Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ
Browsing Category
ଅପରାଧ
ଅବକାରୀ ନୀତି ମାମଲାରେ ଇଡିର ପୁଣି ଚଢାଉ
ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ ଚାଲିଛି ରେଡ୍ଏଯାବତ୍ ୧୨୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଲାଣି ଇଡି
ନୂଆଦିଲ୍ଲୀ: ଆଜି ପୁଣିଥରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥରକ ଇଡିର ଏକାଧିକ ଟିମ୍ ଏକକାଳୀନ ଦିଲ୍ଲୀର ୨୫ଟି ସ୍ଥାନରେ!-->!-->!-->…
Read More...
Read More...
ନାବାଳକ ଗୁଳିମାଡରେ ପୁଲିସ ସମେତ ୫ଜଣଙ୍କର ମୃତ୍ୟୁ
ଉତ୍ତର ଆମେରିକା: ଗତକାଲି ଉତ୍ତର ଆମେରିକାରେ ଗୁଳିକାଣ୍ଡ ଘଟି ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିବା କଥା ମେୟର୍ ମାରି-ଆନ୍ ବାଲ୍ଡ୍ୱିନ୍ କହିଛନ୍ତି। ଏହି ଅଘଟଣରେ ୪ଜଣ ଲୋକ ଆହତ ହୋଇଥିବା କଥା ମଧ୍ୟ ରାଲି ପୁଲିସ କହିଛି।ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତି!-->…
Read More...
Read More...
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ବାଲେଶ୍ବର: ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ଵର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତେବେ ମହେଶଙ୍କ ବାଲେଶ୍ଵର ସ୍ଥିତ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି ।
!-->!-->…
Read More...
Read More...
ନିଶା ମାଫିଆ ସାବଧାନ୍! ସାବାଡ୍ କରିବ ଅବକାରୀ ବିଭାଗ
ନିଶା ମାଫିଆଙ୍କୁ ସାବାଡ୍ ଅଭିଯାନ୬ମାସରେ ୨୪ ହଜାର ବନ୍ଧା ହେଲେଣିଅବକାରୀ ବିଭାଗ କଲେଣି ୩୦ହଜାର ମାମଲା
ଭୁବନେଶ୍ୱର: ଅବକାରୀ ବିଭାଗର ଜୋରଦାର ଧରପଗଡ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ୩୦ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୨୪ହଜାରରୁ ଅଧିକ ବ୍ୟକ୍ତି ବେଆଇନ୍ ନିଶା!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ କିରାଣୀ
କେନ୍ଦୁଝର: କେନ୍ଦୁଝର ବାଂଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ସରକାରୀ କ୍ୱାଟର୍ସ ସମେତ ୫ଟି ଜାଗାରେ ଚଢାଉ ହେଉଛି । ଗଙ୍ଗାଧରଙ୍କ ବାଂଶପାଳ ଅଫିସ , କେନ୍ଦୁଝରସ୍ଥିତ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଫଶିଲେ ମାନସ ରଂଜନ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି।। ଚଢ଼ାଉରେ ୩!-->…
Read More...
Read More...
କଟକ ଏସସିବିରୁ ନବଜାତ ଶିଶୁ ଚୋରି
କଟକ: ଏସସିବି ବଡ ମେଡିକାଲ ପ୍ରସୂତି ବିଭାଗର ଆଇସିୟୁରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ ହୋଇଛି। ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି ।ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଶିଶୁକୁ ଏପର୍ଯ୍ୟନ୍ତ କିଏ!-->…
Read More...
Read More...
ଧର୍ମେନ୍ଦ୍ରଙ୍କ ମୋବାଇଲରେ ଏମିତି କି ତଥ୍ୟ ରହିଛି କି?
ସନ୍ଦେହଜନକ ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ମୃତଦେହ ଉଦ୍ଧାରପୁରୀ ଜିଲ୍ଲା ପରିଷଦ ଜୋନ୍-୧୧ ସଭ୍ୟ ହେଉଛନ୍ତି ଧର୍ମେନ୍ଦ୍ରଶିଶୁପାଳଗଡ ଘରୁ ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସଏଯାଏ ମୋବାଇଲ୍ ଦୁଇଟି ପୁଲିସ ପାଇନଥିବା ସୂଚନା
ଭୁବନେଶ୍ବର: ପୁରୀ ଜିଲ୍ଲା ପରିଷଦ ଜୋନ୍ -୧୧ ସଭ୍ୟ!-->!-->!-->…
Read More...
Read More...
ଗୁରୁତର ଅବସ୍ଥାରେ ସଲମାନ, ହରାଇପାରନ୍ତି ଆଖି
ଅଭିଯୁକ୍ତକୁ ଚିହ୍ନଟ ପରେ ଗିରଫ କଲା ପୁଲିସଲିଭର ନଷ୍ଟ ହୋଇଥିବା ସୂଚନା, ହାତ ଶିରା ବି ନଷ୍ଟଭେଣ୍ଟିଲେଟରରେ ଅଛନ୍ତି ଏହି ୭୫ବର୍ଷୀୟ ଲେଖକ
ନ୍ୟୁୟର୍କ: ଶୁକ୍ରବାର ମଞ୍ଚରେ ବକ୍ତୃତା ଦେବା ବେଳେ ଛୁରାମାଡର ଶିକାର ହୋଇଥିବା ୭୫ବର୍ଷୀୟ ବିଶିଷ୍ଟ ଲେଖକ ସଲମାନ୍ ରୁଶଦିଙ୍କ!-->!-->!-->…
Read More...
Read More...
ବିଶିଷ୍ଟ ଲେଖକ ସଲ୍ମାନ୍ ରସିଦ୍ଙ୍କୁ ଛୁରାମାଡ଼
ନ୍ୟୁୟର୍କ: ବିବାଦରେ ଥିବା ବୁକର ପୁରସ୍କାର ଜିତିଥିବା ବିଶିଷ୍ଟ ଲେଖକ ସଲମାନ ରସିଦ୍ଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନ୍ୟୁୟର୍କର ବକ୍ତୃତା ମଞ୍ଚ ଉପରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଆହତ ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ୧୯୮୦ରେ ରସିଦ୍ଙ୍କ ‘ଦ!-->…
Read More...
Read More...