ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଗିରଫ

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ଗିରଫ କଲା ପୁଲିସ । ଖୋର୍ଦ୍ଧାରୁ ଅଭିଯୁକ୍ତ ଜେ.ମହାପାତ୍ରକୁ ଗିରଫ କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିବା ଅଭିଯୁକ୍ତ କହିଥିବା ଏସପି କହିଛନ୍ତି । ଦରକାର ପଡିଲେ…
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ

ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ବର ରାଉଳଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ଜାଗାରେ ରେଡ଼୍ ଚାଲିଛି । ଭଞ୍ଜନଗର ସ୍ଥିତ…
Read More...

କାହାକୁ ନେତା ବାଛିଲେ ଧାମନଗର ଭୋଟର

ଭଦ୍ରକ: କିଏ ହାତେଇବ ଧାମନଗର ଏନଏସି। ଆଜି ଆସିବ ଧାମନଗର ଏନଏସିର ପୌର ଫଳ। ଆଜି ସକାଳ ୮ରୁ ଆରମ୍ଭ ହୋଇଛି ଭୋଟ ଗଣତି ଧାମନଗର ବ୍ଲକ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ଚାଲିଛି। ଶାନ୍ତିଶୃଙ୍ଖଳାର ସହ ଗଣତି ଚାଲିଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କା ଏନଏସିରେ ୧୪୪ ଧାରା…
Read More...

୧୪ ଦିନରେ ୧୦ ଟଙ୍କା ବଢ଼ାଇଦେଲେଣି

ଭୁବନେଶ୍ବର: ଲଗାତର ଭାବେ ବଢିଚାଲିଛି ତେଲ ଦର। ଗତ ମାର୍ଚ୍ଚ ୨୨ରୁ ତୈଳ ଦର ଲଗାତର ଭାବେ ବଢୁଥିବା ବେଳେ କମିବାର ନାଁ ନେଉନି। ୧୪ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୧୦ ଟଙ୍କା ମହଙ୍ଗା ହେଲାଣି। ଆଜି ପୁଣି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବଢିଛି। ଆଗକୁ ଆହୁରି ମଧ୍ୟ ଦର…
Read More...

ବୁଚା ନରସଂହାରକୁ ଭାରତର ନିନ୍ଦା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ହୋଇଥିବା ବୁଚା ନରସଂହାରକୁ ନେଇ ଭାରତର ପ୍ରତିକ୍ରିୟା ଆସିଛି। ଜାତିସଂଘ ଭାରତ ଏହାକୁ କଡ଼ା ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ଦାବିକୁ ମଧ୍ୟ ସମର୍ଥନ କରିଛି। କିଭ୍ ପାଖରେ ଥିବା ବୁଚା ସହରରେ ଋଷ ସେନା ଉପରେ ନରସଂହାର ଅଭିଯୋଗ…
Read More...

ଟଙ୍କା ବାହାରିଲାନି, ଏଟିଏମକୁ ଟେକି ନେଲେ

ଏଟିଏମରୁ ଟଙ୍କା ବାହାରିଲାନି । ଶେଷରେ ଟଙ୍କା ସହ ଏଟିଏମ ଟେକି ନେଲେ ଦୁର୍ବୃତ୍ତ । ରାଜଧାନୀରେ ଘଟିଛି ଏଭଳି ଲୁଟ । ଆଉ ଲୁଟର ସମସ୍ତ ଦୃଶ୍ୟସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ଦୁର୍ବୃତ୍ତ ନେଇଯାଇଛନ୍ତି । ଏହି ଏଟିଏମର ଓଜନ ୩ କ୍ୱିଣ୍ଟାଲ…
Read More...

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ଜେଟିପିଙ୍କୁ ନୋଟିସ୍‌

ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଏଯାଏଁ ଧରାପଡିନାହାନ୍ତି ଦୁର୍ବୃତ୍ତ। ୪ ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେଉଁପରିସ୍ଥିତିରେ ଏଭଳି ଘଟିଲା ଜବାବ ରଖିବାକୁ ନିର୍ଦ୍ଦେଶ କରାଯାଇଛି। ତୁରନ୍ତ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ…
Read More...

ଧାମନଗର ଏନଏସିର ୬ଟି ବୁଥ୍‌ରେ ଆଜି ସାନି ମତଦାନ

ଭଦ୍ରକ ଧାମନଗର ଏନଏସିର ୬ଟି ବୁଥରେ ଆଜି ସାନି ମତଦାନ । ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ଶାନ୍ତିଶୃଙ୍ଖଳାର ସହ ମଦଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ, ୫ ନମ୍ବର ୱାର୍ଡର ୮ ଓ ୯ ନମ୍ବର ବୁଥ୍‌,୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ…
Read More...