Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା
Browsing Category
ଆଇନ
ପେନ୍ସନ୍ ଯୋଜନାକୁ ନେଇ ସୁପ୍ରିମ୍କୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ; ୨୦୧୪ ମସିହାର କର୍ମଚାରୀଙ୍କ ପେନସନ୍ (ସଂଶୋଧନ) ଯୋଜନା ସଂପର୍କରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ପେନ୍ସନ୍ ସ୍କିମ୍କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଛନ୍ତି ସୁପ୍ରିମ୍କୋର୍ଟ ।
ପ୍ରଧାନ ବିଚାରପତି!-->!-->!-->…
Read More...
Read More...
ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଝଟକା
ନୂଆଦିଲ୍ଲୀ; ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଆଉ ଏକ ଝଟକା । ସୁପ୍ରିମକୋର୍ଟରେ କେସ୍ ଲଢିବାକୁ ମନା କରିଦେଇଛନ୍ତି ତାଙ୍କ ଓକିଲ । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠକୁ ସେ କହିଛନ୍ତି, ମାଲ୍ୟା ଏବେ ସମ୍ଭବତଃ ବ୍ରିଟେନରେ ଅଛନ୍ତି । ହେଲେ ତାଙ୍କ ପାଖରେ କେବଳ ତାଙ୍କର ଇମେଲ୍!-->…
Read More...
Read More...
ସଲମାନ ଖାନଙ୍କୁ ମିଳିଲା ‘Y+’ ସୁରକ୍ଷା
ମୁମ୍ବାଇ; ବଢିଲା ବଲିଉଡର ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା । ସଲମାନଙ୍କ ଖାନ୍ଙ୍କ ଜୀବନ ପ୍ରତି ରହିଛି ବିପଦ । ତାଙ୍କୁ ବାରମ୍ବାର ଗ୍ୟାଙ୍ଗଷ୍ଟର ତରଫରୁ ଧମକ ମିଳୁଛି । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ତାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛି!-->…
Read More...
Read More...
ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି
ଆଠଗଡ; ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ଘଟଣା ପରେ ଓଡିଶା ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ଆଜି ଏହି ଝୁଲା ପୋଲର ସୁରକ୍ଷା ଯାଞ୍ଚ କରିବ ଟେକନିକାଲ ଟିମ । ଏହା ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା!-->…
Read More...
Read More...
ଦଫା ୩୫୪କୁ ନେଇ ଏମିତି ରାୟ ଦେଲେ କୋର୍ଟ
ମୁମ୍ବାଇ; ଯୌନ ଉତ୍ପୀଡନକୁ ନେଇ ମୁମ୍ବାଇ କୋର୍ଟ ଏକ ରାୟ ଦେଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୨୫ବର୍ଷିୟ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ଏକ ନାବାଳିକାକୁ 'ଆଇଟମ୍' କହିବା ସହିତ ନାବାଳିକାର କେଶ!-->…
Read More...
Read More...
ଡ୍ରୋନ୍ ଜଗିବ ବେଆଇନ ଚିଙ୍ଗୁଡ଼ି ଘେରି
ଭୁବନେଶ୍ବର; ଏଣିକି ଡ୍ରୋନ୍ କାମେରା ନଜରରେ ରହିବ ଚିଲିକା ଏବଂ ଭିତରକନିକାର ବେଆଇନ ଚିଙ୍ଗୁଡ଼ି ଘେରି । ଚିଲିକା ପରିବ୍ୟାପ୍ତ ଥିବା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଭିତରକନିକାରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆଜି ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ!-->…
Read More...
Read More...
ଗୁଗୁଲ ଉପରେ ଲାଗିଲା ଦ୍ୱିତୀୟ ଜରିମାନା
ନୂଆଦିଲ୍ଲୀ; ଗୁଗୁଲ ଉପରେ ପୁଣି ଲାଗିଲା ଦ୍ୱିତୀୟ ଜରିମାନା । ଭାରତ ଲଗେଇଲା ମୋଟା ଅଙ୍କର ଜରିମାନା । କେବଳ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଭାରତ ଗୁଗୁଲ ଉପରେ ୯୩୬ କୋଟି ଟଙ୍କାର ଦ୍ୱିତୀୟ ଜରିମାନା ଲଗାଇଛି। ଚଳିତ ମାସରେ ସିସିଆଇ ଆଉ ଏକ ଆଣ୍ଟିଟ୍ରଷ୍ଟ ଅନୁସନ୍ଧାନ ଶେଷ କରିବା ପରେ!-->…
Read More...
Read More...
ନେପାଳୀ ସନ୍ନ୍ୟାସିନୀ ଛଦ୍ମବେଶୀ ଚୀନା ମହିଳା ଗିରଫ
ନୂଆଦିଲ୍ଲୀ: ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚୀନା ମହିଳାଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରିଛି।
ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ!-->!-->!-->…
Read More...
Read More...
ବାଣ ଫୁଟାଇବା ଉପରେ କଟକଣା କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ; ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି । ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ମୂୁତାବକ ଯଦି ଦିଲ୍ଲୀରେ କେହି ବାଣ ଫୁଟାନ୍ତି ତେବେ ତାଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ରାଶି ଦେବାକୁ ପଡିବ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ!-->…
Read More...
Read More...
କାହିଁକି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍
ଭୁବନେଶ୍ବର: ପୁଣି ଆରମ୍ଭ ହେଲା ଜୋରଦାର ଚେକିଂ। ଅମାନିଆଙ୍କୁ ସାବାଡ କରିବା ପାଇଁ ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଡ୍ରାଇଭରେ ଯାନବାହାନ ଗୁଡ଼ିକର କଡାକଡି ହେବ ଯାଞ୍ଚ। ତେବେ ସକାଳ ୯ଟା ଠାରୁ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା!-->…
Read More...
Read More...