ପ୍ରମୁଖ ଖବର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ମୌସୁମୀ: ଆଇଏମଡିର ପୂର୍ବାନୁମାନ
ଯୁଦ୍ଧ ବିରତି ପରେ ଖୋଲିଲା ୩୨ ବିମାନବନ୍ଦର
ଟେଷ୍ଟରୁ ଅବସର ଘୋଷଣା କଲେ ବିରାଟ
ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ
ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ
Browsing Tag

odisha news

ବିଜେଡିକୁ କାହାର ବେଶୀ ଆବଶ୍ୟକତା; ଯୁବ ନା ବରିଷ୍ଠ

୮୨ ନିର୍ବାଚନମଣ୍ଡଳୀରେ ବିଜେଡି ଭିତରେ ବିବାଦ ବଢୁଛିବରିଷ୍ଠ ନେତା କନିଷ୍ଠଙ୍କୁ ରାସ୍ତା ଛାଡିବାକୁ ନାରାଜ ଅଛନ୍ତିଅସନ୍ତୁଷ୍ଟ ନେତାଙ୍କ ଘରେ ପ୍ରତିଦିନ ମେଳି ବାନ୍ଧୁଛନ୍ତିଯୁବ ନେତାଙ୍କର ବି ଧୈର୍ଯ୍ୟ ଚ୍ୟୁତି, ଏଥର ନିଶ୍ଚୟ ଲଢିବେବିଜେଡିକୁ ଦୁର୍ବଳ କରୁଛନ୍ତି ଖବ୍‌ରି, ଏଘର ମାଉସୀ...ସେଘର
Read More...

କେଉଁଠି ଗୋଟେ ଅଟକିଗଲା ପୁଲିସ୍ ବିଲ୍‌

ପାଞ୍ଚଟି ଆପତ୍ତି ଦର୍ଶାଇ ରାଜ୍ୟପାଳ ଫେରାଇଥିଲେକହିଥିଲେ, ସଂଶୋଧନ ସହ ବିଧାନସଭାକୁ ଆଣସରକାର ଏହା ଉପରେ ଏବେ ବି ନିରବ ଅଛନ୍ତିପୁଲିସରେ ସଂସ୍କାର ପାଇଁ ଚାହୁଁଥିଲେ ସୁପ୍ରିମକୋର୍ଟବିରୋଧୀ ଦଳଙ୍କ ମୁହଁରେ ବି ତୁଣ୍ଡି, କେହି ପଚାରୁନାହାନ୍ତି ଭୁବନେଶ୍ବର: ୧୫୮ବର୍ଷରୁ ଅଧିକ ସମୟ ଧରି
Read More...

ଟାଟା ପାଇଁ ଶକ୍ତି ମନ୍ତ୍ରୀ ହଟ୍ଟହଟ୍ଟା

ବିଧାନସଭା ଗୃହ କମିଟି ବୈଠକରେ ଅସନ୍ତୋଷ ଝାଡିଲେ ଦଳମତ ନିର୍ବିଶେଷରେ ବିଧାୟକକଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଟାଟା କାରବାର ନେଇ ବୈଠକରେ ଗର୍ଜିଲେରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ବି ଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଅତିଷ୍ଠ କରାପକାଇଲେବିଦ୍ୟୁତ ବ୍ୟବସ୍ଥାକୁ ନେଇ ସବୁଠି
Read More...

ଖେ​ଳ ଆରମ୍ଭ ହେବ ନା ଡେରି ଅଛି?

ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧରି ବିଜେପି ବଜାଇବ ନିର୍ବାଚନୀ ବିଗୁଲ୍ନବୀନ ବି ବାହାରୁଛନ୍ତି ଜିଲ୍ଲା ଗସ୍ତରେ, ପଞ୍ଚାୟତ ନିର୍ବାଚନକୁ ଆଖିକଂଗ୍ରେସର କୌଣସି ଯୋଜନା ନାହିଁ କି ପ୍ରସ୍ତୁତି ପାଇଁ ତନାଘନା ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏକାଠି
Read More...

