ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୟଙ୍କର ଆତଙ୍କୀ ହମ୍‌ଲା

ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆତଙ୍କୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୬ ଜଣ ସହିହ ହୋଇଛନ୍ତି । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ସ୍ତ୍ରୀ ଓ ପୁଅର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ମଣିପୁର ଚୁରାଚନ୍ଦ୍ରପୁର ସିଘାଂଟାେ ରେ ଏହି ଆକ୍ରମଣ
Read More...

ବାୟୁପ୍ରଦୂଷଣ ପାଇଁ ହୋଇପାରେ ଲକଡାଉନ

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରେ ଏବେ ବି ପ୍ରଦୂଷଣ ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି ହୋଇଛି । ପ୍ରଦୂଷଣର ବୃଦ୍ଧି ସ୍ତରକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ
Read More...

ୟୁରୋପରେ କରୋନା କରୁଛି ତାଣ୍ଡବ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ସୂଚନା ଅନୁସାରେ, ୟୁରୋପରେ ଗତ ଏକ ସପ୍ତାହରେ କରୋନା ସଂକ୍ରମଣର ୨୦ ଲକ୍ଷ ମାମଲା ସାମନାକୁ ଆସିଛି । ଗୋଟେ ସପ୍ତାହ ମଧ୍ୟରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ସର୍ବାଧିକ ମାମଲା । ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କ କରୋନାରେ ଜୀବନ ଯାଇଛି । ଏହା
Read More...

ବିବାଦ ମଧ୍ୟରେ ବାଇଡେନ-ଜିନପିଙ୍ଗ ଆଲୋଚନା

ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖ ଅର୍ଥାତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟରେ ବୈଠକ ବସିବ । ହ୍ୱାଇଟ ହାଉସ ଅନୁଯାୟୀ, ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ । ବାଇଡେନ, ଜିନପିଙ୍ଗଙ୍କ ସାମନାରେ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା
Read More...

ଏନସିବି ଅଫିସରେ ବିତିଲା ଆର୍ଯ୍ୟନଙ୍କ ଜନ୍ମଦିନ

ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ନଭେମ୍ବର ୧୨ ଅର୍ଥାତ୍‌ ଶୁକବ୍ରାର ଜନ୍ମଦିନ ଥିଲା । କିନ୍ତୁ ଜନ୍ମଦିନରେ ସେଲିବ୍ରେସନ ବଦଳରେ ଏନସିବି ଅଫିସରେ ବିତିଥିଲା । ଜନ୍ମଦିନରେ ଏନସିବି ଆର୍ଯ୍ୟନ ଖାନଙ୍କୁ ପାଖାପାଖି ୬ ଘଣ୍ଟ। ଧରି ପଚରାଉଚରା କରିଥିଲା । ଦିନ ୪ଟା ୪୫ରେ
Read More...

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ..ବିଗୁଡିଛି ସ୍ଥିତି

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ । ଆଶ୍ୱସ୍ତି ମିଳିବା ପରିବର୍ତ୍ତେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଆଗାମୀ ଦୁଇ ଦିନରେ ପ୍ରଦୂଷଣ ବହୁ ମାତ୍ରାରେ ବଢିଯିବାର ସମ୍ଭାବନା ରହିଛି । ଫଳରେ ଲୋକଙ୍କ ଆଖି ଜଳିବା, ନିଶ୍ୱାସ ନେବାରେ
Read More...

ଏନକାଉଣ୍ଟରରେ ଟଳିଲା ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମର ଏନକାଉଣ୍ଟର। ଶ୍ରୀନଗର ଓ କୁଲଗାମରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ, ବେମିନା ଅଞ୍ଚଳର ହାମଦାନିଆ କଲୋନୀ ଅ ଳରେ ସନ୍ଧ୍ୟାରେ ଗୁଳିବିନିମୟ
Read More...

ପଦାରେ ପଡିଲା ପାକିସ୍ତାନର ଚାଲ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନେଇ ଭାରତରେ ଏନଏସଏ ସ୍ତରର ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୭ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ଆଫଗାନିସ୍ତାନର ବ ର୍ମାନର ସ୍ଥିତି ନେଇ ଆଲୋଚନା କରିଥିଲେ। କିନ୍ତୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ବୈଠକରେ ଯୋଗ
Read More...

ବିଜେଡିରେ ଯୋଗଦେଲେ ସାମ୍ବାଦିକ ଗୌତମବୁଦ୍ଧ ଦାସ

ଭୁବନେଶ୍ଵର, ୧୧/୧୧: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ
Read More...

ଫିଲ୍ମରେ ଲାଗିଛି ପ୍ରତାପଙ୍କ ଟଙ୍କା

କୁବେର ସରକାରୀ ବାବୁ ଚାକିରି କରି କୋଟି କୋଟି ଟଙ୍କା ରଖିବା ସହ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ । କୋଟିପତି ପ୍ରତାପ ସାମଲଙ୍କର ଏବେ ସାମନାକୁ ଆସିଛି ଓଲିଉଡ ଲିଙ୍କ । ଅସତ ଉପାୟରେ ଟଙ୍କା ଅର୍ଜନ କରିବା ସହ ଫିଲ୍ମରେ ଟଙ୍କା ଲଗାଉଥିଲେ ପତାପ । ଭିଜିଲାନ୍ସ ପକ୍ଷରୁ ଆଜି ଏନେଇ
Read More...