ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ
Browsing Category

ଅପରାଧ

ମମତାଙ୍କ ଅଫିସରଙ୍କୁ ବି ଟାର୍ଗେଟ

କରୋନା ଭଳି ମହାମାରୀ ସମୟରେ କେନ୍ଦ୍ରୀୟ ଏଜେନ୍ସି ବଢାଇଲେ ଚିନ୍ତାସିବିଆଇ ପରେ ମମତା ସରକାରଙ୍କୁ ଘେରିବା ଆରମ୍ଭ କଲା ଇଡି , ନୋଟିସ ଜାରିଅର୍ଥ ସଚିବଙ୍କ ସମେତ ୪ ବରିଷ୍ଠ ଆଇଏଏସଙ୍କୁ ଜେରା ପାଇଁ ଡକାଗଲା, ୨୦୧୭ ଦୁଗ୍ଧ କାରବାର ମାମଲାରେ ପିଆଇଏଲ ହୋଇଥିଲା, କଂଗ୍ରେସ ପକାଇଲା ଅକଳରେ
Read More...

କାହିଁକି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ?

ମୁମ୍ବାଇ: ବଲିଉଡ ଆଉ ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ହରାଇଛି। ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଖବର ଆସୁଛି। ଇରଫାନ୍ ଖାଁ, ଋଷି କପୁରଙ୍କ ନିଧନକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରି ଶୋକରେ ଥିବା ବେଳେ ଏହି ଖବର ସମସ୍ତଙ୍କୁ ବିସ୍ମିତ କରିଛି। ନିଜ ବେକରେ ଫାଶୀ ଲଗାଇ ସେ
Read More...

ନିଶାଡି ମାତିଛନ୍ତି ୭ଜିଲ୍ଲାରେ

ଭୁବନେଶ୍ବର: ଶହେ କି ଦୁଇଶହ ଗ୍ରାମ ନୁହେଁ, ୨ମାସ ଭିତରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଶାଖା ୧କେଜି ୩୪୯ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କଲାଣି। ଯାହାର ବଜାର ଦର ପାଖାପାଖି ଦେଢ କୋଟି ଟଙ୍କା ହେବ। କେବଳ ସେତିକି ନୁହେଁ, ୩୨୬ ଗ୍ରାମ୍ ଅଫିମ, ୧୩ ହଜାର ୨୧ ହଜାର ଟଙ୍କା ସହିତ ୨୭ ଜଣ
Read More...

ତଥ୍ୟ ମାଗିଲେ, ମୃତ୍ୟୁଦଣ୍ଡ!

କନ୍ଧମାଳର ଅଭିମନ୍ୟୁଙ୍କ ପରେ କେନ୍ଦ୍ରାପଡାର ରଂଜନଙ୍କୁ ହତ୍ୟାସୂଚନା ଅଧିକାର ବଳରେ ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲୁଥିଲେଶ୍ବାସରୁଦ୍ଧ କରି ଶୁକ୍ରବାର ରାତିରେ ମାରିଦେଇଥିବା ସନ୍ଦେବ ଭୁବନେଶ୍ବର: ଉପା ସରକାର ସମୟରେ ଲୋକଙ୍କ ହାତକୁ ଆସିଥିବା ବଡ଼ ଅସ୍ତ୍ରକୁ ପ୍ରଭାବହୀନ କରିବା ଲାଗି
Read More...

ଲକ୍ଷ୍ମୀଛଡା ବନ ଓ ପରିବହନ ବିଭାଗ!

ଟ୍ରକ୍ ଚକା ତଳେ ଗଲା ଗଜରାଜର ଜୀବନଆଉ ଗୋଟିଏ ହାତୀର ଦାନ୍ତ ଭାଙ୍ଗିଯାଇଛିଢେଙ୍କାନାଳରେ ଘଟିଛି ଏମିତି ଏକ ଦୁର୍ଘଟଣା ଭୁବନେଶ୍ବର: ରାସ୍ତା କଡରେ ବଡ ବଡ ଅକ୍ଷରରେ ଲେଖାଥିଲା ଯେ ଏହା ହାତୀ ଚଳାଚଳ ରାସ୍ତା। ଦ୍ରୁତଗତିରେ ଗାଡି ଚଲାନ୍ତୁ ନାହିଁ। ମାତ୍ର ଏହାର କିଛି ବି ପ୍ରଭାବ ପଡିଲାନି।
Read More...

