ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ନାହିରେ ତେଲ ଦେଇ ଶୋଇଗଲେ ବାବୁ

ଅଧାପନ୍ତରିଆ ରହିଗଲା ବିରଳ ବଜ୍ରକାପ୍ତା ଅପରେସନ୍ସମସ୍ତେ ତନାଘନା କଲେ, ହଠାତ୍ ଚୁପ୍ ବସିଗଲେ କାହିଁକିଓଡ଼ିଶାରେ କେତେ ବଜ୍ରକାପ୍ତା ଅଛନ୍ତି, ତାର ଗଣନା ବି ହେଉନି ଭୁବନେଶ୍ବର: ବିରଳ ବଜ୍ରକାପ୍ତା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ଏବେ ବନ୍ୟପ୍ରାଣୀ
Read More...

ଧର୍ମେନ୍ଦ୍ର ଏମିତି କାହିଁକି କଲେ?

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ପରିଚାଳନାକୁ ନେଇ ଆପତ୍ତି ଉଠାଇଥିଲା ଭାରତୀୟ ଜନତା ପାର୍ଟି। ଦୁଇ ଦିନ ତଳେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ନେତାମାନେ ଏ ସଂପର୍କରେ ତମ୍ବିତୋଫାନ କଲେ ଓ ରାଜନୈତିକ ପ୍ରସ୍ତାବ ବି ସରକାରଙ୍କ ବିରୋଧରେ ପାରିତ ହେଲା। ଏହାର ୨୪ ଘଣ୍ଟା ପରେ
Read More...

ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଅବଧି ବଢ଼ିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ହିତାଧିକାରୀଙ୍କ ପଞ୍ଜୀକରଣ ଅବଧିକୁ ନଅମାସ ବୃଦ୍ଧି କରାଯାଇଛି। ଏହା ଜୁନ ୩୦, ୨୦୨୧ରେ ଶେଷ ହେବାକୁ ଥିବାବେଳେ ଏହାକୁ ୩୧ ମାର୍ଚ୍ଚ ୨୦୨୨
Read More...

ଭିଜିଲାନ୍ସ୍ ଆଇଜି ଭାବେ ଦାୟିତ୍ବ ନେଲେ ଅସିତ୍ ପାଣିଗ୍ରାହୀ

ଭୁବନେଶ୍ବର: ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. (ଭାରତୀୟ ପୋଲିସ ସେବା) ଅଧିକାରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ
Read More...

ସ୍ବାମୀନାଥ୍‌ନ କମିଟି ରିପୋର୍ଟ ଲାଗୁ ଯାଏ ଲଢ଼ିବ ଓଡ଼ିଶା

ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାନବୀନ କହିଲେ, କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା'କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ' ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ
Read More...

ଅଧା ଓଡ଼ିଶା ପାଇଁ ଘୋଟି ଆସିଲାଣି ବିପଦ

୧୧ ଜିଲ୍ଲାର ୧୫୨ ବ୍ଲକରେ ଚାଷ କାମ ପ୍ରଭାବିତ ହେଲାଣିଜୁନ ମାସରେ ରାଜ୍ୟରେ ୧୫ ପ୍ରତିଶତ କମ୍ ବର୍ଷା ରେକର୍ଡଲଘୁଚାପ ସୂଚନା ନାହିଁ, ୧୦ ତାରିଖ ଯାଏ ବର୍ଷା ସମ୍ଭାବନା କ୍ଷୀଣ ଭୁବନେଶ୍ବର: ରାଜ୍ୟରେ ମହାମାରୀ ସ୍ଥିତି ଗମ୍ଭୀର ରହିଛି। ଲୋକେ ଜୀବନ ଓ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି।
Read More...

ଟିକା ସଂପର୍କରେ କେନ୍ଦ୍ର ସରକାର ଦେଲେ ନୂଆ ତଥ୍ୟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩.୨୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ସରକାର କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୪୫,୯୫୧ ରହିଛି।
Read More...

୧୬ ତାରିଖ ଯାଏ ଆଂଶିକ କଟକଣା ଜାରି କଲେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଜୁଲାଇ ୧୬ ତାରିଖ ଯାଏ ଆଂଶିକ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଆର୍‌ଏନ୍‌ଏରେ ଆଜି ପୂର୍ବାହ୍ନରେ ଯେଭଳି ପୂର୍ବାନୁମାନ କରାଯାଇଥିଲା, ଠିକ୍‌ ସେମିତି ସରକାର ପଦକ୍ଷେପ ନେଇଛନ୍ତି। ଆଜି ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି
Read More...

ଜଙ୍ଗଲ ବାବୁଙ୍କ ଆଲୋଚନା ଅଧିକ, ନିଷ୍ପତ୍ତି କମ୍

ଘନ ଘନ ବୈଠକ କଲେ; କାଗଜପତ୍ରରେ ରଖିଦେଲେ ହାତୀ ଇଲାକା ବଢ଼ିବା ନିଷ୍ପତ୍ତି୨୪୭୨ ବର୍ଗ କିଲୋମିଟରକୁ ନେଇ ହୋଇଥାନ୍ତା ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳଡ. ରମଣ ସୁକୁମାର ଦେଇଥିଲେ ରିପୋର୍ଟ, ଦୁଇବର୍ଷ ହେଲାଣି ତର୍ଜମା ଚଳାଇଛନ୍ତି ବାବୁ ଭୁବନେଶ୍ବର: ହାତୀ ମୃତ୍ୟୁକୁ ନେଇ ଜାତୀୟସ୍ତରରେ
Read More...