Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
୪୫ ବର୍ଷ ବୟସ୍କ ଧାମି ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ
ଡେରାଡୁନ୍: ପୁଣି ଉତ୍ତରାଖଣ୍ଡ ରାଜନୀତିରେ ହଲଚଲ। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂହ ରାଓ୍ବତ। ଆଜି ବିଧାୟକ ଦଳ ବୈଠକରେ ବିଧାୟକ ପୁଷ୍କର ସିଂହ ଧାମିଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି।!-->!-->!-->…
Read More...
Read More...
ଏବେ ଠୁ ଅଲଗା ରାସ୍ତା ଆମର..
ଅମୀର-କିରଣଙ୍କ ଘର ଭାଙ୍ଗିଲା
ମୁମ୍ବାଇ: ୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଛେଦ। ଅଲଗା ହେବେ ଆଗଧାଡିର ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ। ଦୁହେଁ ଏନେଇ ଘୋଷଣା କରିଛନ୍ତି। ୧୫ ବର୍ଷରେ ସାଥୀ ହୋଇ ପୁରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ। ଦୁହିଁଙ୍କର ସଂପର୍କ ବିଶ୍ୱାସ,!-->!-->!-->…
Read More...
Read More...
ତାଲାବନ୍ଦ ପାଇଁ କମିଥିଲା, ଏବେ ପୁଣି ବଢିଲା
ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା, ୧୨ ଜିଲ୍ଲାରେ ଅଧିକ
ଭୁବନେଶ୍ବର: ରାଜ୍ୟରେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ। ଗତବର୍ଷ କରୋନା ଜନିତ ଲକଡାଉନ କାରଣରୁ ଦୁର୍ଘଟଣା ସାମାନ୍ୟ କମିଥିବା ଦେଖାଦେଇଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ଦୁର୍ଘଟଣା ବଢିଥିବା ଜଣାପଡ଼ିଛି। ଚଳିତବର୍ଷ!-->!-->!-->…
Read More...
Read More...
କାଲି ନିଷ୍ପତି, ଆଜି ବଦଳୁଛି!
ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା
ପୁରୀ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଦିନକ ପୂର୍ବରୁ ନିଆଯାଇଥିବା ନିଷ୍ପତିରେ ଆଜି କିଛି ପରିବର୍ତନ କରାଯାଇଛି। ପୁରୀ ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘରର ଛାତ ଉପରେ କେହି ରହି ରଥଯାତ୍ରା!-->!-->!-->…
Read More...
Read More...
ଝିଅ ଓ ସ୍ତ୍ରୀକୁ ହାଣି କାହିଁକି ଆତ୍ମହତ୍ୟା କଲା ସ୍ବାମୀ
ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ। ନିଜ ଝିଅ ଓ ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲା ଜୋତ ଚାନ୍ଦପାଟଣା!-->…
Read More...
Read More...
ପାଗଳ କଲାଣି କ୍ଷମତା ନିଶା!
ରାଜନୀତିକୁ ଆଖେଇଥିବା ଆଶାୟୀ ନେତା, ଅଧିକାରୀ ଏବେ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଲେଣିକିଏ ବିଧାୟକ, ସାଂସଦ ହେବା ରାସ୍ତା ଖୋଲୁନି ବୋଲି ଅସୁଖୀ, ଆଉ କିଏ ମନ୍ତ୍ରୀ ହୋଇନପାରିବାରୁ ଅସନ୍ତୁଷ୍ଟମୁଖ୍ୟମନ୍ତ୍ରୀଙ୍କ ୫ଟି ଆହ୍ବାନକୁ ବାଟବଣା କରିଦିଆଯାଉଛି, ତୃଣମୂଳସ୍ତରରେ ସବୁ ଯୋଜନାର!-->…
Read More...
Read More...
ଓଡିଶାରେ କାହିିଁକି କମୁନି ସଂକ୍ରମଣ?
୧୦ ଜିଲ୍ଲା ଆଣୁଛି ବିପଦ : କେବେ ଖସୁଛି କେବେ ବଢୁଛିଚିନ୍ତା ବଢାଉଛି ଉପକୂଳବର୍ତ୍ତୀ ଜିଲ୍ଲା, ପ୍ରତିଦିନ ନୂଆ ନୂଆ କଣ୍ଟ ଦେଉଛନ୍ତି ବିଶେଷଜ୍ଞ
ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ ପରେ ଅନଲକ ଆରମ୍ଭ ହୋଇଛି। ଆଶିଂକ ଲକଡାଉନ ବଳବତ୍ତର ରହିଛି। ହେଲେ ପିଜଟିଭ ସଂଖ୍ୟା କିନ୍ତୁ କମୁନି।!-->!-->!-->…
Read More...
Read More...
ବଦଳିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ
ଭୁବନେଶ୍ବର: ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବରୁ ପ୍ରମୁଖ ଶାସନ ସଚିବ ପାହ୍ୟାର ଅଧିକାରୀ ତଥା ୧୯୯୫ ମସିହା ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଏହି ବିଭାଗ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ!-->…
Read More...
Read More...
ଶନିବାର କରନ୍ତୁ ଶିରୁଳି ମହାବୀରଙ୍କ ବିରଳ ଦର୍ଶନ
ମନୋଜବଂ ମାରୁତତୁଲ୍ୟବେଗମ୍, ଜିତେନ୍ଦ୍ରିୟଂ ବୁଦ୍ଧିମତା ବରିଷ୍ଠମ୍।ବାତାତ୍ମଜଂ ବାନରୟୁଥମୁଖଂ, ତଂ ରାମଦୂତଂ ଶରଣଂ ପ୍ରପଦ୍ୟେ।।
ଶିରୁଳି ମହାବୀରଙ୍କ ବିରଳ ଫଟୋ: ଅନେକ ଦଶନ୍ଧି ତଳେ ପୁରୀ ଜିଲ୍ଲା ଶିରୁଳି ଠାରେ ଥିବା ମହାବୀରଙ୍କ ନବ କଳେବର ପରବର୍ତ୍ତୀ ସମୟରେ ଏ ଚିତ୍ର ଉତ୍ତୋଳନ!-->!-->!-->…
Read More...
Read More...