ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ
Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଦୁଇ ବାବୁ

ଭୁବନେଶ୍ବର: ସକାଳୁ ସକାଳୁ ଦୁଇ ବାବୁଙ୍କୁ ଜାଲରେ ଛନ୍ଦିଛି ଭିଜିଲାନସ୍। ଜଣେ ହେଲେ ଯାଜପୁର ଆରଏମସି ମାର୍କେଟ ସରକାର ଗୟାଧର ସାହୁ। ଅନ୍ୟଜଣେ ହେଲେ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ପୂର୍ବତନ ଏଏସଆଇ ଜୟଦାଶ ଖରା। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ
Read More...

ଏଥର ମନ୍ତ୍ରୀ ନବ ଦାସ ବଢାଇଲେ ଅଡୁଆ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୁଣି ଜଣେ ମନ୍ତ୍ରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଯେତେ ଯାହା କଲେ ବି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରୋଷେୟା ଆତ୍ମହତ୍ୟା ଘଟଣାରେ ଚର୍ଚ୍ଚାରୁ ହଟୁନାହାନ୍ତି। ଓଲଟା ଏହି ପ୍ରସଙ୍ଗଟି ଧୀରେ ଧୀରେ ଗମ୍ଭୀର ରୂପ ନେଲାଣି। ବିଜେଡି-ବିଜେପି ମୁହାଁମୁହିଁ
Read More...

ରାଜଧାନୀରେ ଡବଲ ମର୍ଡର

ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର ହୋଇଛି। ସ୍ତ୍ରୀ ଓ ଶାଳୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ସ୍ବାମୀ। ଘରୁ ଭିତରୁ ଉଦ୍ଧାର ହୋଇଛି ରକ୍ତାକ୍ତ ମୃତଦେହ। ଏହି ମର୍ଡର ଘଟଣା ଭୁବନେଶ୍ବର ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି
Read More...

୫ହଜାର ନେଇ ୧୫ଲକ୍ଷ ଶୁଝିଲେ

ଭୁବନେଶ୍ବର: ହଠାତ୍ ସୋସିଆଲ ମିଡ଼ିଆରେ ଗୋଟିଏ ପୋଷ୍ଟ ଆସୁଛି। ଆପଣ ବିନା ବନ୍ଧକରେ ଋଣ ନେବାକୁ ଚାହୁଁଛନ୍ତି କି? ଆପଣ ତତ୍କାଳ ଋଣ ନେବାକୁ ଚାହାନ୍ତି କି? ଏମିତି। ବାସ୍, ଯଦି କେହି ଏହାକୁ ବିଶ୍ବାସ କରି ଆବେଦନ କରୁଛନ୍ତି କିମ୍ବା ଋଣ ନେବାକୁ ଆପ୍ ମାଧ୍ୟମରେ ଉଦ୍ୟମ କରୁଛନ୍ତି, ତା ପରେ
Read More...

ଦିଗପହଣ୍ଡିରେ ଡବଲ୍ ମର୍ଡର

ବ୍ରହ୍ମପୁର: ଦିନକ ତଳେ ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ଏହାର ୨୪ ଘଣ୍ଟା ପୂରିନି, ଶନିବାର ବିଳମ୍ବିତ ରାତିରେ ପୁଣି ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ
Read More...

ମାହାଙ୍ଗା ଗଣହତ୍ୟା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ସମସ୍ତଙ୍କ ଦେହରେ ଏକାଧିକ କ୍ଷତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଟଣା ଭିଡା, ଜୋର ଜବରଦସ୍ତ ଭିତରେ ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ବିଷକ୍ରିୟା ପାଇଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ ।
Read More...

ଭୁବନେଶ୍ୱରରେ ଏଟିଏମ୍ ତାଡିଥିଲେ, ବାଙ୍ଗାଲୋରରୁ ଗିରଫ ହେଲେ

ଭୁବନେଶ୍ୱର ଲିଙ୍ଗିପୁରରୁ ଏଟିଏମ ତାଡି ନେଇ ଲୁଟ ମାମଲାରେ କମିଶନରେଟ ପୁଲିସକୁ ସଫଳତା । ଏଟିଏମ ଲୁଟ୍‌ରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ମିଶନ ଇମ୍ପୋସିବୁଲ ଜରିଆରେ
Read More...

ମାନସ ହତ୍ୟା ମାମଲା: ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା । ମାନସଙ୍କୁ ଅପହରଣ କରିଥିବା ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀ ଭାଗ୍ୟଧର ଓ ବିବେକଙ୍କୁ ଭଦ୍ରକ ଉପକାରଗାରାରେ ଜେରା କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି
Read More...

ଅଗ୍ନିକାଣ୍ଡରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

ଭୁବନେଶ୍ୱର କେଶରୀ ମଲ୍‌ରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ମଲରେ ଥିବା ୮ଟି ଦୋକାନ ଛାରଖାର୍ ହୋଇଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏକାଧିକ କପଡା ସୋ’ରୁମରେ ନିଆଁ ଲାଗିଥିବା ବେଳେ ମଲ ବନ୍ଦ ହେବା ବେଳେ
Read More...

ସୋସିଆଲ ମିଡିଆରୁ ମିଳିଲା ବଡ ସହାୟତା

ଆମେରିକା ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଧରାପଡିଥିବା ୬୨ ବର୍ଷର ଅଭିଯୁକ୍ତ ହେଉଛି ଫ୍ରେଙ୍କ ଜେମ୍ସ। କିଛି ଲୋକ ତା ଫଟୋ ସୋସିଆଲ ମିଡିଆରେ ଛାଡିଦେଇଥିଲେ। ଏହା ପରେ ଏକ ଗାଁରୁ ତାକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ପୁଲିସ
Read More...