ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ
Browsing Category

ଅପରାଧ

ହାଇଦର ପରେ କାହା ପାଳି?

ଦୁର୍ଦାନ୍ତ ଟିଟୋ ଶିବିରରେ କମ୍ପନ, କେନ୍ଦ୍ରାପଡାରୁ ରାତାରାତି ଅପରାଧୀ ପାରଜେଲରେ ରହି ଅପରାଧ ଚଳାଉଥିବା ଦୁର୍ଦାନ୍ତଙ୍କ ଉପରେ ଏବେ ପୁଲିସର ଆଖିକେନ୍ଦ୍ରାପଡା ସହର ସମେତ ୪ ପଞ୍ଚାୟତରେ ୩୦ ଯାଏ ୧୪୪ ଧାରା ଜାରିଆଜି ହାଇଦର ପରିବାରକୁ ଶବ ହସ୍ତାନ୍ତର, ପରିବାର ପହଞ୍ଚିଲେ ବାଲେଶ୍ବରରେଖୁବ୍…
Read More...

ଗ୍ୟାଙ୍ଗଷ୍ଟରକୁ ଗୁଳି

ଭୁବନେଶ୍ବର: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ମୃତ। ବାଲେଶ୍ୱର ମେଡିକାଲରେ ତାକୁ ମୃତ ଘୋଷଣା କରାଯାଇଛି। ହାଇଦର ମୃତ୍ୟୁ ନେଇ ଏଡିଏମ୍ଓ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ହାଇଦରକୁ ବାରିପଦା ଜେଲ ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ…
Read More...

ଗାଜିଆବାଦରୁ ଆସିଲା ଭିନ୍ନ ଗୋଟିଏ ଖବର

ଗାଜିଆବାଦ: ପୁଲିସ ଅଙ୍କଲ୍ ପୁଲିସ ଅଙ୍କଲ୍। ୫ଜଣଙ୍କୁ କେହି ମାରି ପକାଇ ଦେଇଛି। ଗଳି ନମ୍ବର ୫, ସରକାରୀ ସ୍କୁଲ ପାଖରେ ଏହି ଘଟଣା ଘଟିଛି। ଶୀଘ୍ର ଆସି ପହଞ୍ଚନ୍ତୁ। ମୁଁ ଏଠି ଏକୁଟିଆ ଅଛି। ମଙ୍ଗଳବାର ରାତିରେ ଗାଜିଆବାଦ ପୁଲିସକୁ ଏମିତି ଆସିଥିଲା ଗୋଟିଏ ଟେଲିଫୋନ୍ କଲ। …
Read More...

ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ବର: ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ପୁଲିସ ଏନକାଉଣ୍ଟର କରିଛି। ବାଲେଶ୍ବର ନିକଟସ୍ଥ ସିମୁଳିଆ ଠାରେ ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା। ତାର ପେଟରେ ଗୁଳି ବାଜିଛି। ସେ ଅତି ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲୁ…
Read More...

ଏବେ ବିଦ୍ୟାଭାରତୀଙ୍କ ଉପରେ ପୁଲିସ ତଦନ୍ତ କେନ୍ଦ୍ରୀଭୂତ

୫ଜଣିଆ ଟିମ୍ ବାହାରୁଛନ୍ତି ବଲାଙ୍ଗୀରବିଦ୍ୟାଙ୍କ କଲେଜ ଯାଇ ଅନୁଧ୍ୟାନ କରିବେକାହିଁକି ବିଦ୍ୟା ବିବାହ ପାଇଁ ରାଜି ହେଉନିଥିଲେ?ଏଇ ପ୍ରଶ୍ନ ଉପରେ ଅଧିକ ତନାଘନା ଆରମ୍ଭ ଭୁବନେଶ୍ବର: ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାର ରହସ୍ୟ ଖୁବ୍ ଶୀଘ୍ର ଉନ୍ମୋଚିତ ହେବ। ଜଣେ ବରିଷ୍ଠ ପୁଲିସ ଅଧିକାରୀ…
Read More...

