Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍
ପୋଷ୍ଟ-ଗ୍ରାଜୁଏଟ୍ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା
Author
Reporters News Agency 9618 posts 0 comments
ଅଗଷ୍ଟ ୧୫ ପୂର୍ବରୁ ସମ୍ପୂର୍ଣ୍ଣ ନବକଳେବର!
ବିଜେଡି ସଂଗଠନ ନୂଆ ରୂପ ନେବ, ବଛାଯିବେ ଯୁବ, ମହିଳା ଓ ଛାତ୍ର ମୁଖିଆମନ୍ତ୍ରିମଣ୍ଡଳରେ ନୂଆ ମୁହଁ ସାମିଲ ହୋଇପାରନ୍ତି, କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେପ୍ରଶାସନିକସ୍ତରରେ ବଡ଼ ପରିବର୍ତ୍ତନ, ଯୁବ ଅଧିକାରୀଙ୍କୁ ମିଳିପାରେ ବଡ଼ କ୍ଷମତାପୁଲିସ ପ୍ରଶାସନରେ ବି ବ୍ୟାପକ ପରିବର୍ତ୍ତନ!-->…
Read More...
Read More...
ବୋଲବମ୍ ଉପରେ କଟକଣା ଲାଗିଲା
ଭୁବନେଶ୍ବର: ଶିବ ଭକ୍ତ ନିରାଶ। ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କରୋନା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଆରସି ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଥିଲେ।!-->…
Read More...
Read More...
କରୋନାର ବିପଜ୍ଜନକ ଦିଗ ସାମ୍ନାକୁ ଆସିଲା
ଆଦୌ ରୋଗ ନଥାଇ କରୋନା ମୃତ୍ୟୁ ବଢ଼ୁଛି ଅଧାରୁ ଅଧିକ ବୟସ୍କ ଲୋକଙ୍କର ମୃତ୍ୟୁ ହୋଇଛିଏକ ତୃତୀୟାଂଶ ମୁଖ୍ୟ ରୋଜଗାର ବୟସରେ ପ୍ରାଣ ହରାଇଲେଓଡ଼ିଶାରେ ପୁଣି ୪୯୫ ସଂକ୍ରମିତ, ୫ଜଣଙ୍କର ମୃତ୍ୟୁଗଞ୍ଜାମର ଦୁଇ ଯୁବକଙ୍କର କୌଣସି ରୋଗ ନଥିଲା
ଭୁବନେଶ୍ବର: ଯାହା ଆଶଙ୍କା କରାଯାଇଥିଲା, ତାହା!-->!-->!-->…
Read More...
Read More...
କଂଗ୍ରେସକୁ କେତେଦୂର ସାହାଯ୍ୟ କରିପାରିବେ ପ୍ରିୟଙ୍କା?
୨୦୨୨ ନିର୍ବାଚନ ଜାତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ସମ୍ଭାବନା ରଖେଆଞ୍ଚଳିକଦଳମାନଙ୍କର ଭାଗ୍ୟ ନିର୍ଣ୍ଣୟ ବି ଉତ୍ତରପ୍ରଦେଶ ରାଜନୀତିରୁ ହେବ
ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ କଂଗ୍ରେସ ବଢ଼ିବ ନ ଛିଡ଼ିବ? କଂଗ୍ରେସ ପାଇଁ କିଏ ତ୍ରାଣକର୍ତ୍ତା ଭାବେ ଉଭା ହେବେ ? ଯୁବନେତାମାନେ କଂଗ୍ରେସରୁ!-->!-->!-->…
Read More...
Read More...
ଉତ୍ତରପ୍ରଦେଶ ଜଣାଇବ, କଂଗ୍ରେସ ଆଗକୁ ବଢ଼ିବ କି ଛିଡ଼ିବ
୨୦୨୨ ନିର୍ବାଚନକୁ ଲକ୍ଷ୍ୟ ରଖି ଉତ୍ତରପ୍ରଦେଶକୁ ଓହ୍ଲାଉଛନ୍ତି ପ୍ରିୟଙ୍କାଦଳ ଏକାକୀ ଯିବାକୁ ଯୋଜନା କରି ରଣନୀତି ପ୍ରସ୍ତୁତ କରିଛିଉତ୍ତରପ୍ରଦେଶରେ ସଫଳତା ମିଳିଲେ, ଆଗକୁ ବଢ଼ିପାରେ କଂଗ୍ରେସଗତ ୨୦ବର୍ଷ ଭିତରେ କଂଗ୍ରେସର ସବୁଠାରୁ ବଡ଼ ନିଷ୍ପତ୍ତି କୁହାଯାଇପାରେ
ନୂଆଦିଲ୍ଲୀ:!-->!-->!-->…
Read More...
Read More...
ସେନାଙ୍କୁ ସାହସ ଦେଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଲଦାଖରେ ନିୟୋଜିତ ତଥା ଭାରତର ସୀମା ରକ୍ଷା କରୁଥିବା ଭାରତୀୟ ସେନାର ସୈନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଜୁନ୍ ୧୫ରେ ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ମୁହାଁମୁହିଁରେ ସହିଦଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
Read More...
Read More...
୩ ଦିନରେ ହଜାରେଙ୍କୁ ଧରିଲା କରୋନା
ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ୫୬୧ଙ୍କ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଲାଗଞ୍ଜାମ ଜିଲ୍ଲାରେ କରୋନା ଆୟତ୍ତ ହେବାର ନା ଧରୁନି, ଦିନକରେ ୨୮୩ ଜୁଲାଇ ଆରମ୍ଭରୁ ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଭୂତାଣୁ
ଭୁବନେଶ୍ବର: ଜୁଲାଇ ମାସ!-->!-->!-->…
Read More...
Read More...
ସମରେ ହେବ କୋଭିଡ୍ ଟିକା ପରୀକ୍ଷଣ
ଭୁବନେଶ୍ୱର : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ!-->…
Read More...
Read More...
ଖୁବ୍ ଶୀଘ୍ର ପ୍ଲାଜ୍ମା ଥେରାପି ଚିକିତ୍ସା
ଦିଲ୍ଲୀ ପରେ ଓଡ଼ିଶାରେ ହେବ, ଏସସିବିରେ ହେବ ଲ୍ୟାଣ୍ଡ ବ୍ୟାଙ୍କଅଗଷ୍ଟ ପରେ ଲୋକେ ଉପକୃତ ହେବେ, ବୈଷୟିକ କମିଟି ଗଠନ
ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜ୍ମା ଥେରାପି। ଆଡି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା କରୋନାରୁ ସୁସ୍ଥ!-->!-->!-->…
Read More...
Read More...