ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ଅପରାଧ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ

ଯାଜପୁର ବିଝାଂରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଯାଜପୁର ଏସପି କହିଛନ୍ତି । ଆଉ ୨୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କୁ
Read More...

ଲାଲୁଙ୍କୁ ୫ ବର୍ଷ ଜେଲ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ । ଚାରା ଘୋଟାଲା ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ପେଶାଲ ସିବିଆଇ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ୫ ବର୍ଷର ଜେଲ ଦଣ୍ଡାଦେଶ ସହିତ ୬୦ ଲକ୍ଷ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ

ଯାଜପୁର ବିଝାଂରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଯାଜପୁର ଏସପି କହିଛନ୍ତି । ଆଉ ୨୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କୁ
Read More...

ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ ।ୟତ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ଏକ ମତଦାନ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ଆଳିପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଟଶରା ୧ ନମ୍ବର ୨ ନମ୍ବର ବୁ୍‌ଥରେ ଉତ୍ତେଜନା ଦେଖାଦେଇଛି । ଫଳରେ
Read More...

ଲାଞ୍ଚ ଟଙ୍କାରେ କୋଟିପତି ସରକାରୀ ଡାକ୍ତର

ସରକାରୀ ଡାକ୍ତରଙ୍କ କୋଟି କୋଟି ସମ୍ପତ୍ତି। ଡାକ୍ତରଙ୍କ ଘରୁ ନଗଦ ଜବତ ହୋଇଥିଲା କୋଟିଏ ୧୨ ଲକ୍ଷ ଟଙ୍କା । ଯାହା ଓଡିଶା ଭିଜିଲାନ୍ସରେ ସର୍ବାଧିକ ନଗଦ ଜବତ ଟଙ୍କା । ଭିଜିଲାନ୍ସ ଅଧିକାରୀମାନେ ପୁଳା ପୁଳା ଟଙ୍କା ଦେଖି ତାଜୁବ ହୋଇଯାଇଥିବା ବେଳେ ଆଜି ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କରି
Read More...

ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଖବର । କେଉଁଠି ଗୁଳିମାଡ଼ ହୋଇଛି ତ କେଉଁଠି ବୋମାମାଡ଼ । ଆଉ କେଉଁଠି ମତଦାନ କେନ୍ଦ୍ରରେ ବଳପୂର୍ବକ ଭୋଟିଂକୁ ନେଇ ଉତେଜନା ଦେଖାଦେଇଛି । ସାଲେପୁର ଶିଶୁଆ ପଞ୍ଚାୟତର ସମିତି
Read More...

ଦୋଷୀ ସାବ୍ୟସ୍ତ ହେଲେ ଲାଲୁ, ଯିବେ କି ଜେଲ?

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ । ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ୯ ଶହରୁ ଅଧିକ କୋଟି ଟଙ୍କାର ଗୋଖାଦ୍ୟ ଜାଲିଆତି ଓ ଏହା ସମ୍ପର୍କିତ ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ବେଆଇନ
Read More...

ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ, କଂଗ୍ରେସ ଟାର୍ଗେଟରେ ଗୃହରାଷ୍ଟ୍ର ମନ୍ତ୍ରୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ । କଂଗ୍ରେସ ମମିତା ମେହେର ପ୍ରସଙ୍ଗ ଉଠାଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମମିତା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ରାୟପୁର ଏୟାରପୋର୍ଟରେ
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ବର: ଚାକିରିରୁ ଅବସର ନେବା ପାଇଁ ଆଉ ଦିନ କେଇଟା ବାକି ଥିଲା। କିନ୍ତୁ ତା ପୂର୍ବରୁ ଘରେ ପଶିଲା ଭିଜିଲାନ୍ସ । ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଚାକିରିକୁ ଆଉ ୧୭ ଦିନ ବାକି ଥିବା ବେଳେ ଆଜି ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବିଶ୍ୱଜିତ ମହାପାତ୍ରଙ୍କ ଘର,ଅଫିସ ସମେତ ୭ଟି
Read More...

କାହିିଁକି ଆତ୍ମହତ୍ୟା କଲେ ମହିଳା ପ୍ରଫେସର?

ଭୁବନେଶ୍ବର: ଫ୍ୟାନରେ ଲୁଗା ଲଗାଇ ଝୁଲିପଡିଲେ ପ୍ରଫେସର। ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସରେ ମହିଳା ପ୍ରଫେସରଙ୍କ ଆତ୍ମହତ୍ୟା। କ୍ୟାମ୍ପସ ପରିସରରେ ପ୍ରଫେସରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ କାହିଁକି ପ୍ରଫେସର ଜଣକ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ।
Read More...