ଡିଏଫଓଙ୍କୁ କ୍ଲିନଚିଟ୍

ସକାଳେ ଜେରା, ସନ୍ଧ୍ୟାରେ କ୍ଲିନଚିଟ୍ ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓଙ୍କୁ କ୍ଲିନ ଚିଟ । ସାମ୍ବାଦିକ ସମ୍ମିଳନୀ କରି ଗଜପତି ଏସପି ଏନେଇ ସୂଚନା ଦେଇଛନ୍ତି । ଏସପି ତପନ କୁମାର ପଟ୍ଟନାୟକ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ…
Read More...

‘ବିଦ୍ୟାଭାରତୀଙ୍କ ସହ ସଂପର୍କ ନାହିଁ’

ଭୁବନେଶ୍ବର: ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶର ବେହେରାଙ୍କୁ ମାରାଥାନ ଜେରା । କ୍ରାଇମବ୍ରାଂଚ ଓ ଗଜପତି ପୁଲିସ ପାଖାପାଖି ୩ ଘଣ୍ଟା ଧରି ଡିଏଫଓ ଅଫିସରେ ତାଙ୍କୁ ଜେରା କରିଛନ୍ତି । ପ୍ରଥମରୁ ସୌମ୍ୟ ପରିବାର ବିଦ୍ୟାଭାରତୀ ଓ ଡିଏଫଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ…
Read More...

ସୌମ୍ୟ ମାମଲା: ପୁଲିସର ଭାବପ୍ରୀତି ସରକାରକୁ ବିପଦ!

ମାମଲାର ଦଶଦିନ ପରେ ବି ପୁଲିସ ତଦନ୍ତକୁ ଦିଶା ଦେଇପାରିଲା ନାହିଁଡିଏଫଓ କଣ ଏତେ କରିତକର୍ମା ଯେ ତାଙ୍କୁ ପଚାରିବାକୁ ଦଶଦିନ ଲାଗିବ?ଡିଆଇଜିଙ୍କ ତନାଘନା ପରେ ଗତି ବଢିଲା, ପୁଲିସ କିନ୍ତୁ ସନ୍ଦେହମୁକ୍ତ ନୁହେଁଆମ୍ବୁଲାନ୍ସ ଡ୍ରାଇଭରର ବୟାନ, ସୌମ୍ୟଙ୍କ ଡାଏରି ଅନେକ ସୂଚନା ଦେଲା …
Read More...

ବିଦ୍ୟାଭାରତୀଙ୍କ ହାତ ଲେଖା କହୁଛି ଅନେକ କଥା

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଓ ଗଜପତି ପୁଲିସ ଛାନଭିନ ଜାରି ରଖିଥିବା ବେଳେ ସାମନାକୁ ଆସିଛି ବିଦ୍ୟାଭାରତୀଙ୍କ ଆଉ ହାତ ଲେଖା। ପୂର୍ବରୁ ଗୋଟିଏ ଲେଖା ମିଳିଥିଲା। ଆଜି ଦ୍ୱିତୀୟଟି ସାମନାକୁ ଆସିଛି। ଏଥିରେ କୋହଭରା ଶଦ୍ଦରେ ବିଦ୍ୟାଭାରତୀ ଲେଖିଛନ୍ତି,…
Read More...

ସୌମ୍ୟ ମାମଲା: ପୁଲିସ ମୁଖ୍ଯାଳୟ ଦ୍ବନ୍ଦ୍ବରେ ଅଛି କି?

ବିଦ୍ୟାଙ୍କ ଟେଲିଫୋନ୍ ବାର୍ତ୍ତାଳାପ, ହାତଲେଖା ଅନେକ କିଛି କହୁଛିପିଲାମାନେ ଅଶାନ୍ତିରେ ଯଦି ଥିଲେ, ପରିବାର ଲୋକଙ୍କ ଭୂମିକା କଣ ଥିଲା?ସୌମ୍ୟ କଥା ହେଉଥିବା ଝିଅ ପାଖରେ ପୁଲିସ ପହଞ୍ଚିଲାଣି ନା ନାହିଁ?କ୍ରାଇମବ୍ରାଞ୍ଚ ଓ ପୁଲିସ ଦୁଇଟି ସ୍ବତନ୍ତ୍ର ସଂସ୍ଥା, ଏକାଠି କେମିତି ତଦନ୍ତ…
Read More...