ବାଘୁଆ ମହୁମାଛିଙ୍କ ଆକ୍ରମଣରେ ଛାତ୍ରଙ୍କ ସମେତ ସ୍କୁଲ କର୍ମଚାରୀ ଆହତ
ବାଘୁଆ ମହୁମାଛି ଆକ୍ରମଣରେ ୮ ରୁ ୧୦ ଜଣ ଛାତ୍ରଙ୍କ ସମେତ, ସ୍କୁଲ ରୋଷେୟା, ୨ ଜଣ ଅଭିଭାବକ ଓ ଶିକ୍ଷକ ଆହତ ହୋଇଛନ୍ତି।। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତର ଜୁବିଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।
ସୂଚନାନୁସାରେ, ନିଶ୍ଚିନ୍ତକୋଇଲି ବ୍ଲକ!-->!-->!-->…
Read More...
Read More...