ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଦଳରେ ମିଶୁ ମିଶୁ ବିଜେପି ଟିକେଟ୍‍

ପ୍ରକାଶ କଟକରୁ, ଖାରବେଳ କନ୍ଧମାଳରୁ ଲୋକସଭା ପ୍ରାର୍ଥୀଅକଳରେ ବିଜେଡି ନେତା, ସାଂସଦଙ୍କୁ ନେଇ ଦ୍ୱନ୍ଦ୍ୱରେବେଗୁନିଆ ଭୋଟର ପ୍ରଶାନ୍ତଙ୍କର ନା ରନିଙ୍କରପିତାମ୍ୱରଙ୍କୁ ନେଇ କେଁ ଉଠିଲା, ଦାମଙ୍କ ସପକ୍ଷରେ ନେତୃତ୍ୱ ଭୁବନେଶ୍ୱର: ଗତକାଲି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ଡିଜିପି ପ୍ରକାଶ
Read More...

ନବୀନଙ୍କ ବିରୋଧରେ ପିତାମ୍ୱର ହିଞ୍ଜିଳି ପ୍ରାର୍ଥୀ

ଗେରୁଆ ପିନ୍ଧିବା ପରେ ଖାରବେଳ କହିଲେ କନ୍ଧମାଳବିଜେପି ରଣନୀତି ନେଇ ରାଜନୈତିକ ମହଲ ତାଜୁବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ । ବିଧିବଦ୍ଧ ଘୋଷଣା ହୋଇନଥିଲେ
Read More...

ଜାତୀୟ ଦଳ କୋଳରେ ଲୁଚିଲେ ଟାଣୁଆ ନେତା

ଦାମ, ଖାରବେଳ, ପଞ୍ଚାନନ, ବ୍ରଜ ଗୋଟିଏ ରାସ୍ତାରେନବୀନଙ୍କୁ କମ୍ପୁଥିଲେ, ଆପେ ବଞ୍ଚିବା ପାଇଁ ରାହା ଖୋଜିଲେନୀତି ଆଦର୍ଶ ଚୁଲିକୁ ଗଲା, ନୂଆ ନୀଡରେ ବି କୋଣଠେସା ହେବେ ଭୁବନେଶ୍ୱର:ୟେସା କରିଦେବୁ, ତେସା କରିଦେବୁ । ଆମର ଏମିତି ସଂଗଠନ ଅଛି । ସରକାରକୁ ଉପାଡି ଫିଙ୍ଗିଦେବୁ । କିଏ
Read More...

ରାତି ଅଧରେ କଂଗ୍ରେସ ତାଲିକା

୬ ଲୋକସଭା ଓ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ନରସିଂହ, ତାରା, ଭୁଜବଳଙ୍କୁ ମିଳିଲା ଟିକେଟ୍‍ ଜଣେ ମାତ୍ର ମହିଳା ମୁହଁ ଚିତ୍ରକୋଣ୍ଡାରୁ କୋରାପୁଟ ଲୋକସଭା ଆସନ ନିଷ୍ପତ୍ତି ଅଟକିଲା ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ପାଖାପାଖି ୯ ଘଣ୍ଟା ପରେ
Read More...

୮ ସାଂସଦ ପ୍ରାର୍ଥୀ ବଦଳିଲେ, ନବୀନ ଦୁଇ ଆସନରୁ ପ୍ରାର୍ଥୀ

ଏସଜି ପ୍ରତିନିଧି ଭାବେ ପ୍ରମିଳାଙ୍କୁ ମିଳିଲା ଟିକେଟ୍‍ ସିଦ୍ଧାନ୍ତକୁ ଟିକେଟ ମିଳିଲାନି, ଅଚ୍ୟୁତ ପ୍ରାର୍ଥୀ ହେବେ ମାଲକାନଗିରି, ଝରିଗାଁ, ଲାଞ୍ଜିଗଡ, ପଟ୍ଟାଙ୍ଗୀ ପ୍ରାର୍ଥୀ ଘୋଷଣା ନୋହିଲା ତିନି ମହିଳା ପ୍ରାର୍ଥୀ ଆସିଲେ ସାମ୍ନାକୁ, ସୁନୀତାଙ୍କୁ ଥଇଥାନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ
Read More...

ଅଳ୍ପ ସମୟ ପରେ ପ୍ରାର୍ଥୀ ତାଲିକା: ନବୀନ

ଭୁବନେଶ୍ୱର: ଅଳ୍ପ ସମୟ ପରେ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ । ସୁନ୍ଦରଗଡ ଓ ବଲାଙ୍ଗୀରର କିଛି ନେତାଙ୍କୁ ବିଜେଡିକୁ ସ୍ୱାଗତ କରିବା ବେଳେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଜେ ଏହି ସୂଚନା ଦେଇଛନ୍ତି । କଳହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର
Read More...

ଗମାଙ୍ଗ ଦଳ ଛାଡିଲେ, ପ୍ରଶାନ୍ତ ଦ୍ୱନ୍ଦ୍ୱରେ

ବିଜେଡିରେ ଘଡିକେ ଘୋଡା ଛୁଟୁଛିରଘୁନନ୍ଦନ ଦାସ ବିଜେଡିକୁ ଫେରିବେତ୍ରିନାଥ ଖୁବ୍‍ ଶୀଘ୍ର ବିଜେପି ଯାଇପାରନ୍ତି ଭୁବନେଶ୍ୱର: ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା
Read More...

ବିଜେପୁରରୁ ପ୍ରାର୍ଥୀ ହେବେ ନବୀନ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି । ଆଜି ନିଜେ ନବୀନ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ହଳଧର ନାଗଙ୍କର ବିଜେଡି ମିଶ୍ରଣ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକମାନଙ୍କୁ ନବୀନ କହିଥିଲେ ଯେ ପଶ୍ଚିମ ଓଡି଼ଶାର ମହିଳା, ଯୁବକ,
Read More...

କଣ ଆଲୋଚନା କଲେ ନବୀନ-ଦିଲ୍ଲୀପ

ଭୁବନେଶ୍ୱର: ଦୀର୍ଘ ୧୭ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ରାଜନୈତିକ ବାର୍ତାଳାପ ହୋଇଛି । ଦିଲ୍ଲୀପ ବିଜେଡିକୁ ଫେରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ୧୦ ମିନିଟ୍‍ର ଏହି ଆଲୋଚନା କିନ୍ତୁ ରାଜ୍ୟ ରାଜନୀତିକୁ ଚର୍ଚ୍ଚା ପାଇଁ
Read More...

ମହରଗରୁ ଯାଇ କାନ୍ତାରରେ ପଡିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବିଜେପି ରାଜନୀତିରେ ହଠାତ୍‍ କୋଣଠେସା କରି ଦିଆଗଲା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ । ଗୋଟିଏ ଗୋଷ୍ଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇଦେଲେ ଯେ ବିଜୟ ତାଙ୍କ ରାସ୍ତାରେ କଣ୍ଟା ହୋଇପାରନ୍ତି । ଏକଦା ଅତ୍ୟନ୍ତ ଘନିଷ୍ଠ ଥିବା ବିଜୟ ମହାପାତ୍ର ଓ
Read More...