ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ବୋଲ ମାନୁନି ଖୋର୍ଧା! ସଂକ୍ରମଣ ଅଧିକ, ମୃତ୍ୟୁ ବି ଅଧିକ!!

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ ଶୀର୍ଷରେ ରହୁଛି। କଟକଣା କୋହଳ ପରେ ସ୍ଥିତି ଅଧିକ ବିଗୁଡିଛି। ଉପକୂଳ ଜିଲ୍ଲାରେ ମଧ୍ୟ ଲକ୍ଡାଉନ, ସଟଡାଉନର ବିଶେଷ ପ୍ରଭାବ ପଡୁନାହିଁ ।
Read More...

ନିରଞ୍ଜନଙ୍କ ଟିମ୍‌ରୁ ନରସିଂହ ଆଉଟ୍!

ସଭାପତି ଚୟନ ବେଳେ ବଡ଼ ଭୂୂମିକା ନେଇଥିଲେଏବେ ପୋଷ୍ଟରରେ ରହୁନି ନରସିଂହ ମିଶ୍ରଙ୍କ ଫଟୋଭୁବନେଶ୍ବରରେ ଥିଲେ ବି କାର୍ଯ୍ୟକ୍ରମରେ ରହୁନାହାନ୍ତିପେଗାସସ୍ ପ୍ରସଙ୍ଗରେ କଂଗ୍ରେସ ନେତା ଚୁପ୍ କାହିଁକି?ଆଉ ସ୍ବର ନାହିଁ ନା ଭିତ୍ତିରି ସଂପର୍କ !ବୁଝାପଡୁନାହିଁ ଭୁବନେଶ୍ବର: ଦୁଇଭାଗ
Read More...

ତୁଣ୍ଡରେ ଧରନ୍ତୁ ଶ୍ରୀକୃଷ୍ଣ ନାମ

ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେହେ ନାଥ ନାରାୟଣ ବାସୁଦେବ।।ହରେ ମୁରାରେ ମଧୁକୈଟଭାରେଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ।।ଯଜ୍ଞେଶ ନାରାୟଣ କୃଷ୍ଣବିଷ୍ଣୁନିରାଶ୍ରୟଂ ମାମ୍ ଜଗଦୀଶ ରକ୍ଷ।। ପୁରୀ ଶ୍ରୀଜଗନ୍ନାଥଙ୍କ ଆଦ୍ୟଶାସନ ବୀର ରାମଚନ୍ଦ୍ରପୁର ଗାଁର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବ
Read More...

କୋଭିଡ କଟକଣାରେ ଦିଲ୍ଲୀ ହାଉଜ ଖାସରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜ ଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ପର୍ବ ଅତ୍ୟନ୍ତ ଭକ୍ତିପୂତ ଓ ମନୋଜ୍ଞ ପରିବେଶ ମଧ୍ୟରେ ପାଳନ କରାଯାଇଛି। ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍
Read More...

ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଓଡ଼ିଆ ପୁଅ ବିନୟ

ଭୁବନେଶ୍ବର: ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା(ଆଇଏଫଏସ୍) ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି
Read More...

ପୁଲିସ କିଛି ପାଉନି ନା ଅନ୍ଧାରରେ ବାଡି ବୁଲାଉଛି?

ସୌମ୍ୟରଂଜନ ମାମଲାରେ ଦିନକୁ ଦିନ ଆସୁଛି ସାଂଘାତିକ ତଥ୍ୟଗଣମାଧ୍ୟମରେ ସମସ୍ତେ ବୟାନବାଜିରେ ବ୍ୟସ୍ତ, ଅସଲ କଥା କଣ?କାହାର କାହା ସହିତ କଥା ମେଳ ଖାଉନି, ଶେଷରେ କ୍ରାଇମବ୍ରାଞ୍ଚ ପଶିଲା ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରତିଦିନ ନୂଆ
Read More...

ସିଂହଦ୍ବାରରେ ତିନି ରଥ, ଆସନ୍ତାକାଲି ସୁନାବେଶ

ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା ,ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ଭୁବନେଶ୍ୱର: କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଛି। ନିର୍ଧାରିତ ସମୟ ଆଗକୁ ତିନି ରଥ ସିଂହଦ୍ବାର ଚକଡାରେ ପହଞ୍ଚିଥିଲେ। ଆସନ୍ତାକାଲି
Read More...

ମୌସୁମୀ ଅଧିବେଶନକୁ ବିଗାଡ଼ିବ ପେଗାସସ୍ ରିପୋର୍ଟସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରିକେନ୍ଦ୍ର ସରକାରଙ୍କ ଅଡୁଆ ବଢ଼ିବା ଆଶଙ୍କାକେନ୍ଦ୍ରମନ୍ତ୍ରୀ, ରାହୁଲ, ପ୍ରଶାନ୍ତ କିଶୋରଙ୍କ ଫୋନ ହ୍ୟାକ୩୮ ସାମ୍ବାଦିକଙ୍କୁ ବି କରାଯାଇଛି ଟାର୍ଗେଟ ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପେଗାସସ୍
Read More...

ଗଜପତି ମହାରାଜାଙ୍କ ସହିତ ଯୋଡିହେଲା ବିରଳ ରେକର୍ଡ

ପାଖାପାଖି ତିନିଶହ ବର୍ଷ ପରେ କୌଣସି ଗଜପତି ପଚାଶ ବର୍ଷ ଧରି ଛେରା ପହଁରା କଲେ୧୯୭୬ରେ ବିଦେଶରେ ଥିବା ଯୋଗୁଁ ମହାପ୍ରଭୁଙ୍କ ଛେରାପହଁରା କରିପାରିନଥିଲେ ଗଜପତି୬୮ବର୍ଷୀୟ ଗଜପତିଙ୍କ ସିଂହାସନ ଆରୋହଣକୁ ମଧ୍ୟ ୨୦୨୦ରେ ପଚାଶ ବର୍ଷ ଛୁଇଁଥିଲା ଭୁବନେଶ୍ବର: ପୁରୀ ଗଜପତି ମହାରାଜାଙ୍କ ସହିତ
Read More...

ମହାଲକ୍ଷ୍ମୀଙ୍କୁ ଦେଖିବାକୁ ମହାପ୍ରଭୁ ବ୍ୟସ୍ତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ସମୟକୁ ଏଡାଇ ଯାଇ ମହାପ୍ରଭୁ ଆଜି ନିଜ ଢଙ୍ଗରେ ବାହୁଡା ଯାତ୍ରାରେ ଅବତୀର୍ଣ୍ଣ ହୋଇଛନ୍ତି। ନିର୍ଦିଷ୍ଟ ସମୟର ଯଥେଷ୍ଟ ପୂର୍ବରୁ ଚତୁର୍ଧାମୂର୍ତ୍ତି ତିନି ରଥରେ ବିରାଜମାନ କରିଛନ୍ତି। ମଦନମୋହନ ମଧ୍ୟ ରଥ ଉପରକୁ ବିଜେ କରିସାରିଲେଣି।
Read More...