ନାଗାର୍ଜୁନ ବେଶରେ କାଳିଆ, ବଳିଆ; କିନ୍ତୁ ସୁଭଦ୍ରା?
ଭୁବନେଶ୍ବର: ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅଦିନ ପଡ଼ିଥାଏ, ସେବର୍ଷ କାର୍ତ୍ତିକ ଏକାଦଶୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ଯେଉଁ ତିଥି ମଳ ପଡ଼େ, ସେହି ତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ। ଏହି ଆଧାରରେ ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର!-->…
Read More...
Read More...