଲେ। ଫୁଲୁରି ତେଲ ଓ ଦଶମୂଳ ବି ଲାଗି କରାଯାଇଥିଲା।
Read More...

ପ୍ରିୟଙ୍କା ହତ୍ୟାକାଣ୍ଡ ପଛର ଗୁମର ଖୋଲୁଛି

‘ପ୍ରିୟଙ୍କା ସହ ଥିଲା ପୁଅର ପୁରୁଣା ସଂପର୍କ’ ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କ ହତ୍ୟା ଘଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଓ ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସଂପର୍କ କଣ ଥିଲା? କେଉଁଥି ପାଇଁ ସେ ତାଙ୍କୁ
Read More...

ରଥଯାତ୍ରା ଶୁଣାଣି ବେଳେ ଏମିତି କହିଲେ ଜଷ୍ଟିସ୍ ରମନ୍ନା

କେବଳ ପୁରୀରେ ହେବ ରଥଯାତ୍ରା, ଅନ୍ୟ କେଉଁଠି ନୁହେଁ: ଏକାଧିକ ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜଜଷ୍ଟିସ୍ ରମଣା ବଡ ରାୟ ଦେଇ କହିଲେ ଏମିତି କରିବାକୁ ମତେ ଭଲ ଲାଗୁନି, କିନ୍ତୁ ଆମେ ମଧ୍ୟ ନାଚାରଆସନ୍ତାବର୍ଷ କୋଭିଡ୍ ସ୍ଥିତି ସୁଧୁରିଲେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ,ଏ ଆଶା
Read More...

କୋଭିଡ୍ ମୃତ୍ୟୁ ନେଇ ଆସିଲା ସରକାରଙ୍କ ସ୍ପଷ୍ଟୀକରଣ

ଘୋଷଣା କରାଯାଉଥିବା ମୃତ୍ୟୁ ରିୟଲ ଟାଇମ୍ ତଥ୍ୟ ଉପରେ ନୁହେଁ: ସିବିକେସରକାର କୌଣସି କୋଭିଡ୍ ମୃତ୍ୟୁ ଜନିତ ତଥ୍ୟ ଲୁଚାଇନାହାନ୍ତି କହିଲେ ଡିଏମ୍‌ଇଟିହେଲେ ଅଣ କୋଭିଡ୍ ମୃତ୍ୟୁ ରିପୋର୍ଟ ନ ଦେବା ଫଳରେ ଲୋକଙ୍କ ସନ୍ଦେହ ବଢ଼ିଲାବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ପ୍ରଦର୍ଶନ ନେଇ ସବୁଠି
Read More...

ଚିଲିକାରେ ବଡ଼ ପରିବର୍ତ୍ତନ ସଙ୍କେତ ମିଳିଲା

ମଧୁର ଜଳ ଅଂଶ କମୁଛି,ଲୁଣା ପାଣି ବଢ଼ୁଛିମୁହଁ ମୋଡ଼ିଲେଣି ବିଦେଶରୁ ଆସୁଥିବା ପକ୍ଷୀବେଆଇନ ଘେରି ନେଇ ତାଗିଦ୍ କରିଛନ୍ତି ହାଇକୋର୍ଟସରକାର ବେଫିକର, କେଉଁଥିକି ବି ଧ୍ୟାନ ନାହିଁ ଭୁବନେଶ୍ୱର: ନିକଟରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଏକ ବଡ଼ ରାୟ
Read More...

ମୋଦୀ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ନ ୧୧ଟାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଲାଗି ଆପାତତଃ ସମୟ ସ୍ଥିର ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।
Read More...

ଚିନ୍ତା ବଢ଼ାଇଲାଣି ଟ୍ବିନ୍ ସିଟି

ଆଜି ବି ମୃତ୍ୟୁ ସଂଖ୍ୟା ୫୦ ଉପରେ, ବୁଲୁଛନ୍ତି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୪ ପ୍ରତିଶତ ତଳକୁ ଖସିଛି। ଆଜି (ଗତ ୨୪ ଘଣ୍ଟା ରିପୋର୍ଟ ଆଧାରରେ) ସଂକ୍ରମଣ ହାର ରହିଛି ୩.୯୩%। ଦିନକରେ ୨୫ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ
Read More...