ଅଳ୍ପକେ ବର୍ତ୍ତିଗଲେ ବିଧାୟକ ସଂଜୀବ ମଲ୍ଲିକ

ଭୁବନେଶ୍ବର; ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ଭଦ୍ରକ ଯିବା ବାଟରେ ଛତିଆ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗାଡିଟି ଭାଙ୍ଗିରୁଜି ଯାଇଥିଲେ ହେଁ, ବିଧାୟକ ଶ୍ରୀ ମଲ୍ଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Read More...

ମାଟି ମାଆ ପାଇଁ ମମତା: ୟୁଟ୍ୟୁବ ଟଙ୍କାରେ ଗାଁ ରାସ୍ତା

ଦିନେ ଭୋକରେ ଥିଲେ, ଏବେ ଇସାକ୍ ତିଆରି କରିବେ ନିଜ ଗାଁ ରାସ୍ତା ଭୁବନେଶ୍ବର: ଇସାକ୍ ମୁଣ୍ଡା । ଏହି ନାଁଟିର ଆଉ ପରିଚୟ ଦେବା ଦରକାର ନାହିଁ । କାରଣ ଖୁବ କମ ଦିନ ଭିତରେ ୟୁଟ୍ୟୁବର ଇସାକ ମୁଣ୍ଡା ଘରେ ଘରେ ପରିଚିତ ହୋଇସାରିଛନ୍ତି। ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି
Read More...

ସାଙ୍ଗରେ କ’ଣ ଆଣି ଆସୁଛନ୍ତି ଧର୍ମେନ୍ଦ୍ର, ବୈଷ୍ଣବ?

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ଲାଗି ବିଜେପି ଜୋରଦାର ପ୍ରସ୍ତୁତି କରୁଛି, ଅପେକ୍ଷା କରୁଛି ଓଡ଼ିଶାବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି ଅଶ୍ବିନୀ, କିଛି ପ୍ରତିଦାନ ରହିବ ନା ନାହିଁ?ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାବାସୀ ସେମାନଙ୍କର ବହୁ ଦିନର ପ୍ରକଳ୍ପ କଥା ଜାଣିବାକୁ
Read More...

କାଲି ଆସୁଛନ୍ତି ହକି ଦଳ… କଣ ଖାଇବେ, କେଉଁଠି ରହିବେ?

ଟୋକିଓ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ପରେ ଆସନ୍ତାକାଲି ଓଡିଶା ଆସୁଛନ୍ତି ଭାରତୀୟ ହକି ଟିମ। ଉଭୟ ମହିଳା ଓ ପୁରୁଷ ହକି ଦଳ ଭୁବନେଶ୍ୱରରେ ବିମାନବନ୍ଦରରେ ଦିନ ୧୧ଟାରେ ପହଞ୍ଚିବେ। ବିମାନବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିମାନବନ୍ଦର ରାସ୍ତାରେ ମଧ୍ୟ
Read More...

ମିଳିମିଶି ବିରଞ୍ଚି ପ୍ରସଙ୍ଗକୁ ଗିଳିଦେଲେ!

କେଉଁଠି ଅଟକିଗଲା ଭିଜିଲାନ୍ସ ତଦନ୍ତ ଆଉ କେହି ମୁହଁ ଖୋଲୁନାହାନ୍ତିଗଣମାଧ୍ୟମ ଚୁପ୍ ପଡିଗଲା, ବିରୋଧୀ ରାଜନୈତିକ ଦଳ ନେତା ବିକମିସନଙ୍କ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପ୍ରତି ସରକାରଙ୍କ ଏତେ ଦରଦ କାହିଁକି? ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବହୁ
Read More...

ବୁଣାକାରଙ୍କ ସ୍ବତନ୍ତ୍ର ପ୍ୟାକେଜରେ କଣ ରହିଛି?

ଭୁବନେଶ୍ୱର: ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ
Read More...