ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରାଜନୀତିରେ ନୂଆ ପରମ୍ପରା ଆରମ୍ଭ କରିଥିଲେ ଆଚାର୍ଯ୍ୟେ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଏମିତି ଅନେକ ରୋଚକ ତଥ୍ୟ ଅଛି, ଯାହା ଆଜି ଜାଣିଲେ ଯେ କେହି ବିସ୍ମିତ ହେବେ। ସେମିତି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ୧୯୭୭ ମସିହାରେ। ବିନାୟକ ଆଚାର୍ଯ୍ୟଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ରାଜ୍ୟପାଳ ଦାୟିତ୍ବରେ ଥିବା ଶିବ ନାରାୟଣ ଶଙ୍କର ଅସୁସ୍ଥ
Read More...

ଚାଲିଗଲେ ଶଲାବୁଢ଼ା

ଭୁବନେଶ୍ବର: ସମ୍ବଲପୁରୀ ସିନେମା "ଶଲାବୁଢା" ଅଭିନେତା, ନାଟ୍ୟକାର ଅଟଳ ପଣ୍ଡାଙ୍କର ଆଜି ଭିମ୍‌ସାର, ସମ୍ବଲପୁରରେ ଭୋର ୩ଟା ୪୫ରେ ପରଲୋକ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ୧୯ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ଧରି ସେ
Read More...

ଜୁନ ୮ରେ ଦକ୍ଷିଣ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ଆନ୍ଧ୍ର ପ୍ରଦେଶରେ ପହଂଚି ସାରିଥିବା ବେଳେ ଏହା ତାମିଲନାଡୁଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଂଚଳକୁ ଆଚ୍ଛାଦିତ କରିସାରିଛି । ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ସୁଦ୍ଧା ଏହାଦକ୍ଷିଣ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ
Read More...

ଜୀବନ ଆଗ, ଆଉସବୁ ପଛ

ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ - ମୁଖ୍ୟମନ୍ତ୍ରୀ ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି
Read More...

ନବୀନଙ୍କ ହାତରେ ମନ୍ତ୍ରୀ, ସଚିବଙ୍କ ରିପୋର୍ଟ କାର୍ଡ

ଜାତୀୟ ସ୍ତରରେ ନବୀନ ପ୍ରଶଂସା ଗୋଟାଉଥିବା ବେଳେ ନିତିଆୟୋଗ ରିପୋର୍ଟ ଆଣିଲା ଝଟ୍‌କାମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷତବିକ୍ଷତ କଲେ କିଛି ବିଭାଗ, ଆଖିଦୃଶିଆ ପ୍ରଦର୍ଶନରେ ଫେଲ୍‌ ମାରିଲେଖରାପ ପ୍ରଦର୍ଶନ କରିଥିବା ମନ୍ତ୍ରୀ, ସଚିବଙ୍କ ବିରୋଧରେ ମୁଖିଆ କାର୍ଯ୍ୟାନୁଷ୍ଠାନ ନେବେ ନା
Read More...

ଭଉଁରୀରେ ଡେରା ହେଲା ‘ଚକ-ଅଖ’

ପୁରୀ: ଜ୍ୟେଷ୍ଠ କୃଷ୍ଣ ନବମୀ ତିଥିରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଥଯାତ୍ରା ପାଇଁ ଚକ-ଅଖ ଡେରା ଅନୁକୂଳ ନୀତି ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାଠାରେ ତିନିଟି ଅଖ ସହିତ ଛଅଟି ଚକ ସଂଯୋଗ
Read More...

ଜୁନ୍ ପାଇଁ ଆସିଲା ପାଣିପାଗ ପୂର୍ବାନୁମାନ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆଜି କେରଳ ସ୍ପର୍ଶ କରିଛି। କେରଳର ଦକ୍ଷିଣାଞ୍ଚଳରେ ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି।ଦୁଇ ତିନି ମଧ୍ୟରେ ପୂରା କେରଳରେ ମୌସୁମୀ ସକ୍ରିୟ ହୋଇଯିବ। ଏପଟେ ଆଉ ୧୦ରୁ ୧୩ ଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି କୁହାଯାଉଛି।
Read More...

କଡ଼ ଓଲଟାଉଛି ରାଜନୀତି: ପ୍ରଧାନମନ୍ତ୍ରୀ ବନାମ ପାଞ୍ଚ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ, ତାହା କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଅବସ୍ଥାରେ ନାହିଁ। ଭୀଷଣ ଭାବମୂର୍ତି ସଙ୍କଟ ଭିତରେ କଂଗ୍ରେସର ଜାତୀୟ ନେତୃତ୍ବ ଏବେ ଗତି କରୁଛନ୍ତି। କିନ୍ତୁ କେଉଁଠି ନା କେଉଁଠି
Read More...

ଆଇଏଏସ୍, ଆଇପିଏସ୍ ବାବୁଙ୍କ ସ୍ଥିତି ଏବେ କଣ?

ଭୁବନେଶ୍ବର: ରାଜନୈତିକ ଲଢେଇରେ ପ୍ରଶାସନିକ ଅଧିକାରୀ ବା ବ୍ୟୁରୋକ୍ରାଟ୍ସଙ୍କ ସ୍ଥିତି ଅଧିକ ସମ୍ବେଦନଶୀଳ ହୋଇପଡ଼ୁଛି କି? ବ୍ୟୁରୋକ୍ରାଟ୍ସମାନେ ସମ୍ବିଧାନର ଲକ୍ଷ୍ମଣରେଖା ଡେଇଁ ରାଜନୈତିକ କାର୍ଯ୍ୟ ଭିତରକୁ ଧସେଇ ପଶୁଛନ୍ତି କି? କୋଲକାତାର ପୂର୍ବତନ ମୁଖ୍ୟଶାସନ ସଚିବ ଆଲାପନ୍
Read More...

ଦିନେ ବିଜୁ ବାବୁ କରୁଥିଲେ, ଏବେ ନବୀନ…

ଟିକା କିଣା କ୍ଷେତ୍ରରେ ସବୁ ରାଜ୍ୟ ମଧ୍ୟରେ ସହମତି ପାଇଁ ଅଣ୍ଟାଭିଡ଼ିଲେ ଚିଠି ଲେଖି ଜଣାଇଲେ ପରସ୍ପର ବିରୋଧରେ ଲଢିବା ପରିବର୍ତ୍ତେ ଏକାଠି ହୁଅଲୋକଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନତା ସଂଗ୍ରାମ ପରେ ବଡ଼ ଚ୍ଯାଲେଞ୍ଜତୃତୀୟ ଲହର ପୂର୍ବରୁ ସମସ୍ତଙ୍କ ଟିକାକରଣ ନ ହେଲେ କେହି ସୁରକ୍ଷିତ
Read More...