ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ
Browsing Tag

odisha breaking news

ତୁରନ୍ତ ଷ୍ଟାଫ୍ ସିଲେକ୍ସନ କମିସନଙ୍କୁ ହଟାଅ, ସମସ୍ତଙ୍କୁ ବିଦା କର

ସରକାରଙ୍କ ଦେହରେ କଳଙ୍କ ବୋଳିଦେଲା ସରକାରଙ୍କ ଚୟନ ଆୟୋଗସମୁଦାୟ ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଭିତରକୁ ଟାଣିହୋଇ ଆସିଲାତୁରନ୍ତ ସରକାର କମିସନ କରୁଥିବା ସବୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ କରନ୍ତୁକମିସନରେ ଥିବା ସମସ୍ତେ ହଟିବା ଦରକାର, ଅଧ୍ୟକ୍ଷ, ସଦସ୍ୟ ମଧ୍ୟକାହା ବଳରେ ବଳୀୟାନ୍…
Read More...

୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଜୋର ଧରିଲା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ବଡ ନିଷ୍ପତ୍ତି ଶୁଣାଇଲେ ନବୀନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା…
Read More...

ମୋଦୀଙ୍କ ବିରୋଧରେ ଖେଳ ଆରମ୍ଭ: ନବୀନଙ୍କ ଉପରେ ନଜର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ବଡ଼ କଥାଟେ କହିଦେଲେ ମମତାନବୀନଙ୍କ ସହିତ ତାଙ୍କର ବନ୍ଧୁତା ରହିଛି, ଆଜି ନାହାନ୍ତି ଅର୍ଥ ନୁହେଁ ସେ ଆସିବେନିପୂରା ଦେଶରେ ଖେଳ ହେବ ବୋଲି ଦମ୍ଭୋକ୍ତି; କହିଲେ ସୋନିଆ ବି ଏୟା ଚାହାନ୍ତିସଂସଦରେ ପଡିଲା ଜୋରଦାର ପ୍ରଭାବ, ୧୬ ରାଜନୈତିକ ଦଳ…
Read More...

‘ଗୋଟିଏ ଦେଶ, ଗୋଟିଏ ରେସନ’ରେ ଓଡ଼ିଶା ସାମିଲ

ସ୍ବାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏଥିରୁ କେହି ବଞ୍ଚିତ କରିପାରିବ ନାହିଁ: ନବୀନରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ ବୋଲି କହିଲେ ସରକାରମାଲକାନଗିରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନଯୁକ୍ତ ଚାଉଳ…
Read More...

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ବର: ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅଗଷ୍ଟ ୨ରୁ ୧୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ଯାଏ ହେବ ପ୍ରବେଶିକା ପରୀକ୍ଷା। ଅକ୍ଟୋବର ୧୨ରେ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ। ଅକ୍ଟୋବର…
Read More...

ଜୁଲାଇ ୩୧ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତା ୩୧ ତାରିଖ ଦିନ ସନ୍ଧ୍ୟାରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ। ପରବର୍ତ୍ତୀ ସମୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭ ୟ ପାଠ୍ୟକ୍ରମ ର ଫଳାଫ ଳ ଜୁଲ।ଇ ୩୧ ତାରିଖ ପରେ ପ୍ରକାଶ ପାଇବ। ଏଥିପାଇଁ ଅନୁମତି ନିମନ୍ତେ…
Read More...

ନବୀନଙ୍କ ଫୋକସ୍‌ରେ ସତ୍ୟବାଦୀ, ଗୋପବନ୍ଧୁ

ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର…
Read More...

ବିଲୁପ୍ତ ହୋଇଯିବ କି ମହାପ୍ରଭୁଙ୍କର ବିରଳ ପରମ୍ପରା!

ମହାପ୍ରଭୁଙ୍କର ବିରଳ ରଘୁନାଥ ବେଶ ଉପରେ କାହାର ନଜର ନାହିଁ୧୯୦୫ ମସିହାରେ ଶେଷ ଥର ପାଇଁ ହୋଇଥିଲା, ୧୧୬ବର୍ଷ ହେଲାଣିମହତାବ, ନନ୍ଦିନୀଙ୍କ ଠାରୁ ଜାନକୀ ଏବଂ ବିଜୁ ପଟ୍ଟନାୟକ ସମସ୍ତେ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମହାପ୍ରଭୁଙ୍କର ଏହି ବେଶ ଆହ୍ବାନ ରଖୁଛିମୋଦୀ ରାମ…
Read More...

ବିଜେପି ହଠାତ୍ ଏମିତି କାହିଁକି କଲା?

ନୂଆଦିଲ୍ଲୀରେ ନବୀନଙ୍କ ଇସ୍ତଫା ଦାବି କଲେ ବସନ୍ତରାଜ୍ୟରେ ନିର୍ବାଚନ କରିବାର ଆବଶ୍ୟକତା ଅଛି କହିଲେସଂସଦରେ ଉଠାଇବେ ରାଜ୍ୟ ସରକାରଙ୍କ ଦୋଷତ୍ରୁଟିଏପଟେ ରାଜ୍ୟରେ ବି ରାସନ୍ ବଣ୍ଟାରେ କେଁ କାଢିଲା ଦଳବଦଳିଗଲା କି ବିଜେପି-ବିଜେଡି ରାଜନୈତିକ ସଂପର୍କଗତକାଲି ବିଜେଡିର ଦିନ ଥିଲା, ଆଜି…
Read More...

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଓଡ଼ିଆ ପୁଅ ବିନୟ

ଭୁବନେଶ୍ବର: ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା(ଆଇଏଫଏସ୍) ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି…
Read More...