ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତାଲିବାନ କବ୍‌ଜାରେ ପଞ୍ଜଶୀର!

କାବୁଲ: ସରକାର ଗଠନର କିଛି ସମୟ ପୂର୍ବରୁ ପଞ୍ଜଶୀର ଘାଟି କବ୍‌ଜା କରିଥିବାନେଇ ଦାବି କରିଛି ତାଲିବାନ। ସଂପୂର୍ଣ୍ଣ ଆଫଗାନିସ୍ତାନ ତାଙ୍କ ନିୟନ୍ତ୍ରଣରେ ଥିବା ଜଣେ ତାଲିବାନ କମାଣ୍ଡର କହିଛନ୍ତି। ହେଲେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଲିବାନର ଏଭଳି ଦାବିକୁ ଖଣ୍ଡନ କରିଛନ୍ତି।…
Read More...

କିଏ ପିନ୍ଧିବେ ମୁଖ୍ୟ ସୂଚନା କମିସନର ମୁକୁଟ?

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି ଖାଲି। ଅବସରପ୍ରାପ୍ତ ଆଇଆରଏସ୍ ଅଫିସର ସୁନୀଲ କୁମାର ମିଶ୍ରଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଯଦିଓ ଦାୟିତ୍ବ ନେବାର ପାଞ୍ଚବର୍ଷ ହୋଇନଥିଲା, କିନ୍ତୁ ବୟସ ୬୫ବର୍ଷରେ ପହଞ୍ଚିଯିବା ପରେ ସେ ନିୟମତଃ ଆଉ ସେଠାରେ ରହିପାରିବେ ନାହିଁ। ଏଣୁ ଅଗଷ୍ଟ…
Read More...

ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରାତିରେ ପହୁଡ ପଡିବା ପରେ କିଏ ଜଗନ୍ତି? ଏଭଳି ଏକ ପ୍ରଶ୍ନ ନିଶ୍ଚିତ ଭାବେ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବ। ରାଜ୍ୟ ସରକାର ଏଥିଲାଗି ପୁଲିସ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅସଲ କଥା ହେଲା, ଏ ଦାୟିତ୍ବ ମହାପ୍ରଭୁ ଆଉ କାହା ହାତରେ ସମର୍ପିଛନ୍ତି। …
Read More...

ନୂଆ ବସ୍ ର ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସି ର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ର ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀ ମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ…
Read More...

ସନ୍ତୁଳିତ ଓ ସୁଷମ ଆହାର ବି ଜରୁରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଖାଦ୍ୟ ଓ ପୋଷଣ…
Read More...

କେଉଁ ଟିକାର ସ୍ଥିତି କେମିତି ଅଛି?

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍‌କୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ଟିକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍‌, ଡିଜାଇନ୍ ଆଣ୍ଡ ଇଂଟର୍‌ପ୍ରିଟେସନ୍‌ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ…
Read More...

ଏକୁଟିଆ ହୋଇଗଲେ ଶେହନାଜ

ବିଗ୍ ବସ ସିଜିନ ୧୩ର ବିଜେତା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶେଷ ବିଦାୟ ଦିଆଯାଇଛି। ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ କେବଳ ତାଙ୍କ ଫ୍ୟାନଙ୍କୁ ନୁହେଁ ପୂରା ବଲିଉଡ ଇଣ୍ଡିଷ୍ଟ୍ରିକୁ ଝଟକା ଦେଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ…
Read More...

ଦୁଇବର୍ଷ ହେଲାଣି ସିନେପ୍ରେମୀଙ୍କ ଆଖିରୁ ଲୁହ ଶୁଖୁନି!

ନୂଆଦିଲ୍ଲୀ: ଗୁରୁବାର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏମିତି ଅସମୟରେ ସିଦ୍ଧାର୍ଥ ଚାଲିଯିବେ ତାହା ହୁଏତ କେହି ବିଶ୍ୱାସ କରିପାରୁନାହାନ୍ତି। ବାଳିକା ବଧୂରୁ ବିଗବସ୍। ବାଳିକା ବଧୂ ତାଙ୍କ ପାଇଁ ଯେତିକି ଲୋକପ୍ରିୟତା ଗୋଟାଇଥିଲା,…
Read More...

ଦକ୍ଷିଣ ଭାରତରେ ସଫଳ, ଓଡ଼ିଶାରେ କିନ୍ତୁ ବିଫଳ

ଦୁଇ ଦଶନ୍ଧି ମଧ୍ୟରେ ଅନେକ ଅଭିନେତା ରାଜନେତା ପାଇଁ ମନ ବଳାଇଛନ୍ତିହାତଗଣତି ଅଳ୍ପ କେତେଜଣଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ଫେଲ୍ସରକାରରେ ଥିବାରୁ ବିଜେଡି ଅଳ୍ପ କେତେଜଣଙ୍କୁ ଥଇଥାନ କରିପାରିଛିନିର୍ବାଚନରେ ଫେଲ୍ ମାରିବା ପରେ ବିଜେପି ମଞ୍ଚରେ ଆଉ ଦିଶୁନାହାନ୍ତିପ୍ରଶାନ୍ତ, ସିଦ୍ଧାନ୍ତ…
Read More...

ଆଜି ଆଫଗାନରେ ତାଲିବାନ ସରକାର

କାବୁଲ: ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଏବେ ଆଫଗାନିସ୍ତାନ ସଂପୂର୍ଣ୍ଣ ତାଲିବାନ କବଜାରେ। ଆଜିଠୁ ଦେଶରେ ନୂଆ ସରକାର ଗଠନ କରିବ ତାଲିବାନ। ଏନେଇ ଆନୁଷ୍ଠାନିକ ଭାବେ ଆଜି ଘୋଷଣା ହେବ। ତାଲିବାନ ଆଫଗାନିସ୍ତାନରେ ଇସଲାମିକ ସରକାରକୁ ପୂର୍ଣ୍ଣ ସ୍ବରୂପ ଦେଇପାରେ। ସୂଚନା ଅନୁସାରେ…
Read More...