ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ
Browsing Tag

odisha breaking news

ସିଂହଦ୍ବାରରେ ତିନି ରଥ, ଆସନ୍ତାକାଲି ସୁନାବେଶ

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା ,ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ଭୁବନେଶ୍ୱର: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଛି। ନିର୍ଧାରିତ ସମୟ ଆଗକୁ ତିନି ରଥ ସିଂହଦ୍ବାର ଚକଡାରେ ପହଞ୍ଚିଥିଲେ। ଆସନ୍ତାକାଲି…
Read More...

ଗଜପତି ମହାରାଜାଙ୍କ ସହିତ ଯୋଡିହେଲା ବିରଳ ରେକର୍ଡ

ପାଖାପାଖି ତିନିଶହ ବର୍ଷ ପରେ କୌଣସି ଗଜପତି ପଚାଶ ବର୍ଷ ଧରି ଛେରା ପହଁରା କଲେ୧୯୭୬ରେ ବିଦେଶରେ ଥିବା ଯୋଗୁଁ ମହାପ୍ରଭୁଙ୍କ ଛେରାପହଁରା କରିପାରିନଥିଲେ ଗଜପତି୬୮ବର୍ଷୀୟ ଗଜପତିଙ୍କ ସିଂହାସନ ଆରୋହଣକୁ ମଧ୍ୟ ୨୦୨୦ରେ ପଚାଶ ବର୍ଷ ଛୁଇଁଥିଲା ଭୁବନେଶ୍ବର: ପୁରୀ ଗଜପତି ମହାରାଜାଙ୍କ ସହିତ…
Read More...

ସୁବର୍ଣ୍ଣରେଖା ପାଣି ଚାଷୀକୁ ମିଳିଲା

ମୟୂରଭଂଜର ୫ଟି ବ୍ଲକରେ ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ: ମୁଖ୍ୟମନ୍ତ୍ରୀସବୁ ଘରକୁ ପାଇପ ପାଣି ଯୋଗାଣରେ ଦେଶରେ ମୟୂରଭଞ୍ଜ ହେବ…
Read More...

୬ହଜାର ଶିଶୁଙ୍କ ମୁଣ୍ଡରେ ଚଡ଼କ

ସରକାରଙ୍କ 'ଆଶୀର୍ବାଦ' ଯୋଜନା କାର୍ଯ୍ୟାନ୍ବୟନ ଉପରେ ନିର୍ଭର କରୁଛି ଭବିଷ୍ୟତବ୍ୟସ୍ତ ପ୍ରଶାସନ ଏଭଳି ନିରାଶ୍ରୟ ଶିଶୁଙ୍କ ପାଇଁ କେତେ ସମୟ ଦେଇପାରିବ?ତଥାପି କେହି ଚେତୁନାହାନ୍ତି, ଖୋଲାଖୋଲି କୋଭିଡ୍ ନିୟମ ଉଲ୍ଲଂଘନ ଚାଲିଛି ଭୁବନେଶ୍ବର: କରୋନା ପ୍ରଥମ ଓ ଦ୍ବିତୀୟ ଲହରରେ…
Read More...

ପୁଣି ସଫଳତା: ସଂଗଠନ ଛାଡୁଛନ୍ତି ଦୁର୍ଦାନ୍ତ ମାଓବାଦୀ

ଭୁବନେଶ୍ବର: ମାଓ ସଂଗଠନକୁ ଶକ୍ତ ଝଟକା ଲାଗିଛି। ଦୁର୍ବଳ ହେଉଛି ଲାଲ ସଂଗଠନ। ଡିଜିପି ଅଭୟଙ୍କ ମାଲକାନଗିରି ଓ କୋରାପୁଟ ଗସ୍ତ ସମୟରେ ୩ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଡିଜିପିଙ୍କ ଉପସ୍ଥିତିରେ ୨ ଜଣ ଆତ୍ମସମର୍ପଣ କରିଥିବା ବେଳେ…
Read More...

ବିଜୟ-ବୈଜୟନ୍ତ ଏକାଠି ବସିଥିଲେ , କଣ ଚର୍ଚ୍ଚା କଲେ?

ଭୁବନେଶ୍ବର: ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପଶ୍ଚିମ ଓଡ଼ିଶାକୁ ଯେଭଳି ଗୁରୁତ୍ବ ମିଳିବା କଥା ମିଳିଲା ନାହିଁ। କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୁନ୍ଦରଗଡ ସବୁ ଲୋକସଭା ଆସନରୁ ଦଳ ଜିତିଥିଲେ ବି ପ୍ରଧାନମନ୍ତ୍ରୀ କାହାକୁ ଜଣକୁ ବି ମନ୍ତ୍ରିମଣ୍ଡଳକୁ ନେଲେ ନାହିଁ। ଏପଟେ…
Read More...

ସୋମବାରରୁ ଗଡିବ ଘରୋଇ ବସ

ଭୁବନେଶ୍ବର: ସୋମବାରରୁ ରାଜ୍ୟରେ ଚାଲିବ ସମସ୍ତ ଘରୋଇ ବସ। ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଥିଲା। ପରେ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ତେଣୁ…
Read More...

ଅଗଷ୍ଟ ୨୨ ଭିତରେ ମାଟ୍ରିକ ଫଳ

ଭୁବନେଶ୍ବର: ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ବଡ଼ ସୂଚନା ଦିଆଯାଇଛି । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଦଶମ ଅଫଲାଇନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ପାଇଁ ୧୫ ହଜାର ୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩ ଶହ ୧୫ ଜଣ ଫର୍ମପୂରଣ କରିଛନ୍ତି ।…
Read More...

ଜୁଲାଇ ୨୬ରୁ ଖୋଲିବ ଦଶମ, ଦ୍ୱାଦଶ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ବଡ଼ ନିଷ୍ପତି ଆସିଲା। ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା…
Read More...

ବିଜେଡିରେ ଉତ୍ସାହ: ବଡ ସଫଳତା ପାଇଁ ବଡ କାର୍ଯ୍ୟକ୍ରମ

ଦଳକୁ ୨୫ବର୍ଷ ଛୁଇଁବ, ନବୀନଙ୍କ ରାଜନୀତିକୁ ବିଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳ ତିଷ୍ଠି ପାରୁନଥିଲାଖୁବ୍ ଶୀଘ୍ର ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ବକୁ ବି ଛୁଇଁବ ୨୫ବର୍ଷତିନିବର୍ଷ ଧରି ପାଳନ କରିବାକୁ ବଡ ଯୋଜନା ଚାଲିଛିସବୁ ରାଜ୍ୟରେ ପହଞ୍ଚିବ ନବୀନଙ୍କ ସଫଳତାର ଗାଥାପ୍ରତି ଘରେ ୨୫ବର୍ଷର ହିସାବ…
Read More...