ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ
Browsing Category

ବୈଦେଶିକ ବ୍ୟାପାର

ଜରୁରୀ ଅବତରଣ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ

ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀକାଳୀନ ଅବତରଣ ବେଳେ ବିମାନଟି ଭାଙ୍ଗିକି ଦୁଇ ଖଣ୍ଡ ହୋଇଯାଇଛି । ଏହି ବିମାନ ଦୁର୍ଘଟଣାର କିଛି ଫଟୋ ଏବେ ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ,କୋଷ୍ଟରିକାର ଜୁଆନ ସାନ୍ତା
Read More...

କୋର୍ଟଙ୍କ ରାୟ ପରେ ଇମ୍ରାନ ଡାକିଲେ କ୍ୟାବିନେଟ ବୈଠକ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭବିଷ୍ୟତ କଣ ହେବ ତାହା ଏବେ ସନ୍ଦେହ ଘେରରେ । କୋର୍ଟଙ୍କ ରାୟ ପରେ ବିରୋଧୀ ଉତ୍ସବ ମନାଉଥିବା ବେଳେ କ୍ଷମତା ବଜାୟ ରଖିବାକୁ ଆଜି ଇମ୍ରାନ ଖାନ୍ କ୍ୟାବିନେଟ ବୈଠକ ଡାକିଛନ୍ତି । ସେପଟେ ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାନ୍
Read More...

ବୁଚା ନରସଂହାରକୁ ଭାରତର ନିନ୍ଦା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ହୋଇଥିବା ବୁଚା ନରସଂହାରକୁ ନେଇ ଭାରତର ପ୍ରତିକ୍ରିୟା ଆସିଛି। ଜାତିସଂଘ ଭାରତ ଏହାକୁ କଡ଼ା ନିନ୍ଦା କରିବା ସହ ଏହା ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ଦାବିକୁ ମଧ୍ୟ ସମର୍ଥନ କରିଛି। କିଭ୍ ପାଖରେ ଥିବା ବୁଚା ସହରରେ ଋଷ ସେନା ଉପରେ ନରସଂହାର ଅଭିଯୋଗ
Read More...

ପୁଟିନଙ୍କ ଉପରେ ଗର୍ଜିଲେ ବାଇଡେନ

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସବିଧ୍ୱସ୍ତ ହୋଇଗଲାଣି । ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପୁଣି ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନା ପୁଟିନଙ୍କୁ ପୁଣି ଥରେ ଯୁଦ୍ଧ ଅପରାଧି ବୋଲି କହିଛନ୍ତି
Read More...

ଚାଲ୍ ଖେଳିଦେଲେ ପାକ୍ ପ୍ରଧାନମନ୍ତ୍ରୀ, ନିର୍ବାଚନର ସାମ୍ନା କରିବେ ଇମ୍ରାନ୍‌

ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ଏକ ନୂଆ କ୍ଷମତା ଲଢେଇ ଆରମ୍ଭ ହୋଇଛି । ସଫଳ ହୋଇଛି କ୍ୟାପଟେନଙ୍କ ପ୍ଲାନ । ମାତ୍ର କେଇ ମିନିଟ ଭିତରେ ଇମ୍ରାନଙ୍କ ଖେଳ ଆଗରେ ଚିତପଟାଙ୍ଗ ମାରିଛନ୍ତି ବିରୋଧୀ । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କରିଛନ୍ତି ଉପ ବାଚସ୍ପତି । ଫଳରେ
Read More...

ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ

ଇତିହାସର ସବୁଠୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ଯୋଗୁ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି । ଖାଇବା ମିଳୁନି, ପିଇବାକୁ ପାଣି ନାହିଁ । ଲୋକମାନେ ଦୟନୀୟ ପରିସ୍ଥିତିରେ ଥିବାବେଳେ ସହାୟତାର ହାତ ବଢାଇଛି ଭାରତ । ଭାରତ ଶ୍ରୀଲଙ୍କାକୁ ୪୦ ହଜାର ଟନ୍
Read More...

ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି, ଜନତା-ପୁଲିସ ମୁହାଁମୁହିଁ

ଶ୍ରୀଲଙ୍କାରେ ଜାରି ଆର୍ଥିକ ସଙ୍କଟ ମଧ୍ୟରେ ଏବେ ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ପୁଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଷ୍ଟ୍ରପତି ଗୋଟବାୟା ରା ଜପକ୍ଷେଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଜାର ହଜାର ଲୋକ ବିକ୍ଷୋଭ କରୁଥିବା
Read More...

ଯୁଦ୍ଧ ମଧ୍ୟରେ ଆଜି ଭାରତ ଆସୁଛନ୍ତି ଋଷ ବିଦେଶ ମନ୍ତ୍ରୀ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ଋଷର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି ।ଆଜି ଓ ଆସନ୍ତାକାଲି ଦୁଇ ଦିନ ଭାରତରେ ରହିବେ ସର୍ଗି ଲାଭ୍ରୋଭ । ଚୀନ ଗସ୍ତ
Read More...

ମ୍ୟାଜିକ୍ ନମ୍ବରଠୁ ପଛରେ ଇମ୍ରାନ୍ ଖାନ୍‌

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ସେ ରାଜନୀତିର ଚକ୍ରବ୍ୟୁହରେ ଏମିତି ଫସିଛନ୍ତି ଯେଉଁଥିରୁ ବାହାରିବା ଅସମ୍ଭବ ବୋଲି କୁହାଯାଉଛି । ପାକିସ୍ତାନ ସଂସଦରେ ଆଜି ଇମ୍ରାନ ଖାନ୍‌ଙ୍କ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ
Read More...

ବନ୍ଦ ହେବ କି ଯୁଦ୍ଧ? କିଭ୍ ଓ ଚେର୍ଣ୍ଣିହିବ୍‌ରୁ ସୈନ୍ୟ କମାଇବ ଋଷ

୩୫ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ତୁର୍କୀର ଇସ୍ତାନବୁଲରେ ଋଷ-ୟୁକ୍ରେନ ମଧ୍ୟରେ ୩ ଘଣ୍ଟା ଧରି ହୋଇଥିବା ଆଲୋଚନାରେ ଋଷ ଆକ୍ରମଣ କମ କରିବା ନେଇ କହିଛି । ବୈଠକରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳ କହିଛନ୍ତି, ଆଲୋଚନା ସକାରାତ୍ମକ ହୋଇଛି । ଦୁଇ ଦେଶ ସହମତିରେ ଅସ୍ତ୍ରବିରତି
Read More...