ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ
Browsing Tag

odia news

ରାଜ୍ୟରେ ୨୦ ଜୀବନ ନେଲାଣି ବ୍ଲାକ ଫଙ୍ଗସ୍

ଭୁବନେଶ୍ବର: କୋଭିଡ୍ ଯେମିତି ଘାତକ, ବ୍ଲାକ୍ ଫଙ୍ଗସ୍ ସେମିତି ଡରାଇଲାଣି। ରାଜ୍ୟରେ ୨୦ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ବ୍ଲାକ ଫଙ୍ଗସ୍ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଏଯାଏ ୧୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬…
Read More...

ଆଉ ୬ଲକ୍ଷ ଘର ମାଗିଲେ ନବୀନ

ଭୁବନେଶ୍ବର: ସମସ୍ତଙ୍କୁ ଘର କାର୍ଯ୍ୟକ୍ରମକୁ ଶତ ପ୍ରତିଶତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଆଉ ୬ଲକ୍ଷ ଘର ମାଗିଛନ୍ତି। ନିକଟରେ କେନ୍ଦ୍ର ସରକାର ଦେଇଥିବା ୮ଲକ୍ଷ ୧୭ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା…
Read More...

ଏଲଇ୍‌ଡି ଟେଣ୍ଡରରୁ କେଳେଙ୍କାରୀ ଗନ୍ଧ ବାହାରୁଛି!

୧୫୦ କୋଟିର ଏଲ୍‌ଇଡି କିଣାଯିବ, ମାତ୍ର ୫ଟି କଂପାନିକୁ ଅନୁମତି କାହିଁକି?ଦଶନ୍ଧି ତଳର ପୁରୁଣା ବୈଷୟିକ ଜ୍ଞାନ କୌଶଳର ଏଲ୍‌ଇଡି କାହିଁକି ଆସିବ? ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ରାଜ୍ୟରେ ଏଲ୍‌ଇଡି ଲାଇଟ୍ କିଣା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପୂର୍ବରୁ ଏଥିରେ ଦୁର୍ନୀତି…
Read More...

ଓଡ଼ିଶାର ଭାତହାଣ୍ଡି ବରଗଡରୁ ଉଠିଲା ଭିନ୍ନ ମତ

କାହିଁକି ଧାନ ଚାଷୀ ଲାଭ ପାଉନାହାନ୍ତି ବୟାନ କଲେ ସମ୍ବିତ୍ ଆଚାର୍ଯ୍ୟଅରୁଆ ଚାଉଳ ଓ ଉଷୁନା ଚାଉଳ ବିବାଦ ସଂପର୍କରେ ବି କହିଲେସରକାରଙ୍କ ଶୀତଳଭଣ୍ଡାର, ତ୍ରୁଟିଶୂନ୍ୟ ବଜାର ସଂପର୍କରେ ଠାରିଲେକେବଳ ଧାନ ନୁହେଁ, ବିକଳ୍ପ ଜୈବିକ ଚାଷର ଆବଶ୍ୟକତା ରହିଛି ଭୁବନେଶ୍ବର: ଆସନ୍ତୁ,  ସଭିଏଁ…
Read More...

କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର

ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛିଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟିପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ…
Read More...

ଅଣ୍ଟାଭିଡ଼ିଲା ବିଜେପି: ‘ନୂଆ ଓଡ଼ିଶା ଗଢିବୁ, ଓଡ଼ିଆଙ୍କ ହକ୍ ପାଇଁ ଲଢିବୁ’

ଧାନ କିଣା, ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦାବିରେ ପ୍ରତିବାଦ କରିବ ବିଜେପି :ସମୀର ମହାନ୍ତିଜୁଲାଇ ୧ ଓ ୨ରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାଙ୍କ ଧାନମଣ୍ଡି ଆଗରେ ଧାରଣାରାଜରାସ୍ତା ରୋକିବା ସହ ସିଏସଓ ଅଫିସ କାର୍ଯ୍ୟାଳୟ ସ୧ୁଖରେ ପ୍ରତିବାଦ କରିବେଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର…
Read More...

କାହିଁକି ସଂଜୟ ଦାସବର୍ମାଙ୍କ ପାଖରେ ଅଟକିଗଲା

ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡଉପାଧ୍ୟକ୍ଷ ନିଯୁକ୍ତି ପାଇଲେ, ସଦସ୍ୟ ନାହାନ୍ତି ଭୁବନେଶ୍ବର: ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇ ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଏବେ ସବୁ କ୍ଷେତ୍ରରେ ନିତି ଆୟୋଗ କେନ୍ଦ୍ର…
Read More...