ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍
Browsing Tag

odisha news

ଶନିବାର ଜାଣନ୍ତୁ, ମାଆ କାଳୀଙ୍କ ସଂପର୍କରେ ଏମିତି କିଛି କଥା

କାଳୀଂ କରାଳବଦନାଂ ମୁଣ୍ଡମାଳାବିଶୋଭିତାମ୍।ଲୋଳଜିହ୍ବାଂ ତ୍ରିନେତ୍ରାଙ୍ଗାଖଡ୍ଗପାତ୍ରଧରାନନାମ୍।।ଗୂହ୍ୟାଦ୍ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍।ଗୂହ୍ୟଚକ୍ରେଶ୍ବରୀଂ ବନ୍ଦେ କାଳିକାଂ କାଳମାତୃକାମ୍ ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି,
Read More...

‘ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆମର ସୁଖ ଦୁଃଖର ସାଥି’

ମିସନ ଶକ୍ତିର ମା' ମାନେ ନବୀନଙ୍କୁ କହିଲେ ନିଜ ମନର କଥା ମିସନ ଶକ୍ତିକୁ ୪୫୩.୫୦ କୋଟିର କୋଭିଡ ପ୍ୟାକେଜ୩୩୮ ବ୍ଲକ ମିସନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ସୁଧ ରିହାତି ପାଇଁ ୨୦୦ କୋଟିମିସନ ଶକ୍ତିର ମା' ମାନେ ହେଉଛନ୍ତି ଓଡିଶାର ବିକାଶ ବାହିନୀ
Read More...

କଣ୍ଟାକୁ କଣ୍ଟାରେ କାଢିବ ବିଜେଡି

ବିଜେପିର ଚାଷୀ ଆନ୍ଦୋଳନର ଜବାବ ଦେବାକୁ ଚାଷୀ ପ୍ରସଙ୍ଗ ଧରିଲାକେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ୨୦ ତାରିଖରେ ଆନ୍ଦୋଳନ କରିବସବୁ ଏଫ୍‌ସିଆଇ ଗୋଦାମ ଆଗରେ ଧାରଣା ଦେବେ ବିଜେଡି ନେତାମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ଦେଲେ ସୂଚନା ଭୁବନେଶ୍ବର: ଚାଷୀ ପ୍ରସଙ୍ଗ
Read More...

ସରକାରଙ୍କ କୋର୍ଟରେ ପଞ୍ଚାୟତ ବଲ୍

ତଥାପି ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଚଳାଇଛନ୍ତି କମିସନ୨୬ ତାରିଖ ସୁଦ୍ଧା ଭୋଟ ବାକ୍ସ ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ଚିଠିସରକାରଙ୍କୁ ଡରାଇଲାଣି କରୋନା, ସଂରକ୍ଷଣ ଅଡୁଆ ବି ତୁଟିନି ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍ ୨୦୨୦ ମାର୍ଚ୍ଚ ମାସରେ ପଞ୍ଚାୟତ କାର୍ଯ୍ୟକାଳ ସରିବ। ଏହା
Read More...

୨୬ଲକ୍ଷ ଶ୍ରମିକଙ୍କୁ ନବୀନ ଦେଲେ ୩୮୫ କୋଟି

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା: ମୁଖ୍ୟମନ୍ତ୍ରୀଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଏ ସହାୟକା ବଞ୍ଚିବାର ରାହା ଦେଇଛି: ନିର୍ମାଣ ଶ୍ରମିକ ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି
Read More...

ଜଗନ୍ନାଥଙ୍କର ହେବ ଅସ୍ତ୍ରୋପଚାର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଏବେ ବି ହସ୍ପିଟାଲରେ ଅଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧାର ଆସିନାହିଁ। ତାର ଏକ ଅସ୍ତ୍ରୋପଚାରର ଆବଶ୍ୟକତା ହେଉଛି। ଜଗନ୍ନାଥର ହାତର ଶିରା କଟିଯାଇଥିବାରୁ ତାର
Read More...

ସୁପ୍ରିମକୋର୍ଟରେ ଆଜି ପରୀ ଶୁଣାଣି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ ପରୀ ଅପହରଣ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ। ସୁପ୍ରିମ କୋର୍ଟର ଚାରି ନମ୍ବର କୋର୍ଟରେ ଆଇଟମ ନମ୍ବର ୧୫ରେ ପରି ଏହି ମାମଲା ତାଲିକାଭୁକ୍ତ ହୋଇଛି। ଜଷ୍ଟିସ ଏ ଏମ୍‌ ଖାଓ୍ବଲିକର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ଙ୍କ କୋର୍ଟରେ ମାମଲାର
Read More...

୬ ଘଣ୍ଟିଆ ଓଡିଶା ବନ୍ଦ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ସାଂଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବାମଦଳ। ଆଜି ବାମଦଳ ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ପକ୍ଷରୁ ପକ୍ଷରୁ ଓଡିଶା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା
Read More...

ମନ୍ତ୍ରୀ ନବ ଦାସଙ୍କୁ ଚାରିଖୁଣ ମାଫ୍!

ଯିଏ ପ୍ରଦର୍ଶନ ନ କରିବେ, ତାଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ନାହିଁ: ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସରକାରଙ୍କ ସ୍କାନରରେ ନାହିଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, କୋଭିଡରେ ପୋକମାଛି ଭଳ ଲୋକ ମଲେ, ନବ ବେଫିକର ଭୁବନେଶ୍ବର: କୋଭିଡ୍ ମୁକାବିଲାରେ କେନ୍ଦ୍ର
Read More...

ଗୁରୁବାର ସକାଳେ ସମସ୍ତେ ନିଶ୍ଚିତ ପାଠ କରନ୍ତୁ ଏହି ମନ୍ତ୍ର

ଶ୍ରୀ ମହାଲକ୍ଷ୍ମ୍ୟଷ୍ଟକମ୍ ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ।ଶଙ୍ଖଚକ୍ରଗଦାହସ୍ତେ ମହାଲକ୍ଷ୍ମୀ ନମୋସ୍ତୁ ତେ।।ନମସ୍ତେ ଗରୁଡାରୁଢେ କୋଳାସୁରଭୟଙ୍କରି।ସର୍ବପାପହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁ ତେ।।ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟଭୟଙ୍କରି।ସର୍ବଦୁଃଖହରେ ଦେବୀ ମହାଲକ୍ଷ୍ମୀ
Read More...