ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ନୂତନ ଭବ୍ୟ ମନ୍ଦିର

ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର.ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ ଉତ୍ସବ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ ଯୋଜନା ର
Read More...

ଆଜି ୧୧ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ବର: ମୌସୁମୀ ଆଗୁଆ ଆସିବ। ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ସମସ୍ତଙ୍କୁ ଆଶ୍ବସ୍ତ କରୁଛି। ହେଲେ ଏଥର ପାଣିପାଗ କିଛି ଭଲ ଖବର ନେଇ ସାଙ୍ଗରେ ଆସୁନାହିଁ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଏଭଳି ଗୋଟିଏ ପୂର୍ବାନୁମାନ କଲେଣି। ଡ. ପଶୁପାଳକ କହିଛନ୍ତି ଯେ ଗତବର୍ଷ
Read More...

ଦୋହଲିଗଲା ବ୍ୟବସ୍ଥା; ଦରଦାମ ଆହୁରି ବଢ଼ିବ

୧୯୯୮ ମସିହା ପରେ ସବୁଠାରୁ କଠିନ ପରିସ୍ଥିତି ସାମ୍ନା କରୁଛି ଦେଶ୨୦୨୧ ଏପ୍ରିଲରୁ ମୁଦ୍ରାସ୍ଫୀତି ଦୁଇଅଙ୍କ ଛୁଇଁଛି, ଉପରମୁହାଁ ଧରିଛିଅର୍ଥନୀତିଜ୍ଞ ଡରାଇଲେଣି, ସ୍ଥିତି ଏବେ ସୁଧୁରିବା ଆଶା କ୍ଷୀଣବାମଦଳ ରାସ୍ତାକୁ ଓହ୍ଲାଇବ; ଦେଶବ୍ୟାପୀ ୨୫ରୁ ୩୧ ବିରୋଧ କରିବ ନୂଆଦିଲ୍ଲୀ: ଦେଶରେ
Read More...

ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି ପକ୍ଷରୁ ଆଗ ଧାଡ଼ିର ଯୋଦ୍ଧାଙ୍କ ନାମ ଘୋଷଣା ହୋଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୪୦ଜଣିଆ ଟିମ୍ ତାଲିକା ପ୍ରକାଶ କରିଛି ଦଳ। ନିର୍ବାଚନ ମଇଦାନରେ ପ୍ରତିପକ୍ଷଙ୍କ ସହ ଲଢ଼ିବେ ଆଉ ଜିତିବାର ନଷ୍ପତ୍ତି ନେଇ ଆଗକୁ ବଢ଼ିଛି
Read More...

ମେ ୧୬ରେ ମୋଦୀଙ୍କ ନେପାଳ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ଗସ୍ତରେ ଯିବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ସେ ପଡୋଶୀ ଦେଶ ନେପାଳ ଗସ୍ତ କରିବେ । ଏହି ଗସ୍ତ ବେଳେ ସେ ଲୁମ୍ବିନୀ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର
Read More...

ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର

ଭୁବନେଶ୍ବର:ଏଣିକି ରାସ୍ତାରେ ଗଡିବନି କଳାକାଚ ଲାଗିଥିବା କାର। ଟୁଇନ୍ ସିଟିରେ ଆରମ୍ଭ ହେଲା କାରରୁ କଳାକାଚ ହଟାଅ ଅଭିଯାନ। ଅପରାଧୀମାନେ କଳାକାଚ ଲାଗିଥିବା କାର୍‌ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ସିସିଟିଭି କ୍ୟାମେରା ବି କାର୍‌ ଭିତର ଦୃଶ୍ୟ ଧରିବା ସମ୍ଭବ ହେଉନଥିଲା। ଏହାକୁ ନେଇ
Read More...

ବ୍ୟାଙ୍କରେ ଟଙ୍କା ଜମା ଏବଂ ଉଠାଇବାକୁ ନେଇ ହେଲା ନୂଆ ନିୟମ

ନୂଆଦିଲ୍ଲୀ : ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । କେନ୍ଦ୍ର ସରକାର ଟଙ୍କା ଜମା କରିବା ଏବଂ ଉଠାଇବା ଉପରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିବା କିମ୍ବା ବାହାର କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି
Read More...

ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ପରଲୋକ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଆଉ ନାହାନ୍ତି । ଶନିବାର ରାତିରେ ଟାଉନ୍ସଭିଲେରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସାଇମଣ୍ଡସ୍‌ଙ୍କ ମୃତ୍ୟୁକୁ ନେଇ ଅଷ୍ଟ୍ରେଲିଆ ସମେତ ପୂରା
Read More...

ମାଣିକ ଶାହା ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ରାଜନୀତିରେ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଇସ୍ତଫା ଦେଇଛନ୍ତି। ବିପ୍ଲବ ଦେବଙ୍କ ଇସ୍ତଫା ପରେ ଅନେକ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା , ଯେଉଁଥିରେ ମାଣିକ ଶାହାଙ୍କ ନାଁ ମଧ୍ୟ ସାମିଲ ଥିଲା । ଆଜି ରାଜ୍ୟ ବିଜେପି ବିଧାୟକ
Read More...

ଅବକାରୀ ଅଧୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

ରାୟଗଡା: ରାୟଗଡ଼ାର ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଲା ଭିଜିଲାନ୍ସ । ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର
Read More...