ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

ବଡ ଖବର

ମୁଁ ସୁସ୍ଥ ଅଛି

ମୁଁ ସୁସ୍ଥ ଅଛି, ଖୁସି ଅଛି । ଏବଂ ଓଡିଶାବାସୀଙ୍କ ସେବା କରୁଛି । ସାମନାକୁ ଆସିଲେ ସୁପ୍ରିମୋ, ଏବଂ ଅପପ୍ରଚାରକାରୀଙ୍କ ମୁହଁ ଚୁପ କରିଦେଲେ । ଗତ କିଛିଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚାଲିଥିବା ଗୁଜବରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ୍ରକ
Read More...

ମୋତେ ରିମୋର୍ଟରେ କରାଯାଉଥିଲା କଣ୍ଟ୍ରୋଲ

ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ଘରେ ଜଣେ ବ୍ୟକ୍ତି ଜବରଦସ୍ତ ପ୍ରବେଶ ପାଇଁ ଉଦ୍ୟମ କରିଛି । ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣକ କାର ନେଇ ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଠିକ ସମୟରେ
Read More...

ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର..

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଗତ ୨୭ ଦିନ ଧରି ଲତା ମଙ୍ଗେସକର ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଖରାପ ହେବାକୁ ତାଙ୍କୁ ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଛି । କିଛି ଦିନ ପୂର୍ବରୁ ତାଙ୍କର
Read More...

ବିସ୍ଫୋରଣରେ ଉଡିଲା ଆଇଏସଆଇଏସର ମୁଖ୍ୟ

ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାସମି ଅଲ କ୍ୟୁରେସିକୁ ଆମେରିକା ସୈନ୍ୟ ନିପାତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ସିରିଆରେ ଆମେରିକା ସୈନ୍ୟ ଓ ଆଇଏସଆଇଏସ ମଧ୍ୟରେ ଜାରି ସଂଘର୍ଷରେ ଆଇଏସଆଇଏସ ଉପରେ ଏହା ବଡ଼ ବିଜୟ ବୋଲି ଦାବି
Read More...

ଆଇଆଇଟି ମାଡ୍ରାସର ଆକଳନ, ଏଇ ଦିନ ଭାରତରେ ଶୀର୍ଷ ଛୁଇଁବ ସଂକ୍ରମଣ

ଭାରତରେ ଗତ କିଛି ଦିନ ହେବ ଦେଶରେ ୩ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକାଂଶ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ କରୋନାର ତୃତୀୟ ଲହର ଆସିସାରିଛି । ଏହାରି ଭିତରେ ଆଇଆଇଟି ମାଦ୍ରାସ ପକ୍ଷରୁ ଆଶ୍ୱସ୍ତି ଖବର ଆସିଛି । ଆଇଆଇଟି ମାଡ୍ରାସର ବିଶେଷଜ୍ଞଙ୍କ ଅନୁଯାୟୀ, କ୍ରମାଗତ
Read More...

ପ୍ରଧାନଙ୍କ ବିନା ପଞ୍ଚାୟତରେ ପଦ୍ମ ଫୁଟିବ ତ?ପରାଜୟର ବୋଝ ମୁଣ୍ଡାଇବେନି ବୋଲି ମୁକୁ ଛାଡିଦେଲେ କି ଓଡ଼ିଶା ମୈଦାନ?ମୁକୁଙ୍କ ଅବର୍ତ୍ତମାନରେ ପରାକ୍ରମୀ ଗୋଷ୍ଠୀ ଦଳକୁ ସଫଳତା ଦେଇପାରିବେ ତ? ଭୁବନେଶ୍ବର: ଶୀତ ଋତୁର ଶୀତଳତାକୁ ଏକପ୍ରକାର ହଜାଇଦେଲାଣି ରାଜ୍ୟ ରାଜନୀତିର ପାଣିପାଗ।
Read More...

ଆଉ ନାହାନ୍ତି ମିହିର ଦାସ..

ଆଉ ନାହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେଲା ଆଇସିୟୁରେ ଚିକିତ୍ସାଧୀନ ଥିଲେ ମିହିର ଦାସ । ମିହିରଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ
Read More...

ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ସେବା ନିବୃତ ହେଉଥିବା ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟକ ମାନଙ୍କ ପୋତ୍ସାହନ ରାଶିରେ ବୃଦ୍ଧି। ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସବେତନ ଚିକିତ୍ସା ଛୁଟି । ଉପକୃତ ହେବେ ୧.୩୦ ଲକ୍ଷ ଅଙ୍ଗନବାଡି କର୍ମୀ ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା
Read More...

କରୋନା କାଳରେ ନିର୍ବାଚନ: ଜାଣନ୍ତୁ କେଉଁଠି କେବେ?

କରୋନା ସଂକ୍ରମଣ ଭିତରେ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଜି ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ୫ଟି ରାଜ୍ୟରେ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ଫେବୁଆରୀ ୧୦ରେ ଉତ୍ତରପ୍ରଦେଶରେ ଭୋଟ ପଡିବା ସହିତ ଏହା ଆରମ୍ଭ ହେବ
Read More...

କାଳିଆ ତୋସହ ଆଜି ଶେଷ ଦେଖା…

ପୁଣି କାଲିଠୁ ଖାଁ ଖାଁ ହୋଇଯିବ ପୁରୀ ବଡ଼ଦାଣ୍ଡ । ଦେଖିବାକୁ ମିଳିବନି ଆଉ ଜନ ଗହଳି । ଭକ୍ତ ଓ ଭଗବାନ ମଧ୍ୟରେ ପୁଣି ପାଚେରୀ ହୋଇ ଛିଡା ହୋଇଛି ଏହି ଭୂତାଣୁ । ଆଜି ହେଉଛି ଚଳିତ ମାସର ଶେଷ ଦର୍ଶନ । କାଲିଠୁ ଆଉ ଜଗାକୁ ଦେଖିପାରିବନି ଭକ୍ତ । କେଜାଣି କେବେ ଏହି ଭୂତାଣୁ ଯିବ, ପୁଣି
Read More...