Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ
Browsing Category
ବଡ ଖବର
ପିପିଲି ଫଳ କାହା ପାଇଁ ବି ମିଠା ନୁହେଁ, କାହିଁକି?
ଭୁବନେଶ୍ବର: ରାତି ପାହିଲେ ପିପିଲି ରାୟର ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ବିଜୁ ଜନତା ଦଳ ମୂଳରୁ ଯେଉଁ ଦାବି କରିଆସୁଥିଲା, ସେଥିରେ ବଳବତ୍ତର ରହିଛି। ସେମାନେ ୩୦ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଜିତାଇ ଆଣିବେ ବୋଲି ଏବେ ବି!-->…
Read More...
Read More...
ମାଆ ବିରଜାଙ୍କୁ ନେଇ ରହିଛି ଏମିତି କିଛି କଥା…
ଷୋଳପୂଜାର ଆଜି ହେଉଛି ଚତୁର୍ଥ ଦିବସ, ସବୁ ଦେବୀ ପୀଠ ଚଳଚଞ୍ଚଳ
ଭୁବନେଶ୍ୱର: ଷୋଡଶ ଦିନାତ୍ମକ ଦୁର୍ଗାପୂଜାର ଆଜି ହେଉଛି ଚତୁର୍ଥ ଦିବସ। ପ୍ରମୁଖ ଦେବୀ ପୀଠ ଏବେ ଚଳଚଞ୍ଚଳ। ମନ୍ଦିର ପ୍ରଶାସନ ବ୍ରାହ୍ମଣଙ୍କୁ ବରଣ କରିବା ପରେ ସେମାନଙ୍କ ଦ୍ବାରା ପୂଜା ଜାରି ରରହିଛି। ପ୍ରତି ପୀଠରେ!-->!-->!-->…
Read More...
Read More...
ପୁରୀରେ ମାଆ ବିମଳାଙ୍କ ସଂପର୍କରେ କିଛି ଗୋପନ ତଥ୍ୟ
ଷୋଳ ପୂଜାର ତୃତୀୟ ଦିବସରେ ସବୁ ଦେବୀ ପୀଠ ଚଳଚଞ୍ଚଳ
ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଦେବୀ ପୀଠରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସପ୍ତମୀ ଯୁକ୍ତ ଅଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ସମେତ, ମାଆ ବିରଜା, ମଙ୍ଗଳା, ହିଙ୍ଗୁଳା, ମଣିନାଗ ଦୁର୍ଗା ଆଦି ପୀଠମାନଙ୍କରରେ ସହସ୍ର!-->!-->!-->…
Read More...
Read More...
ଜାଣନ୍ତୁ; କଟକ ଚଣ୍ଡୀଙ୍କୁ ନେଇ ଏମିତି କିଛି କଥା
ଷୋଳ ପୂଜାର ଆଜି ଦ୍ବିତୀୟ ଦିବସ, କମ୍ପୁଛି ଓଡ଼ିଶାର ସବୁ ଦେବୀ ପୀଠ
ଭୁବନେଶ୍ୱର: ଦେବୀ ପୂଜା ଓ କଟକ ସହର କାହିଁ କେଉଁ କାଳରୁ ସ୍ୱତନ୍ତ୍ର ପରିଚିତି ଲାଭ କରିଛି। ସେଠାରେ ମାଆ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ବିରାଜିତା। ବର୍ଷତମାମ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁ ଭିଡ ଲଗାଇଥାନ୍ତି।!-->!-->!-->…
Read More...
Read More...
ରଣପୁରର ମଣିନାଗ ଦୁର୍ଗା ବୀର ରାମଚନ୍ଦ୍ରପୁରରେ କେମିତି?
ଷୋଳପୂଜା ଆରମ୍ଭ, ସବୁ ଦେବୀ ପୀଠରେ ସ୍ବତନ୍ତ୍ର ପରିବେଶ
ଭୁବନେଶ୍ୱର: ଓଡ଼ିଶାର ଶାକ୍ତ ପରମ୍ପରାରେ ଅତ୍ୟନ୍ତ ପରିଚିତ ସ୍ଥାନ ତଥା ଅନ୍ୟତମ ଗଜଡାତ ଅଞ୍ଚଳ ଭାବେ ଜଣାଶୁଣା ରଣପୁରର ଅଧିଷ୍ଠାତ୍ରୀ ଦେବୀ ମୈନାକ ପର୍ବତ ବାସିନୀ ମାଆ ମଣିନାଗ ଦୁର୍ଗା ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନ ବୀର!-->!-->!-->…
Read More...
Read More...
