ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ବେଦପ୍ରକାଶ ଅଗ୍ରଵାଲଙ୍କ ପରଲୋକ

୮୨ ବର୍ଷ ବୟସରେ ଆରପାରିକୁ ଗଲେ ବେଦୁ ଭାଇପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଥିଲେଅନିଶ୍ଚିତତା ଭିତରକୁ ଚାଲିଗଲା ଏହି ଆସନର ନିର୍ବାଚନ ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ
Read More...

ପୁନଃ ମତଦାନ ଦାବି କଲା ବିଜେପି

ଭୁବନେଶ୍ୱର: ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାସକ ଦଳର ଗୁଣ୍ଡାମାନେ ଅନେକ ବୁଥରେ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି । ଅନେକ ସ୍ଥାନରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା ସହ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବର୍ତମାନ କ୍ୟାପଚରିଙ୍ଗ ଓ ରିଙ୍ଗି
Read More...

ବିଜେପିରେ ସାମିଲ ହେଲେ ବିଜେଡି ନେତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧାରୀ ଗମାଙ୍ଗଙ୍କ ଉପସ୍ଥିତିରେ ବିଜେଡି ନେତା ଜ୍ୟୋର୍ତିମୟ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ
Read More...

ରାଜ୍ୟ ସରକାରଙ୍କ ଉପରେ କମ୍ପିଲେ ରାଜନାଥ

ନୟାଗଡ, କଟକ ଓ ମୟୂରଭଂଜରେ ପ୍ରଚାର କଲେନୟାଗଡରେ ଚିନିକଳ ଓ କରଞ୍ଜିଆକୁ ରେଳ ସେବା ପ୍ରତିଶ୍ରୁତି ଭୁବନେଶ୍ୱର:କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ମାରାଥନ୍‍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ଶ୍ରୀ ସିଂହ ନୟାଗଡ, କିଶନନଗର, ମୟୂରଭଂଜ ଜିଲ୍ଲା
Read More...

ପୁଣି କେନ୍ଦ୍ରକୁ ସମାଲୋଚନା

୧ଟଙ୍କିଆ ଚାଉଳକୁ ବିରୋଧ କରିଥିଲେଆହାର ଯୋଜନାକୁ ଦେଇନଥିଲେ ସମର୍ଥନପିଇବା ପାଣିରେ କେନ୍ଦ୍ରର ଭାଗ ମାତ୍ର ହଜାରେ କୋଟି ରାୟଗଡା:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଓ ଗଜପତି ଜିଲ୍ଲାରେ ନିର୍ବାଚନ ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ପୁଣି ଥରେ କଡା ଭାଷାରେ ସମାଲୋଚନା କରିଛନ୍ତି
Read More...

ବେକାରିଙ୍କୁ ୩ହଜାର ଟଙ୍କା ଭତ୍ତା

ଇସ୍ତାହାର ଜାରି କଲା କଂଗ୍ରେସ ୨୬୦୦ ଟଙ୍କାରେ ଧାନ ବିକ୍ରି ସୁଯୋଗ ବାର୍ଧକ୍ୟ ଭତ୍ତା ବୃଦ୍ଧି, ଚାଷୀଙ୍କୁ ଋଣ ଛାଡ ଲୋଭ ଭୁବନେଶ୍ୱର:୨୦୧୯ନିର୍ବାଚନରେ ଲୋକଙ୍କ ମନ ଜିଣିବା ଲାଗି ରାଜ୍ୟ କଂଗ୍ରେସ ଯେଉଁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି, ସେଥିରେ ୧୯ଟି ପ୍ରତିଶ୍ରୁତି ଦେଇଛି ।
Read More...

ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ, ବେକାରିଙ୍କୁ ଚାକିରି

ସଂକଳ୍ପ ପତ୍ର ଜାରି କଲା ବିଜେପି ସରକାରକୁ ଆସିଲେ ଗରିବି ହଟିବଚିଟଫଣ୍ଡ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନସବୁ ଜିଲ୍ଲାରେ ମେଡିକାଲ କଲେଜନବୀନଙ୍କୁ ସମାଲୋଚନା କଲେ ଶାହ ଭୁବନେଶ୍ୱର:୨୦୧୯ ନିର୍ବାଚନକୁ ନିଜ ପକ୍ଷକୁ ନେବା ଲାଗି ଆଜି ଭାରତୀୟ ଜନତା ପାର୍ଟି ଇସ୍ତାହାର ପ୍ରକାଶ କରିଛି ।
Read More...

କଂଗ୍ରେସ ରାସ୍ତାରେ ବିଜେଡି: ମୋଦୀ

କଂଗ୍ରେସକୁ ହଟାଇବାକୁ ମୋଦୀଙ୍କୁ ଆହ୍ୱାନଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିଥିଲେସୁନ୍ଦରଗଡ ଓ ସୋନପୁରରେ ଭୋଟ ମାଗିଲେ ସୋନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ନିର୍ବାଚନ ପ୍ରଚାରରେ ଓଡ଼ିଶାକୁ ଆସି ଉଭୟ ବିଜେଡି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି,ଯାହା
Read More...

ବିଜେପିକୁ ଜବାବ ମାଗ : ନବୀନ

ଭୋଟରଙ୍କୁ ପ୍ରବର୍ତାଇଥିଲେ ନବୀନ ଶେଷ ନିଶ୍ୱାସ ଯାଏ ଓଡ଼ିଶା ପାଇଁ କାମ କରିବି ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଲେ ମୁଖ୍ୟମନ୍ତ୍ରୀ ଜଳସେଚନ, ରେଳଲାଇନ୍‍, ଏମଏସପି ଓ ପାଣି ପ୍ରସଙ୍ଗ ଉଠାଇଲେ ସରକାରଙ୍କୁ ଆସିବା ମାତ୍ରେ ୨୫ଲକ୍ଷଙ୍କୁ ମିଳିବ୧୦ ହଜାର ଟଙ୍କା
Read More...

ଦଳରେ ମିଶୁ ମିଶୁ ବିଜେପି ଟିକେଟ୍‍

ପ୍ରକାଶ କଟକରୁ, ଖାରବେଳ କନ୍ଧମାଳରୁ ଲୋକସଭା ପ୍ରାର୍ଥୀଅକଳରେ ବିଜେଡି ନେତା, ସାଂସଦଙ୍କୁ ନେଇ ଦ୍ୱନ୍ଦ୍ୱରେବେଗୁନିଆ ଭୋଟର ପ୍ରଶାନ୍ତଙ୍କର ନା ରନିଙ୍କରପିତାମ୍ୱରଙ୍କୁ ନେଇ କେଁ ଉଠିଲା, ଦାମଙ୍କ ସପକ୍ଷରେ ନେତୃତ୍ୱ ଭୁବନେଶ୍ୱର: ଗତକାଲି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ଡିଜିପି ପ୍ରକାଶ
Read More...