ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ନିଷ୍ପତ୍ତି: ଭିଜିଲାନ୍ସରେ ୪୮ନୂଆ ପଦବୀ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି
୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମ୍‌ପତି
ନୂଆବର୍ଷରେ ଜନସମୁଦ୍ର ଶ୍ରୀକ୍ଷେତ୍ର, ବ୍ୟାରିକେଡ୍‌ ଭାଙ୍ଗିଲେଭକ୍ତ
ନୂଆବର୍ଷରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ୩ ଆଇପିଏସ୍‌ ଅଧିକାରୀ
୧୯୯୩ ବ୍ୟାଚ୍‌ର ୩ ଆଇପିଏସ୍‌ ବିନୟତୋଷ ମିଶ୍ର, ଆର୍‌ପି କୋଚେ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ସୁଶାନ୍ତ ନାଥ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଝଲସିବ ହୀରାକୁଦ, ସାତକୋଶିଆ ଓ ବୌଦ୍ଧ ସର୍କିଟ
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’
Browsing Category

ବୈଦେଶିକ ବ୍ୟାପାର

ଆମେରିକା ବିଦେଶ ବିଭାଗ ପକ୍ଷରୁ ମନୋନୀତ ହେଲେ ଭବାନୀ

ଭୁବନେଶ୍ବର; ‘ସମ୍ବାଦ’ରେ କାର୍ଯ୍ୟରତ ବାର୍ତ୍ତାବିଭାଗର ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଭିଜିଟର୍‌ ଲିଡର୍‌ସିପ୍‌ ପ୍ରୋଗ୍ରାମ୍‌’ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧୩ରେ ହେବାକୁ ଥିବା
Read More...

କାଲିଫର୍ଣ୍ଣିଆରେ ବରଫ ଝଡ

କାଲିଫର୍ଣ୍ଣିଆ; ଆମେରିକାର କାଲିଫର୍ଣ୍ଣିଆରେ ବରଫ ଝଡ ଯୋଗୁଁ ୧୩ ସହର ପ୍ରଭାବିତ ହୋଇଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି । ଝଡ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଏବେ ସୁଦ୍ଧା ୧ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇସାରିଲାଣି । ଝଡ ଯୋଗୁ
Read More...

ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ

ଜାକର୍ତା; ଇଣ୍ଡେନେସିଆ ରାଜଧାନୀ ଜାକର୍ତାରେ ଥିବା ଏକ ତେଲ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁର ଭୟାବହତା ଅଧିକ ଥିବା ବେଳେ ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
Read More...

ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ

କାଲିଫର୍ଣ୍ଣିଆ: ଭୟଙ୍କର ତୁଷାରଝଡ଼ ଓ ବନ୍ୟାରେ ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଗତ କିଛି ଦିନ ଧରି ଜାରି ରହିଛି ପ୍ରକୃତିର ତାଣ୍ଡବ। ଲସ ଏଞ୍ଜେଲସ ସମେତ ଅନେକ ସହରରେ ଲକ୍ଷାଧିକ ଲୋକ ବିନା ବିଦ୍ୟୁତରେ କରୁଛନ୍ତି ସଂଘର୍ଷ। ପ୍ରଭାବିତ ହୋଇଛନ୍ତି
Read More...

ଭାରତୀୟଙ୍କୁ ଛଟେଇ କଲା ଆମେରିକାର ଆଇଟି କଂପାନି

ନୂଆଦିଲ୍ଲୀ: ପାଖାପାଖି ୮୦ ହଜାର ଭାରତୀୟ କର୍ମଚାରୀଙ୍କୁ ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଚାକିରିରୁ ଛଟେଇ କରି ସାରିଲାଣି । ଗୁଗୁଲ, ମାଇକ୍ରୋସଫ୍ଟ , ଫେସବୁକ ଏବଂ ଆମାଜନ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀ ଚାକିରି ହରେଇ ସାରିଲେଣି । ଏହାରି ଭିତରେ ଚିନ୍ତାରେ ଅଛନ୍ତି ସେଠାକାର
Read More...

ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ

ଋଷ; ଦୁଇ ଦିନିଆ ଯୁଦ୍ଧ ବିରତି ଘୋଷଣା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଗୁରୁବାର ପୁଟିନ ଘୋଷଣା କରିଛନ୍ତି ଯେ, ଜାନୁୟାରୀ ୬ ଓ ୭ ତାରିଖ ଦୁଇ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବେ ନାହିଁ । ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୬ ଓ ୭ ତାରିଖରେ ରୁଷ ଓ ୟୁରୋପର
Read More...

ଆମେରିକାରେ ‘ବମ୍ ସାଇକ୍ଲୋନ୍’ର ତାଣ୍ଡବ

ଆମେରିକା; ପ୍ରବଳ ଥଣ୍ଡାରେ ଥରୁଛି ଆମେରିକାର ଅନେକ ଅଞ୍ଚଳ । ଆମେରିକାରେ ବୋମା ସାଇକ୍ଲୋନ ବା ଶୀତକାଳୀନ ତୋଫାନ୍ ଯୋଗଁ ଚାରିଆଡେ ବରଫ ଆସ୍ତରଣ ଜମି ରହିଛି । ଏଥିରେ ଆମେରିକାର ଅଧିକାଂଶ ଅଞ୍ଚଳ ବ୍ଲକ ଆଉଟ ହୋଇଥିବା ବେଳେ ପ୍ରାୟ ୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଶୀତଦିନେ ବୋମା
Read More...

୧୦ ବର୍ଷରେ ୧୫୦୦ ପରମାଣୁ ଅସ୍ତ୍ର ତିଆରି କରିବ ଚୀନ

ଚୀନ୍; ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୪ ଗୁଣକୁ ବୃଦ୍ଧି କରିବ ଚୀନ । ଏହି ବଡ ଯୋଜନାକୁ ନେଇ ପେଣ୍ଟାଗନ୍‌ ସୂଚନା ଦେଇଛି । ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍ ନିଜର ଆଣବିକ ଶକ୍ତିର ଆଧୁନିକୀକରଣକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । ୨୦୩୫ ସୁଦ୍ଧା ଚୀନ୍ ପାଖରେ ୧୫୦୦
Read More...

ବିଦେଶକୁ ତୋପ ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ; ଆତ୍ମନିର୍ଭର ହେଉଛି ଭାରତ । ବିଦେଶକୁ ଆର୍ଟିଲାରୀ ଗନ୍ ବା ତୋପ ରପ୍ତାନୀ କରିବ ଭାରତ । ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ସେନା ଉପକରଣ ରପ୍ତାନୀ କରିବାକୁ ଯାଉଛି ଭାରତ । ତାହା ପୁଣି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ତୋପ । ୧୫୫ ଏମ୍ଏମ୍ ଆର୍ଟିଲାରୀ ଗନ୍
Read More...

ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ହେଲେ ମେରିଲାଣ୍ଡର ଉପରାଜ୍ୟପାଳ

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ରଚିଲେ ଇତିହାସଆମେରିକାରେ ବଢୁଛି ଭାରତୀୟ ମହିଳାଙ୍କ ରାଜ୍ମେରିଲାଣ୍ଡର ଉପରାଜ୍ୟପାଳ ହେଲେ ଅରୁଣା ମିଲରହାଇଦ୍ରାବାଦରେ ଜନ୍ମିତ ଅରୁଣା ୭ବର୍ଷରେ ଚାଲିଯାଇଥିଲେ ଆମେରିକା ଆମେରିକା; ସାରା ବିଶ୍ବରେ ବଢିବାରେ ଲାଗିଲାଣି ଭାରତୀୟଙ୍କ ଦବଦବା ।
Read More...