ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଉ ନାହାନ୍ତି

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଆଜି ରାତି ୧୦ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ମେଡିକା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Read More...

ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ ପୁଣି ନିବେଦନ କଲେ ମୁଖ୍ୟମନ୍ତ୍ରୀ – ଡବଲ ମାସ୍କ ପିନ୍ଧନ୍ତୁ, ଟିକା ନିଶ୍ଚୟ ନିଅନ୍ତୁ
Read More...

କର୍ଣ୍ଣାଟକ ବିଜେପିରେ ୟେଦୁରପ୍ପା ଝଡ଼ ଭୀଷଣ ରୂପ ନେଲାଣି

ବିଜେପି ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣିତିନିଭାଗରେ ବିଭକ୍ତ ହେଲାଣି ରାଜ୍ୟ ବିଜେପି ସଂଗଠନୟେଦୁରପ୍ପାଙ୍କ ଚୌକି ଦୋହଲୁଛି, କ୍ୟାମ୍ପ କରିଛନ୍ତି ଅରୁଣରାଷ୍ଟ୍ରପତି ଶାସନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୌସୁମୀ ଜନିତ ପାଣିପାଗକୁ
Read More...

ତୃତୀୟ ଲହର ନେଇ ସେରୋ ସର୍ଭେରୁ ଆସିଲା ବଡ଼ ତଥ୍ୟ

ଦିଲ୍ଲୀ ସରକାର ଓ କେନ୍ଦ୍ରକୁ ନୋଟିସ କଲେ ଦିଲ୍ଲୀ ହାଇକୋର୍ଟ,କୋର୍ଟ କହିଲେ ଭଗବାନ ଆମକୁ ସାହାଯ୍ୟ କରନ୍ତୁ ନୂଆଦିଲ୍ଲୀ: କୋଭିଡ୍ ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିବ ନାହିଁ। ଏକଥା ଆମେ କହୁନାହୁଁ, ବରଂ ଡବଲୁଏଚ୍‌ଓ ଓ ଏମ୍‌ସ ଯୁଗ୍ମ ସର୍ବେକ୍ଷଣ ରିପୋର୍ଟରେ
Read More...

ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର: କୋଭିଡ୍ କାରଣରୁ ଉଚ୍ଚ ମାଧ୍ୟମିକ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଥିଲେ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୂଲ୍ୟାୟନ ପଦ୍ଧତି ସଂକ୍ରାନ୍ତ ନିର୍ଦେଶନାମା ଜାରି କରିବା ସହିତ ଘୋଷଣା କରିଛି ଯେ ଆସନ୍ତା ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ।
Read More...

ଘୋଡ଼ା ବିବାଦ ପଛରେ ଲୁଚିଛି ଅନେକ ରହସ୍ୟ

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ଘୋଡାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଲାଣି। ଉଭୟ ବିଜେପି ଓ କଂଗ୍ରେସ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ସ୍ଥାନ୍ତାନ୍ତରଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେଇଛି। ଭୁବନେଶ୍ବର ଜିଲ୍ଲା ସଭାପତି
Read More...

ନବୀନଙ୍କୁ ବଦ୍‌ନାମ କରିବାକୁ ବଡ଼ ଷଡ଼୍‌ଯନ୍ତ୍ର

ଅକଳରେ ପକାଇଲାଣି ଥଇଥାନ ନିଯୁକ୍ତି; ଷ୍ଚାଫ୍ ସିଲେକ୍ସନ କାର୍ଯ୍ୟ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଲେ ନିଜେ ସରକାରନିଯୁକ୍ତି ପ୍ରକ୍ରିୟାକୁ କମିସନ ତ୍ବରାନ୍ବିତ କରିପାରୁନାହାନ୍ତି, ବୋଲି ନିଜ ନିଯୁକ୍ତି ନିଜେ କରିବାକୁ ପୁଲିସ ବିଭାଗ ପାଗ ଭିଡ଼ିଛିକମିସନଙ୍କୁ ବିଶ୍ବାସକୁ ନ ନେଇ ପୁଲିସ
Read More...

ନବୀନଙ୍କ ୧୬୯୦ କୋଟିର କୋଭିଡ୍ ପ୍ୟାକେଜ୍

ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ମନରେଗା ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା
Read More...

ନବୀନ ଦାବି ରଖିଥିଲେ, ମୋଦୀ ଶୁଣିଲେ

ବିଶ୍ବ ଐତିହ୍ୟ ପ୍ରକଳ୍ପ ଆଡକୁ ଆଉ ପାଦେ, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ରାସ୍ତା ଖୋଲିଲାକେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ସ୍ବତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତିଓଡ଼ିଶା କ୍ୟାଡର ଅଫିସର ତଥା କେନ୍ଦ୍ର ବେସାମରିକ ବିଭାଗ ଯୁଗ୍ମ ସଚିବ ଉଷା ପାଢୀ ତ୍ବରାନ୍ବିତ
Read More...

ନିଷ୍ପତ୍ତି ନେବେ ମୋଦୀ, ଚାପରେ ରହିବେ ଧର୍ମେନ୍ଦ୍ର

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ନେଇ ଓଡ଼ିଶା ରାଜନୀତିରେ କମ୍ପନପ୍ରତାପଙ୍କ ପ୍ରତି ବିପଦ, ଚର୍ଚ୍ଚାରେ ଜୁଏଲ, ସଙ୍ଗୀତା, ବୈଜୟନ୍ତ ପଣ୍ଡାଙ୍କ ନାଁଅପରାଜିତା, ଅଶ୍ବିନୀ ,ସୁରେଶ ପୂଜାରୀଙ୍କୁ ନେଇ ବି କଳ୍ପନାଜଳ୍ପନା ଜାରି ଭୁବନେଶ୍ବର: ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ
Read More...