ପିପିଲି କହୁଛି ଭିନ୍ନ କଥା…
ବିଜେପି ଶିବିରରେ ହୋଇପାରେ ବଡ ପରିବର୍ତ୍ତନ, ହଲଚଲ ହେଲେଣି ବିଜୟଦକ୍ଷ ପ୍ରାର୍ଥୀ ପାଇ ବି ୨୦୧୮ ବିଜେପୁର ଭଳି ବଡ ଲଢେଇ ଲଢିଲେନି ପଦ୍ମ ଦଳିଆଭୁବନେଶ୍ବର ଉପକଣ୍ଠରେ ବି ତାକତ ଦେଖାଇବାକୁ ସକ୍ଷମ ହୋଇପାରିନି କଂଗ୍ରେସଶେଷ ସ୍ପର୍ଶ ଦେଲେନି ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ନେତା ଧରିଲେ!-->…
Read More...
Read More...
ନବୀନ-ମୋଦୀ ବୌଦ୍ଧିକ ଲଢେଇ ପୁଣି ଜମିଲାଣି
‘ଆୟୁଷ୍ମାନ’ ଓଡ଼ିଶାରେ ଆରମ୍ଭ ହୋଇପାରିଲା ନାହିଁ; ଏବେ ଡିଜିଟାଲ ହେଲ୍ଥ ମିସନର ଭାଗ୍ୟ କଣ ହେବ?ଭୁବନେଶ୍ୱର: କଥା କଥାରେ ନାଲିଆଖି ଦେଖାଉଥିଲେ କେନ୍ଦ୍ର ସରକାର। ଛୋଟ ଛୋଟ କଥାରେ ରାଜ୍ୟ ବିଜେପି ନେତା ବହେ ବର୍ଷିଯାଉଥିଲେ ରାଜ୍ୟ ସରକାରଙ୍କ ଉପରେ, ବିଜେଡି ଉପରେ ବି। ପରିସ୍ଥିତିରେ ପଡି!-->…
Read More...
Read More...
ପବନ କମ୍, ଅଧିକ ବର୍ଷା ଧରି ରଡୁଛି ‘ଗୁଲାବ’
ଭୁବନେଶ୍ବର: ବିଶାଳ ମେଘ ଖଣ୍ଡକୁ ସାଙ୍ଗରେ ଧରି ଆଗକୁ ମାଡ଼ିଆସୁଛି ବଙ୍ଗୋପସାଗରରେ ସୃଷ୍ଟି ସାମୂଦ୍ରିକ ଝଡ଼ ‘ଗୁଲାବ’। ବାତ୍ୟା ଯେତିକି ପାଖେଇ ଆସୁଛି ଲୋକଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି। ଘଣ୍ଟା ପ୍ରତି ୧୦କିଲୋମିଟରରେ ବେଗରେ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା। ଆଜି!-->…
Read More...
Read More...
ମାଡିଆସୁଛି ବାତ୍ୟା, ଦକ୍ଷିଣ ଓଡ଼ିଶାକୁ ଅଧିକ ବିପଦ
ଭୁବନେଶ୍ବର: ମେ' ମାସରେ ଉତ୍ତର ଉପକୂଳରେ ଧ୍ବଂସର ତାଣ୍ଡବ ରଚନା କରିଥିଲା ଅତି ଭୀଷଣ ବାତ୍ୟା ୟାସ୍। ୪ମାସ ପରେ ପୁଣି ଗୋଟିଏ ବାତ୍ୟା ଭୟ ସୃଷ୍ଟି ହୋଇଛି। ବାତ୍ୟା ଆତଙ୍କରେ ରାଜ୍ୟବାସୀ ଏବେ ପୁିଣି ଆତଙ୍କିତ ହୋଇପଡିଛନ୍ତି। କାହିଁକି ନା ମାଡି ଆସୁଛି ବାତ୍ୟା ଗୁଲାବ୍। ବଙ୍ଗୋପସାଗରରେ!-->…
Read More...
Read More...
ପୁଣି ଖେଳ ଆରମ୍ଭ କରିଦେଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର: ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ତିନିଟି ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ମାଲକାନଗିରି, ଏହା ପରେ ସୁନ୍ଦରଗଡ ଏବଂ ବୁଧବାର ବଲାଙ୍ଗୀର। ଏହି ଗସ୍ତ କାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନସ୍ଥ ସ୍ମାର୍ଟ ହେଲ୍ଥ କାର୍ଡ ନିଜେ ମୁଖ୍ୟମନ୍ତ୍ରୀ!-->…
Read More...
Read More...