ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ସବୁ ରେକର୍ଡକୁ ଅତିକ୍ରମ କରିଗଲେ

ଭୁବନେଶ୍ବର: ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଆଜି ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଲଗାତାର ଅଷ୍ଟମ ଥର ଲାଗି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କୁ ବିଧିବଦ୍ଧ ଭାବେ…
Read More...

ଗୋଳମାଳିଆ ଧରୁଛି ବିଜେପି ରଣନୀତି

ଓଡ଼ିଶାର ଭୋଟର ବାର୍ତା ଦେଲେ, ବିଜେପି ଶୀର୍ଷ ନେତୃତ୍ବ ଶିଖିଲେନିପ୍ରତି ରାଜ୍ୟରେ ବିଜେପିକୁ ଲୋଡା ହେଲାଣି ମିନି ମୋଦୀ ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନରେ ବିଜେପିର ଶକ୍ତ ପରାଜୟ ପରେ ଭାରତ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିଜେପି ପରାଜୟର କାରଣ ଖୋଜିବା ଲାଗି…
Read More...

ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?

ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପୁରୀ ଗସ୍ତ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ରକ୍ତ ପଡିଲା ପୁରୀ କଂଗ୍ରେସ କାର୍ଯ୍ୟାଳୟରେ। ୨ଟା ଦିନ ବିତିନି, ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ…
Read More...

ନୂଆ ସହର ଗଢିବେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଅଧିକ ସହରାଞ୍ଚଳ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଅର୍ଥମନ୍ତ୍ରୀ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରୁ ଏଭଳି ସଙ୍କେତ ମିଳୁଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ…
Read More...

ଚାପ ବଢାଉଥିବା ଗୋଷ୍ଠୀରେ ପୁଡୁଚେରି ସାମିଲ

ସିଏଏ ରଦ୍ଦ ପାଇଁ ସଂକଳ୍ପ ପାରିତ ହେଲା ବିଧାନସଭାରେବିଜେପିର ସିଏଏ ସପକ୍ଷ ଅଭିଯାନ ପ୍ରଭାବହୀନ ହେଉଛିଓଡ଼ିଶାରେ ବି ଚାପରେ ସରକାର, ଏକାଠି ହେଉଛନ୍ତି ଲୋକେ ନୂଆଦିଲ୍ଲୀ: ଦିଲ୍ଲୀ ଆସନ ହରାଇବାର ଚାପରେ ସନ୍ତୁଳି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କୁ ପୁଣି ଏକ ଜବରଦସ୍ତ ଧକ୍କା…
Read More...

ଗାନ୍ଧୀ ପରିବାରକୁ ଛାଡିବା ବେଳ ଆସିଗଲା?

ଦିଲ୍ଲୀକୁ ଛାଡି ନିଜେ ବାଛିବାକୁ ପଡିବ ନେତାଦିଲ୍ଲୀ ଭଳି ହୋଇପାରେ ପୌର, ପଞ୍ଚାୟତ ଫଳ ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଯାହା ଆଶା କରାଯାଉଥିଲା, ତାହା ଘଟିଲା। ସାଧାରଣ ନିର୍ବାଚନରେ ଯେଉଁ ଭୋଟର ପ୍ରଧାନମନ୍ତ୍ରୀ…
Read More...

ଚିନ୍ତା ବଢାଇଲା ଚତୁର୍ଥ ଆସନ

ବିଧାନସଭା ସଂଖ୍ୟା ଦୃଷ୍ଟିରୁ କାହା ସପକ୍ଷରେ ଯାଉନି ଚତୁର୍ଥ ଆସନପ୍ରଥମ ତିନିଟି ଆସନ ବିଜେଡିକୁ ଯିବା ନିଶ୍ଚିତ, ଅକଳରେ କଂଗ୍ରେସବିଜେଡିକୁ ସମର୍ଥନ କଲେ ମନା, ଅନୁପସ୍ଥିତ ରହିଲେ ସମାଲୋଚନା ଡରବିଜେପି-ବିଜେଡି ମିଶିକି ଲଢିଲେ, ଚତୁର୍ଥ ଆସନ ପଦ୍ମ ନେଇପାରେନବୀନଙ୍କ ପାଇଁ ସମ୍ମାନଜନକ…
Read More...

ଆଗକୁ ମହଙ୍ଗା ହେବ ବିଦ୍ୟୁତ

ସାଂଘାତିକ ଚାପରେ ବିଦ୍ୟୁତ କ୍ଷେତ୍ର, ଚିନ୍ତା ପ୍ରକଟ କଲେଣି କେନ୍ଦ୍ର ସରକାରବିଶ୍ବରେ ଭାରତର ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ସବୁଠୁ ଅଧିକକୃଷି କ୍ଷେତ୍ରରେ ମାଗଣା ଓ ବିନା ମିଟରରେ ବିଦ୍ୟୁତ ଜାଳିବା ବଡ଼ କାରଣ୩ବର୍ଷ ମଧ୍ୟରେ ପ୍ରି-ପେଡ୍ ମିଟର ଲଗାଇବା ପାଇଁ ସବୁ ରାଜ୍ୟ ଉପରେ…
Read More...

୫୭% ଭୋଟ୍ ମୂଲ୍ୟ କଣ ଏୟା?

ଚୁପ୍ ବସିଛନ୍ତି ବିରୋଧୀ, ମାତ୍ରାଧିକ ସକ୍ରିୟ ରାଜ୍ୟ ସରକାରବିଜେପି ହାତରେ କାର୍ଯ୍ୟକ୍ରମ ନାହିଁ,କଂଗ୍ରେସ ସ୍ଥିତି ସାଂଘାତିକ ଭୁବନେଶ୍ବର: ମୁଖ୍ୟ ବିରୋଧୀ ଦଳ ବିଜେପି ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ବ ନେବା ପରେ ଏବେ ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛାର ପର୍ବ ଜାରି ରହିଛି।…
Read More...

କହୁ କହୁ ବଡ କଥାଟେ କହିଦେଲେ ଶିବା ରେଡ୍ଡି

ଭୁବନେଶ୍ବର: ଦେଶରେ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ବିତର୍କ ଜାରି ରହିଥିବା ବେଳେ ଭାରତ ବର୍ଷର ପ୍ରଖ୍ୟାତ କବି ତଥା ସରସ୍ବତୀ ସମ୍ମାନ ବିଜେତା କେ. ଶିବା ରେଡ୍ଡି ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ସାହିତ୍ୟ ପତ୍ରିକା କଥାର ବାର୍ଷିକ ଉତ୍ସବରେ ମୁଖ୍ୟ…
Read More...