ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ନିଜ ସଂପର୍କରେ ସ୍ପଷ୍ଟୀକରଣ ଦେଇନାହାନ୍ତି ଅଶ୍ବିନୀ

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏଓ୍ବେର ମାଧ୍ୟମରେ ଦେଶରେ ସରକାର ଗୁଇନ୍ଦା କାର୍ଯ୍ୟ ଚଳାଇଥିବା ନେଇ ଆସିଥିବା ଅଭିଯୋଗ ଏବେ ସମଗ୍ର ଭାରତରେ କମ୍ପନ ସୃଷ୍ଟି ହେଲାଣି। ଇସ୍ରାଏଲର ଏହି ସଫ୍ଟଓ୍ବେର ଜରିଆରେ ବିରୋଧୀ ନେତାଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ
Read More...

ଗଣେଶ୍ବର ସମ୍ଭାଳିବେ ଗଣମାଧ୍ୟମ

ଘୋଷଣା ହେଲା ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ନୂତନ କମିଟିସତ୍ୟ ପ୍ରକାଶ ନାୟକ ଆବାହକ ନିଯୁକ୍ତ, ତାରା, ସୁରଙ୍କ ସମେତ ୨୦ ନେତା ସାମିଲଗଣମାଧ୍ୟମ ସଂଯୋଜକ ଭାବେ ଦୀପକ କୁମାର ମହାପାତ୍ର ଦାୟିତ୍ବ ତୁଲାଇବେ ଭୁବନେଶ୍ୱର: ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ବିଭାଗର କମିଟି
Read More...

ଅନଲାଇନ ଶିକ୍ଷା ପାଇଁ ୬୧୪୩ କୋଟି

ଅନଲାଇନ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ୫ ବର୍ଷ ପାଇଁ ୨୧୮ କୋଟି• କୋଭିଡ୍ ସମୟରେ ଅନଲାଇନ ଶିକ୍ଷା ପାଇଁ ଖର୍ଚ୍ଚ ହୋଇଛି ୧୪.୭୫ କୋଟି•ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି•ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗୁଣାତ୍ମକ ଉଚ୍ଚ
Read More...

ସୁବର୍ଣ୍ଣରେଖା ପାଣି ଚାଷୀକୁ ମିଳିଲା

ମୟୂରଭଂଜର ୫ଟି ବ୍ଲକରେ ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ: ମୁଖ୍ୟମନ୍ତ୍ରୀସବୁ ଘରକୁ ପାଇପ ପାଣି ଯୋଗାଣରେ ଦେଶରେ ମୟୂରଭଞ୍ଜ ହେବ
Read More...

ସାଇକେଲର ଶେଷ ଯାତ୍ରା!

ଭୁବନେଶ୍ବର: କୁଆଡେ ଗଲା ମୋ ସାଇକେଲ ? ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକେଲ ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ଶିଶୁ ଭବନ ଛକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଗର୍ଜିଛି ଯେ ମୋ ସାଇକେଲ ନାଁରେ ଏକ
Read More...

ଆଲୋଚନା ପୂର୍ବରୁ ହଟ୍ଟଗୋଳ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନ। କିନ୍ତୁ ପ୍ରଥମ ଦିନର ପ୍ରଥମରୁ ଗୃହରେ ଆଲୋନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାକୁ ଗୃହକୁ ଦନ ୨ଟା ଯାଏ ମୁଲତବୀ କରାଯାଇଛି। ନିୟମ ଅନୁସାରେ ପ୍ରଥମେ ଲୋକସଭାରେ ନବ ନିର୍ବାଚିତ ସଦସ୍ୟ ମାନେ ଶପଥ
Read More...

କାହାକୁ ଦେଖାଇବା ପାଇଁ ଅଶ୍ବିନୀ ଏମିତି କଲେ

ଭୁବନେଶ୍ବର: ରାଜନୀତିରେ କ୍ଷମତାର ଶୀର୍ଷରେ ରହି ସର୍ବେସର୍ବା ସାଜୁଥିବା ଲୋକଟି ହାତରୁ ଯେତେବେଳେ ଦୁଧିଆଳୀ ବିଭାଗ ଚାଲିଯାଏ ତାଙ୍କର ପ୍ରଭାବ କମିଯାଏ କି? ଓଜନିଆ ବିଭାଗ ଚାଲିଗଲେ ସଂପୃକ୍ତ ନେତାଙ୍କ ପ୍ରଭାବ ରାଜନୀତିରେ ଗୌଣ ହୋଇଯାଏ କି? ଏମିତି କିଛି ପ୍ରଶ୍ନ ଏବେ ଓଡ଼ିଶା ରାଜନୀତିରେ
Read More...

୬ହଜାର ଶିଶୁଙ୍କ ମୁଣ୍ଡରେ ଚଡ଼କ

ସରକାରଙ୍କ 'ଆଶୀର୍ବାଦ' ଯୋଜନା କାର୍ଯ୍ୟାନ୍ବୟନ ଉପରେ ନିର୍ଭର କରୁଛି ଭବିଷ୍ୟତବ୍ୟସ୍ତ ପ୍ରଶାସନ ଏଭଳି ନିରାଶ୍ରୟ ଶିଶୁଙ୍କ ପାଇଁ କେତେ ସମୟ ଦେଇପାରିବ?ତଥାପି କେହି ଚେତୁନାହାନ୍ତି, ଖୋଲାଖୋଲି କୋଭିଡ୍ ନିୟମ ଉଲ୍ଲଂଘନ ଚାଲିଛି ଭୁବନେଶ୍ବର: କରୋନା ପ୍ରଥମ ଓ ଦ୍ବିତୀୟ ଲହରରେ
Read More...

ଦ୍ବିତୀୟ ଲହର ଭିତରେ ତୃତୀୟ ଲହର ଛୁଇଁବ କି?

ସଂକ୍ରମିତଙ୍କ ସଂଖ୍ୟା କମିଲା, ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛିଟ୍ବିନ୍ ସିଟିରେ ବିଶେଷଜ୍ଞ ଆକଳନ ଫେଲ୍ ମାରୁଛି, ତଥାପି ବେକାବୁ ସଂକ୍ରମଣତୃତୀୟ ଲହର ପାଇଁ ପ୍ରସ୍ତୁତି ଚୂଡାନ୍ତ, ଆଜି ମୋହର ଲଗାଇବେ ଏସିଏସ (ସ୍ବାସ୍ଥ୍ୟ) ଭୁବନେଶ୍ବର: ଅନେକ ଦିନର ବ୍ୟବଧାନ ପରେ ୨ ହଜାର
Read More...

କଟକଣା ଭିତରେ ବସ ଚାଲିଲା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ବସ ମାଲିକ ସଂଘର ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ୩ ମାସ ପରେ ଜିଲ୍ଲା ସ୍ତରକୁ ବସ ଗଡିଛି। କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏପ୍ରିଲ ୧୦ ରାଜ୍ୟ ବାହାରକୁ
Read More...