ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା

ଭୁବନେଶ୍ବର: ଏବେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବନି ଟିକା> ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍ଓଙ୍କୁ ଚିଠି ଲେଖାଯାଇଛି । ରାଜ୍ୟ ସରକାର କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ । ଏହା ପରେ…
Read More...

କରୋନା ଭିତରେ ମାଡ଼ିଆସିଲା ଡେଙ୍ଗୁ

ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ଭୟ ଯାଇନି। ଖୋର୍ଦ୍ଧା ରେଡଜୋନରେ ଥିବା ବେଳେ ଭୁବନେଶ୍ୱରରେ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରି ସ୍ଥିତିରେ ରାଜଧାନୀବାସୀଙ୍କୁ ଘାରିଲାଣି ଡେଙ୍ଗୁ ଭୟ । ଭୁବନେଶ୍ୱର ବସ୍ତି ଅଂଚଳରେ ଅନେକ ଲୋକ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର…
Read More...

ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

୪୫ ବର୍ଷ ବୟସ୍କ ଧାମି ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ ଡେରାଡୁନ୍: ପୁଣି ଉତ୍ତରାଖଣ୍ଡ ରାଜନୀତିରେ ହଲଚଲ। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂହ ରାଓ୍ବତ। ଆଜି ବିଧାୟକ ଦଳ ବୈଠକରେ ବିଧାୟକ ପୁଷ୍କର ସିଂହ ଧାମିଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି।…
Read More...

ଏବେ ଠୁ ଅଲଗା ରାସ୍ତା ଆମର..

ଅମୀର-କିରଣଙ୍କ ଘର ଭାଙ୍ଗିଲା ମୁମ୍ବାଇ: ୧୫ ବର୍ଷର ସଂପର୍କରେ ପଡିବ ପୂର୍ଣ୍ଣଚ୍ଛେଦ। ଅଲଗା ହେବେ ଆଗଧାଡିର ବଲିଉଡ଼ ଅଭିନେତା ଅମୀର ଖାନ ଓ କିରଣ ରାଓ। ଦୁହେଁ ଏନେଇ ଘୋଷଣା କରିଛନ୍ତି। ୧୫ ବର୍ଷରେ ସାଥୀ ହୋଇ ପୁରା ଜୀବନର ହସ ଓ ଖୁସିକୁ ଅନୁଭବ କରିଛୁ। ଦୁହିଁଙ୍କର ସଂପର୍କ ବିଶ୍ୱାସ,…
Read More...

ତାଲାବନ୍ଦ ପାଇଁ କମିଥିଲା, ଏବେ ପୁଣି ବଢିଲା

ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା, ୧୨ ଜିଲ୍ଲାରେ ଅଧିକ ଭୁବନେଶ୍ବର: ରାଜ୍ୟରେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ। ଗତବର୍ଷ କରୋନା ଜନିତ ଲକଡାଉନ କାରଣରୁ ଦୁର୍ଘଟଣା ସାମାନ୍ୟ କମିଥିବା ଦେଖାଦେଇଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ଦୁର୍ଘଟଣା ବଢିଥିବା ଜଣାପଡ଼ିଛି। ଚଳିତବର୍ଷ…
Read More...

କାଲି ନିଷ୍ପତି, ଆଜି ବଦଳୁଛି!

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା ପୁରୀ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଦିନକ ପୂର୍ବରୁ ନିଆଯାଇଥିବା ନିଷ୍ପତିରେ ଆଜି କିଛି ପରିବର୍ତନ କରାଯାଇଛି। ପୁରୀ ବଡଦାଣ୍ଡରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘରର ଛାତ ଉପରେ କେହି ରହି ରଥଯାତ୍ରା…
Read More...

ଝିଅ ଓ ସ୍ତ୍ରୀକୁ ହାଣି କାହିଁକି ଆତ୍ମହତ୍ୟା କଲା ସ୍ବାମୀ

ଜଗତସିଂହପୁର: ଜଗତସିଂହପୁରରେ ଚାଞ୍ଚଲ୍ୟ। ନିଜ ଝିଅ ଓ ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଜଗତସିଂହପୁର ଜିଲ୍ଲା ଜୋତ ଚାନ୍ଦପାଟଣା…
Read More...

ପାଗଳ କଲାଣି କ୍ଷମତା ନିଶା!

ରାଜନୀତିକୁ ଆଖେଇଥିବା ଆଶାୟୀ ନେତା, ଅଧିକାରୀ ଏବେ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଲେଣିକିଏ ବିଧାୟକ, ସାଂସଦ ହେବା ରାସ୍ତା ଖୋଲୁନି ବୋଲି ଅସୁଖୀ, ଆଉ କିଏ ମନ୍ତ୍ରୀ ହୋଇନପାରିବାରୁ ଅସନ୍ତୁଷ୍ଟମୁଖ୍ୟମନ୍ତ୍ରୀଙ୍କ ୫ଟି ଆହ୍ବାନକୁ ବାଟବଣା କରିଦିଆଯାଉଛି, ତୃଣମୂଳସ୍ତରରେ ସବୁ ଯୋଜନାର…
Read More...

ଓଡିଶାରେ କାହିିଁକି କମୁନି ସଂକ୍ରମଣ?

୧୦ ଜିଲ୍ଲା ଆଣୁଛି ବିପଦ : କେବେ ଖସୁଛି କେବେ ବଢୁଛିଚିନ୍ତା ବଢାଉଛି ଉପକୂଳବର୍ତ୍ତୀ ଜିଲ୍ଲା, ପ୍ରତିଦିନ ନୂଆ ନୂଆ କଣ୍ଟ ଦେଉଛନ୍ତି ବିଶେଷଜ୍ଞ ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ ପରେ ଅନଲକ ଆରମ୍ଭ ହୋଇଛି। ଆଶିଂକ ଲକଡାଉନ ବଳବତ୍ତର ରହିଛି। ହେଲେ ପିଜଟିଭ ସଂଖ୍ୟା କିନ୍ତୁ କମୁନି।…
Read More...