ଦୁର୍ଘଟଣା ନେଇଗଲା ୭ଜୀବନ

ଗଞ୍ଜାମ: ଗତକାଲି ରାତିରେ ତପ୍ତପାଣି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ବି ଅଛନ୍ତି। ସେମାନଙ୍କ ପରିଚୟ ଜଣାପଡନାହିଁ। ଏହିସହିତ ୪୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ମାନେ ବ୍ରହ୍ମପୁର ଏବଂ ଦିଗପହଣ୍ଡି
Read More...

ଗଳି ପଡ଼ିଲା ବିମାନବନ୍ଦରର ନିର୍ମାଣାଧୀନ ଛାତ

ଭୁବନେଶ୍ୱର: ଆଜି ରାତି ୧୧ଟା ବେଳେ ଭୁବନେଶ୍ୱର ବିମାନନ୍ଦରରେ ନିର୍ମାଣାଧୀନ ଅବସ୍ଥାରେ ଗୋଟିଏ ଛାତ ଗଳିପଡିଛି। ଏହି ଘଟଣାରେ ଜଣେ ଶ୍ରମିକ ଚାପିହୋଇ ରହିଥିବା ସୂଚନା ମିଳୁଛି। ଅନ୍ୟଜଣେ ଗୁରୁତର ଅଛନ୍ତି। ଚାପି ହୋଇ ରହିଥିବା ବ୍ୟକ୍ତି ହେଉଛନ୍ତି ଅନ୍ତର୍ଯ୍ୟାମି ଗୁରୁ ଓ ତାଙ୍କ ଘର ନୟାଗଡ
Read More...

ଏସଆଇଟି ଦେଲା କୁନ୍ଦୁଲି ରିପୋର୍ଟ

ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ସପ୍ତାହେ ସମୟ ମାଗିଥିଲେଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ହାଇକୋର୍ଟ୩ଜଣ ଏସଆଇଟି ଗଠନ କରି ତଦନ୍ତ କରାଉଥିଲେ କୋର୍ଟବହୁ ଚର୍ଚ୍ଚିତ ଏହି ମାମଲାରେ ସରକାର ପୂର୍ବରୁ କମିସନ ବସାଇଥିଲେ ଭୁବନେଶ୍ବର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ
Read More...

ଝିଅର ଶତ୍ରୁ ବି ଝିଅ!

ଭୁବନେଶ୍ବର: ଏକତରଫା ପ୍ରେମରେ ବିଫଳ ହୋଇ ବାଲୁଗାଁ ଅଞ୍ଚଳର ଶିବାନୀ ବେହେରାକୁ ତଣ୍ଟି କାଟି ହତ୍ୟା କରାଯାଇଥିବା ନେଇ ଗତକାଲି ଅଭିଯୋଗ ଆସିଥିଲା। ୨୪ ଘଣ୍ଟା ପୂରିନି। ଘଟଣା ଉପରୁ ପରଦା ହଟାଇବା ବେଳେ ଯେଉଁ ସତ ପଦାକୁ ଆସିଛି, ତାହା ସାଂଘାତିିକ। ବିଶ୍ବାସ ନ ହେଲେ ବି ସତ। ଆଉ କେହି
Read More...

ସେନା ହାତରେ ଆମେରିକା ବନ୍ଧୁକ

ଆତଙ୍କବାଦ ମୁକାବିଲା ପାଇଁ ଭାରତର ବଡ଼ ନିଷ୍ପତ୍ତିସେନାରେ ସାମିଲ ହେଲା ଏସଆଇଜି ୭୧୬ ନୂଆ ରାଇଫଲ୍ସକାଶ୍ମୀରରେ ମୁତୟନ ସୈନିକଙ୍କ ହାତରେ ଧରାଇଦେଲେ୭୨ହଜାର କିଣାଯିବ, ଏବେ ୧୦ହଜାର ଆସିଛିଋଷ-ଭାରତ ଯୌଥ ଉଦ୍ୟୋଗରେ ଏକ ୨୦୩ ରାଇଫଲ୍ସ ଉତ୍ପାଦନ ହେବ ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦ
Read More...