Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category
ଆଇନ
ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର
ପୁରୀ: ମୃତ୍ୟୁବେଳେ କେତେବେଳେ, କେମିତି ଯେ ଆସିବ ତାହା କାହାକୁ ଜଣାନାହିଁ। ଶୁକ୍ରବାର ମକର ସ୍ରଂକାନ୍ତି ଥିଲା। ସଂକୀର୍ତ୍ତନ ମଣ୍ଡଳୀ ଝାଞ୍ଜ,ମୃଦଙ୍ଗ ଧରି ଗାଁ ପରିକ୍ରମା କରୁଥିଲେ। କିନ୍ତୁ ହଠାତ ଘଟିଥିଲା ଅଘଟଣ। ଦ୍ରୁତ ଗତିରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଉପରକୁ ଏକ କାର ମାଡି ଆସିଥିଲା। ଆଉ!-->…
Read More...
Read More...
ଲାଠିମାଡ଼ ପରେ ଢିଙ୍କିଆ ଗାଁ ପୁରୁଷ ଶୂନ୍ୟ
ପୁଲିସର ଲାଠିମାଡ଼ ପରେ ପୁରୁଷ ଶୂନ୍ୟ ଢିଙ୍କିଆ ଗାଁ । ଗାଁର ତାଟି କବାଟ ପଡିଥିବା ବେଳେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କିରିଛି ପୁଲିସ। ସେପଟେ ଗ୍ରାମବାସୀଙ୍କ ଉପରେ ପୁଲିସ ଆକ୍ରମଣକୁ ନେଇ ଜିଲ୍ଲା!-->…
Read More...
Read More...
ପିଏମ ସୁରକ୍ଷାରେ ତ୍ରୁଟି: ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ କମିଟି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ପଞ୍ଜାବରେ ହୋଇଥିବା ସୁରକ୍ଷା ତ୍ରୁଟି ଘଟଣାର ଯାଞ୍ଚ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା କମିଟି କରିବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି!-->…
Read More...
Read More...
ହାଇକୋର୍ଟ ଗଲେ ତପସ୍ୱିନୀଙ୍କ ଶ୍ୱଶୁର
ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୁମିତଙ୍କ ବାପା । ନିଜ ଓ ନିଜ ପରିବାର ଲୋକଙ୍କ ସୁରକ୍ଷା ଲୋଡିଛନ୍ତି ପ୍ରମୋଦ ସାହୁ । ଏହା ସହ ଗତ ୨୦ ତାରିଖରେ ତାଙ୍କ ବ୍ରହ୍ମାନଗର ସ୍ଥିତ ଘରେ ଶତାଧିକ ମହିଳା ତାଙ୍କ!-->…
Read More...
Read More...
ନିୟମ ନମାନିଲେ ଆକ୍ସନ
ଟ୍ୱିନସିଟିକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଆଜି ରାତିରୁ କଡାକଡି ହେବ କଟକଣା । ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଟ୍ୱିନସିଟିରେ କଟକଣା ଅଧିକ କଡ଼ାକଡ଼ି କରାଯିବ । ରାତି ସାରା ପଇଁତରା ମାରିବ ପୁଲିସ ।!-->!-->!-->…
Read More...
Read More...
ସୁପ୍ରିମକୋର୍ଟରେ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଗୋଟେପଟେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ପଞ୍ଜାବର ଚନ୍ନି ସରକାର ।
!-->!-->…
Read More...
Read More...
ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪ରେ ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ପରିଚାଳନା କମିଟି ଅଧିନରେ ଥିବା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତି, ଜମିବାଡ଼ିର ମାଲିକାନା ସ୍ୱତ୍ତ୍ବ ପରିବର୍ତ୍ତନ!-->…
Read More...
Read More...
ଭୁବନେଶ୍ବର: ଶେଷରେ ସରିଲା ୪୪ ଦିନର ଧାରଣା। ଏବେ ଘର ବାହାରେ ଆଉ ବସିବେନି ତପସ୍ୱିନୀ। ଡାକ୍ତର ସୁମିତ୍ଙ୍କ ସହ ତାଙ୍କ ଘରେ ରହିବେ ପାଖାପାଖି ଦେଢ ମାସ ହେବ ଘରେ ଘରେ ଚର୍ଚ୍ଚା ହେଉଥିବା ସୁମିତ-ତପସ୍ୱିନୀଙ୍କ ବିବାଦ ମାମଲାର ରାୟ ଶୁଣାଇଛନ୍ତି ଜିଲ୍ଲା କୋର୍ଟ। ସୁମିତଙ୍କ ସହ ତାଙ୍କ ଘରେ!-->…
Read More...
Read More...
ଏଡିଜି ପାହ୍ୟାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେ
୧୯୯୭ ବ୍ୟାଚର ଅନ୍ୟ ୩ ଆଇଜି ଏଡିଜି ହେଲେ
ଭୁବନେଶ୍ବର: ୧୯୯୭ ବ୍ୟାଚ୍ର ଆଇପିଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେଙ୍କୁ ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ତେବେ ଶ୍ରୀ କୁଟ୍ଟେ ପୂର୍ବଭଳି ସେହି ପଦବିରେ କାର୍ଯ୍ୟ କରିବେ। ଏହି!-->!-->!-->…
Read More...
Read More...
ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କୁ ସମନ୍
ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କୁ ସମନ । ପାନାମା ପେପର୍ସ ଲିକ୍ ମାମଲାରେ ଏଶ୍ୱର୍ଯ୍ୟାଙ୍କୁ ଇଡି ସମନ କରିଛି । ଏଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଡକାଯାଇଛି। ପୂର୍ବରୁ ମଧ୍ୟ ଏଶ୍ୱର୍ଯ୍ୟାଙ୍କୁ ଦୁଇ ଥର ଡକାଯାଇଥିଲା । କିନ୍ତୁ ଦୁଇଥର ସେ ନୋଟିସକୁ!-->…
Read More...
Read More...