Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୌସୁମୀ ବାୟୁ ସକ୍ରିୟ ପାଇଁ ପାଗ ଅନୁକୂଳ
ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର
ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ
ବିମାନ କ୍ରାସ ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ
ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍ଏ ପରୀକ୍ଷା
ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଝାଡ଼ାବାନ୍ତିରେ ଆଉ ୨ ମୃତ
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍ଅଫ୍ ଲିଷ୍ଟ
Browsing Category
ବୈଦେଶିକ ବ୍ୟାପାର
୩୧ ଦିନରେ ଧ୍ୱଂସବିଧ୍ୱସ୍ତ ହୋଇଗଲା ଖାରକିଭ୍, ଖାଦ୍ୟ,ପାଣି ପାଇଁ ଡହଳବିକଳ ଲୋକ
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ ୩୧ ଦିନରୁ ଜାରି ରହିଛି । ଋଷ ପକ୍ଷରୁ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ୟୁକ୍ରେନର ବହୁ ସହର ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନର ଅଧିକାରୀଙ୍କ ତରଫର ଦାବି କରାଯାଇଛି ଯେ, ଋଷ ସେନା ନିକଟରେ ମାରିୟୁପୋଲ ଥିଏଟର ଉପରେ ଏୟାର ଷ୍ଟ୍ରାଇକ!-->…
Read More...
Read More...
ଆଜି ୟୁକ୍ରେନ ସୀମାନ୍ତ ପୋଲାଣ୍ଡ ପହଞ୍ଚିବେ ବାଇଡେନ୍
ୟୁକ୍ରେନ-ଋଷ ଯୁଦ୍ଧ ଭିନ୍ନ ମୋଡ଼ ନେଇପାରେ । କାରଣ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡ ପହଞ୍ଚିବେ । ଏହି ଗସ୍ତର ଗୁରୁତ୍ୱ ଅନେକ ରହିଛି । କାରଣ ପୋଲାଣ୍ଡ ସୀମା ନେଇ ୟୁକ୍ରେନକୁ ସହାୟତା ପହଞ୍ଚୁ ଥିବାରୁ ଋଷ ଟାର୍ଗେଟରେ ପୋଲାଣ୍ଡ ରହିଛି । ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ!-->…
Read More...
Read More...
ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆପଣାଇଲା ନିରପେକ୍ଷତା ନୀତି
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନର ମାନିବିକ ସଙ୍କଟ ଉପରେ ଋଷର ପ୍ରସ୍ତାବ ଉପରେ ଭୋଟ ଦେବାଠୁ ଭାରତ ନିଜକୁ ଦୂରେଇ ରଖିଛି । ମୁଖ୍ୟକଥା ହେଉଛି ଯେ, ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପ୍ରସଙ୍ଗରେ ଭାରତ ନିଜର ନିରପେକ୍ଷତା ବଜାୟ ରଖିଛି । ଏହା ପୂର୍ବରୁ ମଧ୍ୟ ଭାରତ ଜାତିସଂଘରେ!-->…
Read More...
Read More...
ବିଶ୍ୱକୁ ଡରାଇଲା ଭଳି ଧମକ ଦେଲା ଋଷ
ଋଷ-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଘନ ଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ଏକ ବଡ଼ ଧମକ ଦେଇଛି । ଯଦି ଋଷର ସ୍ଥିତି ବିପନ୍ନ ହୁଏ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ପ୍ରବକ୍ତା ଦିମିତ୍ରି!-->…
Read More...
Read More...
ପ୍ରଧାନମନ୍ତ୍ରୀ ପଦରୁ ହଟିବେ ଇମ୍ରାନ, ନୱାଜଙ୍କ ଦଳ ଜାରି କଲା ନୂଆ ପ୍ରାର୍ଥୀଙ୍କ ନାଁ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଡୁଆ ବଢିବାରେ ଲାଗିଛି । କୌଣସି ସମୟରେ ତାଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଖସିପାରେ । ଇମ୍ରାନ ଖାନ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ପାକିସ୍ତାନ ସେନା ମଧ୍ୟ ଇସାରା ଦେଇଛି । ଏହାରି ଭିତରେ ପାକ୍ର ପୂର୍ବତନ!-->…
Read More...
Read More...
ଆଜି ମୋଦୀ-ମୋରିସନ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମଧ୍ୟରେ ଆଜି ବୈଠକ ବସିବ । ଦିନ ୧୨ଟା ବେଳେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ଦ୍ୱିପାକ୍ଷିକ ଆଲୋଚନା ହେବ । ବୈଠକରେ ଦୁଇ ପ୍ରଧାନମନ୍ତ୍ରୀ ୟୁକ୍ରେନର ସ୍ଥିତି ଓ ପାରସ୍ପାରିକ ବାଣିଜ୍ୟ!-->…
Read More...
Read More...
ଯୁଦ୍ଧ ନଥମିଲେ, ତୃତୀୟ ବିଶ୍ୱଯୁଦ୍ଧ ହେବ: ଜେଲେନସ୍କି
ୟୁକ୍ରେନ ଉପରେ ଋଷ ଲଗାତର ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ଯଦି ଆଲୋଚନା ବିଫଳ ହୁଏ,ତେବେ ଏହାର!-->…
Read More...
Read More...
ଭାରତୀୟ ମିସାଇଲକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନ
ଭାରତୀୟ ମିସାଇଲ ପାକିସ୍ତାନରେ ପଡିବା ନେଇ ବୟାନ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କହିଛନ୍ତି , ଆମେ ବି ଜବାବ ଦେଇପାରିବୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ । ବାସ୍ତବରେ,ଭାରତ ଦ୍ୱାରା ଭୁଲରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ଯାହା ପାକିସ୍ତାନର!-->…
Read More...
Read More...