ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଜବାବ ମାଗିବେ ଜଗା ସହ ଜନତା!

ଭୁବନେଶ୍ୱର: ଗୋଟିଏ ପଟେ କରୋନାକୁ ସର୍ତକ ସୁଚନା ଜାରି କରିଛନ୍ତି ରାଜ୍ଯ ସରକାର। ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ୩୧ ତାରିଖ ଯାଏ ସ୍କୁଲ, କଲେଜ, ଜିମ୍, ସେଣ୍ଟର ସୁଇମିଂପୁଲ୍ ବନ୍ଦ କରିବା ନେଇ ନିର୍ଦ୍ଦେଶ ନାମା ଜାରି କରାଯାଇଛି। କେବଳ ସ୍କୁଲ ଓ କଲେଜରେ ପରୀକ୍ଷା ହେବ…
Read More...

୧୬ ତାରିଖ କାର୍ଯ୍ୟକାରିଣୀରେ କଣ ହେବ?

ଭୁବନେଶ୍ବର: ବିଜେଡି ରାଜନୀତିରେ ଏକ ବଡ଼ ପରିବର୍ତନର ଆଭାସ ମିଳୁଛି। ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଶୀର୍ଷ ନେତୃତ୍ବ। ଏ ସଂକ୍ରାନ୍ତ ପ୍ରାରମ୍ଭିକ ନକ୍ସା ପ୍ରସ୍ତୁତି ପରେ ଆସନ୍ତା ୧୬ ତାରିଖ ଦିନ ଦଳର ରାଜ୍ୟ…
Read More...

ନବୀନଙ୍କୁ ପଛରେ ପକାଉଛି କିଏ?

ଭୁବନେଶ୍ବର: ୨୦୦୦ ମସିହା ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ନିକଟରେ ତାଙ୍କ ସରକାରକୁ (ମାର୍ଚ୍ଚ ୫ ତାରିଖରେ) ୨୦ ବର୍ଷ ପୂରିଛି। ବିଜେଡି ଏହି ଦିନକୁ ଧୁମଧାମରେ ପାଳନ କରିଛି। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ…
Read More...

ଯେବେ ଅଭିନେତ୍ରୀ ଧରନ୍ତି, ନେତାଙ୍କ ହାତ…

ଭୁବନେଶ୍ବର: ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଭିନେତାରୁ ହୋଇଥିଲେ ନେତା। ଅଭିନେତା ଥିବା ବେଳେ ହାତ ଧରିଥିଲେ ଅଭିନେତ୍ରୀ ମାମା ମିଶ୍ରଙ୍କର। ସାଂସଦ ଅନୁଭବଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଥିଲା। ଅନୁଭବ ମହାନ୍ତି ପ୍ରଥମେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା…
Read More...

କଂଗ୍ରେସ ହାଇକମାଣ୍ଡରାଜକୁ ବଡ଼ ଧକ୍କା!

ନୂଆଦିଲ୍ଲୀ: ଗୁରୁଗାଁଓ ହୋଟେଲରୁ ୬ ବିଧାୟକ ମୁକୁଳିବାର ୨୪ ଘଣ୍ଟା ବିତିନି, ମଧ୍ୟପ୍ରଦେଶ କଂଗ୍ରେସ ସରକାର ପ୍ରତି ବଡ଼ ବିପଦ ଘୋଟିଆସିଛି। ଦଳର ୧୮ ବର୍ଷର ସହଯୋଗୀ, ଯୁବ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିଛନ୍ତି ଓ କମଳନାଥଙ୍କ ନେତୃତ୍ବରେ ଚାଲିଥିବା ମଧ୍ୟପ୍ରଦେଶ…
Read More...

ଭିଡମୁକ୍ତ ପାଇଁ କଟକର ନବକଳେବର

ଭୁବନେଶ୍ବର: କଟକ ସହରକୁ ଭିଡମୁ୍କ୍ତ କରିବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ହୋଲି ପାଇଁ ସମଗ୍ର ରାଜ୍ୟ ଆନନ୍ଦମୁଖର ଥିବା ବେଳେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ କଟକ ଯାଇ ସହରର ନବକଳେବରର ପ୍ରଥମ ଦଫା ନକ୍ସାରେ ଚୂଡାନ୍ତ…
Read More...

ନବୀନ ବ୍ରାଣ୍ଡିଂ ପାଇଁ ପଛଘୁଞ୍ଚା କାହିଁକି?

ଭୁବନେଶ୍ବର: ଆଜି ୨୦୨୦ ମାର୍ଚ୍ଚ ୪ ତାରିଖ। ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଭିଷେକ ଗ୍ରହଣ କରିବାର ୨୦ବର୍ଷ ଛୁଇଁବ। ଯେହେତୁ ବିଜୁ ବାବୁଙ୍କ ନାମରେ ବିଜେଡି ଗଠନ ହୋଇଛି,…
Read More...

ବିଜେଡି ଏବେ ବିଜେପି ଠାରୁ କେତେ ଦୂରରେ

ଭୁବନେଶ୍ବର: ମେଣ୍ଟରେ ଥିଲେ ବିଜେଡି-ବିଜେପି। ସେଯାଏ ସବୁ ଠିକ୍ ଥିଲା। ହେଲେ ଯେଉଁ ଦିନ ମେଣ୍ଟ ଭାଙ୍ଗିଲା, ତା ପର ନିର୍ବାଚନରେ ଥୋକେ ବିଜେପି ନେତା ଯୋଗଦେଲେ ବିଜେଡିରେ। କୁହାଗଲା, ଏହା ରାଜନୈତିକ ଆବଶ୍ୟକତା ଥିଲା। କାହାକୁ ଦଳ ଟିକେଟ ଦେଲା, ଆଉ କାହାକୁ ଅନ୍ୟ ପଦପଦବିରେ ଥଇଥାନ…
Read More...

ଇଏ କେମିତିକା କୌଶଳ; ଜଣେ ସନ୍ତୁଷ୍ଟ, ଆଉ…

ଭୁବନେଶ୍ବର: ପରାଜିଚ ନେତାମାନଙ୍କୁ ପଦ ପଦବି ମନା। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଦଳକୁ ବଢାଇବେ। ଏମିତିରେ ବି ବାର୍ତା ଯିବ ଲୋକେ ଯାହାକୁ ନେତୃତ୍ବ ଦେଇନାହାନ୍ତି, ସେ ଜନମତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଦେଇଛନ୍ତି। ଏଭଳି ଏକ ବିଚାର ରଖି ବିଜେଡି ମୁଖିଆ ପଞ୍ଚମ…
Read More...