ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

କେବଳ ରାହୁଲ ଆଉ ରାହୁଲ

ସଭାପତି ହେବା ପାଇଁ ପୁଣି ଦାବି ଉଠିଲାନିର୍ବାଚନ ପରାଜୟ ପରେ ଇସ୍ତଫା ଦେଇଥିଲେ ନୂଆଦିଲ୍ଲୀ: ଗାନ୍ଧୀ ପରିବାର ମୋହ ଛାଡ଼ିପାରୁନି କଂଗ୍ରେସ। ମୁଖିଆ ପଦରେ ବସିବା ଲାଗି ଦଳୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ବାସର ଅଭାବ ଏକ କାରଣ ନା ଗାନ୍ଧୀ ଭୋଟ୍ ବ୍ୟାଙ୍କ ଏବେ ବି ରହିଥିବା ଦଳ ଅନୁମାନ
Read More...

ମାନ ରଖିଲେ ମହାପ୍ରଭୁ

ସବୁଥିରେ ରେକର୍ଡ, ବ୍ୟାପକ ଶୃଙ୍ଖଳା ଭିତରେ ରଥଯାତ୍ରା ଭକ୍ତଙ୍କୁ ନ ଦେଖି ମହାପ୍ରଭୁ ନଟଖଟ କଲେନି, ସକାଳୁ ସକାଳୁ ରଥପାଖରେଗଜପତି କଲେ ଛେରାପହଁରା, ଶଙ୍କରାଚାର୍ଯ୍ୟ କଲେ ଦର୍ଶନଶରଧାବାଲିରେ ତିନିରଥ, ସେବାୟତ ଟାଣିଟାଣି ନେଲେ ବଡ଼ଦାଣ୍ଡରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭି ସାମ୍ନାରେ
Read More...

ନିଜ ପାଇଁ ନିଜେ ଲଢ଼ିଲେ ମହାପ୍ରଭୁ

ବଡ଼ଦାଣ୍ଡକୁ ଓହ୍ଲାଇବେ, ଭକ୍ତଙ୍କୁ ଦେବେ ଦର୍ଶନରଥଯାତ୍ରା ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟକେନ୍ଦ୍ର ସରକାର କହିଲେ ରଥ ନ ହେଲେ ୧୨ବର୍ଷ ବନ୍ଦଦିନକ ପାଇଁ କର୍ଫ୍ୟୁ ପଛେ ହେଉ,କିନ୍ତୁ ରଥଯାତ୍ରା କରାଯାଉନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ସତ୍ୟପାଠ ଦେଲେଗଜପତି ମହାରାଜାଙ୍କ ପ୍ରସ୍ତାବ
Read More...

ଚାଷୀକୁ ଲାଭ ଦେବ ନା ରାଜ୍ୟକୁ ଦୁର୍ବଳ କରିବ?

କୃଷି କ୍ଷେତ୍ରରେ କେନ୍ଦ୍ରର ତିନିଟି ବଡ଼ ନିଷ୍ପତ୍ତି ନେଇ ବଢ଼ିଲାଣି ବିତର୍କ ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ତିନିଟି ନିୟମାବଳୀ ମାଧ୍ୟମରେ ପ୍ରମୁଖ କୃଷି ବଜାରରେ ସଂସ୍କାର ଉଦ୍ୟମ କରିଛନ୍ତି। ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦, କୃଷି ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ
Read More...

ଏଣିକି ସତର୍କ ନ ରହିଲେ…

ଭୁବନେଶ୍ବର: ୨୦୨୦-୨୧ କେନ୍ଦ୍ରୀୟ ନେତୃତ୍ବାଧୀନ ବିଜେପି ପାଇଁ ଏକ ଆହ୍ବାନ ରଖୁଛି। ଏଇଥିପାଇଁ ଯେ ଆସନ୍ତା ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୧ ମେ' ମାସ ସୁଦ୍ଧା ଦେଶର ଗୁରୁତ୍ବପୂର୍ଣ୍ଣ କିଛି ରାଜ୍ୟରେ ନିର୍ବାଚନ ହେବ। ୨୦୨୦ରେ ନଭେମ୍ବରରେ ବିହାରର ନୀତିଶ ସରକାରଙ୍କ କାର୍ଯ୍ୟକାଳ ସରୁଛି।
Read More...

ଶତ୍ରୁପାଇଁ କେତେ ଭୟଙ୍କର ହୋଇପାରେ ଭାରତ

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ୍, ଅନ୍ୟପଟେ ନେପାଳ, ପାକିସ୍ତାନ ଭଳି ଦେଶ ଭାରତକୁ ଘେରି ଚାପ ସୃଷ୍ଟି କରୁଛନ୍ତି। ଏମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଭାରତ ସକ୍ଷମ ବୋଲି ୨୪ ଘଣ୍ଟା ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଭରସା ଦେଇଛନ୍ତି। ଏପଟେ ବାୟୁସେନା ସୀମାରେ ସଜାଗ
Read More...

ଏମିତି ଏକ ପରମ୍ପରା, ଯାହା ଚମକାଇ ଦିଏ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ସେହି ଦୋକାନଗୁଡିକରେ ସେମାନଙ୍କର ମାଲିକମାନଙ୍କୁ ଦେଖିଥିବେ, ଯେଉଁମାନେ ଆପଣଙ୍କୁ ସାମଗ୍ରୀ ଦିଅନ୍ତି ଓ ଏ ବାବଦ ପ୍ରାପ୍ୟ ସେମାନେ ଗଣି ନିଅନ୍ତି। କିନ୍ତୁ ଆପଣ ଭାରତର ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠାରେ କୌଣସି
Read More...

ମଲାଲାଙ୍କ ଟ୍ବିଟ୍ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ସମାପ୍ତ କରିଛନ୍ତି। ଅକ୍ସଫୋର୍ଡର ଲେଡି ମାର୍ଗେଟ ହଲରେ ଦର୍ଶନ, ରାଜନୀତି ଏବଂ ଅର୍ଥନୀତି ବିଷୟ ନେଇ ମଲାଲା ଡିଗ୍ରି ସମାପ୍ତ କରିବା ପରେ ନିଜ ଖୁସି ବାଣ୍ଟିଥିଲେ। ସେ ଦୁଇଟି ଛବି
Read More...

ବାୟୁସେନା ସଜାଗ ହେଲା କାହିଁକି?

ନୂଆଦିଲ୍ଲୀ: ଭାରତ-ଚୀନ୍‌ର ଉତ୍ତେଜନା ପରିସ୍ଥିତି ଜାରି ରହିଛି। କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସେନା ସତର୍କ ରହିଛି। ବୁଧବାର ବିଳମ୍ବିତ ରାତିରେ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦରିଆ ଲେହ ଏୟାରବେସ୍ ପରିଦର୍ଶନ କରିଥିଲେ। ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ ଏବଂ ସେନା
Read More...

ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବନି

ଭୁବନେଶ୍ବର: ଜନସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଧାର୍ମିକ କାର୍ଯ୍ୟରେ ଜନଗହଳିକୁ ରୋକିବା କଷ୍ଟ। ଏଣୁ ରଥ ଯାତ୍ରାକୁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ଫଳରେ
Read More...