Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ଅପରାଧ
ପୁଣି ନାଟକୀୟ ମୋଡ ନେଲାଣି ତପସ୍ବିନୀ ମାମଲା
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ତପସ୍ବିନୀ ମାମଲା ଧୀରେ ଧୀରେ ସଙ୍ଗିନ୍ ମୋଡ଼ ନେଲାଣି। ଡାକ୍ତର ସୁମିତ ସାହୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ଆଣି ତପସ୍ବିନୀ ଇତିମଧ୍ୟରେ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପଟରେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଗଣମାଧ୍ୟମକୁ!-->…
Read More...
Read More...
ବିଦେଶ ପଳାଉଥିଲେ,ବିମାନବନ୍ଦରରେ ଫସିଗଲେ
ନୂଆଦିଲ୍ଲୀ: ବିମାନ ବନ୍ଦରରେ ଫସିଗଲେ ଅଭିନେତ୍ରୀ। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଗତକାଲି ଦୁବାଇ ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଇଡି ଅଟକାଇଦେଇଥିଲା। ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁରେ ଇଡି ଏହି ଲୁକ୍ ଆଉଟ ନୋଟିସ ଜାରି କରିଥିବା ଜଣାପଡିଛି।!-->…
Read More...
Read More...
ଭୁଲରେ ଚୋରି କରିଥିଲୁ, ଏବେ ନେଇଯାଅ
ଲକ୍ଷ୍ନୌ: ଚୋରି କରିଥିବା ମାନିଲେ। ଆଉ ଚୋରି ଜିନିଷ ଫେରାଇଲେ। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ବିଚ ରାସ୍ତା ଉପରୁ ଚୋରି ହୋଇଯାଇଥିବା ଯୁଦ୍ଧ ବିମାନ ମିରାଜର ଚକ ମିଳିଛି। ଯେଉଁମାନେ ଏହି ଯୁଦ୍ଧ ବିମାନର ଚକ ଚୋରି କରିଥିଲେ, ସେମାନେ ନିଜେ ହିଁ ଆସି ଫେରାଇଛନ୍ତି। ଚୋରି କରିଥିବା ଯୁବକ!-->…
Read More...
Read More...
ରାସ୍ତାରୁ ଚୋରି ହୋଇଗଲା ଯୁଦ୍ଧ ବିମାନର ଚକ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଚୋର ମାନେ ଏଭଳି ଏକ ଚୋରି କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୋରମାନେ ବିଚ୍ ରାସ୍ତାରୁ ଯୁଦ୍ଧ ବିମାନର ଚକ ଚୋରି କରିନେଇଛନ୍ତି। ଏକ ଟ୍ରକରୁ ମିରାଜ ଯୁଦ୍ଧ ବିମାନର ଚକ ଚୋରି ହୋଇଯାଇଛି; ଯାହା ଜାଣିବା ପରେ ଟ୍ରକ ଡ୍ରାଇଭର ଥାନାରେ!-->…
Read More...
Read More...
ଚାରିବର୍ଷ ପରେ ଆକାଶ ମହୁରିଆ ଫାଇଲ ଖୋଲିଲା
କେରାପୁଟ: ୨୦୧୭ ମସିହା ଜାନୁଆରି ୩୦ ତାରିଖରେ ଆକାଶ ମହୁରିଆକୁ ଏନକାଉଣ୍ଟର ହୋଇଥିଲା। ପାଖାପାଖି ୪ବର୍ଷ ପରେ ଏହି ମାମଲାର ଫାଇଲ ଖୋଲିଛି। କେବଳ ସେତିକି ନୁହେଁ, ଏହି ଘଟଣାରେ ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ସେନାପତି, ତତ୍କାଳୀନ ଟାଉନ ଥାନା ଆଇଆଇସି ତପନ ରଥ ଓ ଅନ୍ୟ ଦୁଇ ସବ ଇନସପେକ୍ଟର!-->…
Read More...
Read More...
କେମିତି ଏନକାଉଣ୍ଟର କଲା ଭଦ୍ରକ ପୁଲିସ
ଭୁବନେଶ୍ବର: ଭଦ୍ରକ ପୁଲିସ ଦୁର୍ଦାନ୍ତ ଅପରାଧୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛି। ୨୯ଲକ୍ଷ ଟଙ୍କା ଲୁଟ୍ ମାମଲାର ଅଭିଯୁକ୍ତ କୁହାଯାଉଥିବା ଦୁଇ ଅପରାଧୀଙ୍କୁ ପୁଲିସ ଏନକାଉଣ୍ଟର କରିଛି। ସେମାନେ ହେଲେ ସୋରର ପ୍ରହଲ୍ଲାଦ ଦାସ ଓ ନୀଳଗିରିର ସୁଶାନ୍ତ ମଲ୍ଲିକ। ଗ୍ରାମାଞ୍ଚଳ ଥାନା ବରପଦା!-->…
Read More...
Read More...
ମମିତା ହତ୍ୟାର ତଦନ୍ତ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍
ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ତଦନ୍ତର ଅନୁଧ୍ୟାନ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ । ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଜଷ୍ଟିସ ଏ.ବି.ଏସ ନାଇଡୁ ମାମଲାର ଅନୁଧ୍ୟାନ କରିବା ନେଇ ହାଇକୋର୍ଟ ତାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ମମିତା ହତ୍ୟା ମାମଲାର ତଦନ୍ତର!-->…
Read More...
Read More...
ସାଙ୍ଗ ସାଜିଲା ସୈତାନ
ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ୍ତ । ବଲାଙ୍ଗୀରରୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ ଏହାକୁ ଯେକେହିବି ଦେଖିଲେ ବିଚଳିତ ହୋଇଯିବ । ସାଙ୍ଗ ସାଜିଲା ସୈତାନ । ଦୁଇ ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ପେଟ୍ରୋଲ ଢାଳି ପୋଡିଦେଇଛନ୍ତି । ଆଉ ପୋଡିବାର ଲାଇଭ ଭିଡିଓ ମଧ୍ୟ କରିଛନ୍ତି ।!-->…
Read More...
Read More...
୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ; ଆଜି ବି ଥରିଉଠେ ଛାତି
ନୂଆଦିଲ୍ଲୀ: ୨୬/୧୧ । ଏଇଟା ଏମିତି ଏକ ଦିନ ଯାହାକୁ ଭୁଲିପାରିବନି ଭାରତ। ୧୩ ବର୍ଷ କ'ଣ ୧୦୦ ବର୍ଷ ବିତିଗଲେ ସେଦିନ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ଚିତ୍ରକୁ ଭୁଲିପାରିବେନି କେହି ବି ଭାରତୀୟ। ଚାରିଆଡେ ଆତଙ୍କର ଭୟ ଓ ଭୂଇଁରେ ମରିପଡିଥିଲା ଲୋକଙ୍କ ମୃତଦେହ। ଆତଙ୍କୀଙ୍କ ହାତରେ!-->…
Read More...
Read More...
ନରେନ୍ଦ୍ର ଗିରି ମୃତ୍ୟୁ: ସିବିଆଇ ଚାର୍ଜସିଟରେ ସତ!
ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜିସିଟରେ ଏକ ବଡ଼ ଖୁଲାସା ହୋଇଛି । ନରେନ୍ଦ୍ର ଗିରିଙ୍କୁ ହତ୍ୟା କରାଯାଇନି, ବଂର ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଛ ।
!-->!-->!-->…
Read More...
Read More...