ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ
Browsing Category

ଅପରାଧ

ରାଉରକେଲାରେ ଭତ୍ତା ଟଙ୍କା ଲୁଟ, କୋଣାର୍କରେ ଆଇଆଇସିଙ୍କୁ ସେଲ୍‍ଫି ମହଙ୍ଗା

ଭୁବନେଶ୍ୱର:ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଆଗରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ପାଖାପାଖି ୧୧ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ୩ ଟି ବାଇକରେ ୪ ଜଣ ଜଣ ଦୁର୍ବୃତ୍ତ ଆସି ସକାଳ ୭ଟା ୪୫ ମିନିଟରେ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ଭତ୍ତା ଟଙ୍କା ନେଇ ଯାଉଥିବା ବେଳେ
Read More...

ଡ୍ରୋନ୍‍ ଜଗିବ ଟ୍ରାଫିକ୍‍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍‍ ନିୟନ୍ତ୍ରଣ ଲାଗି ଡ୍ରୋନ୍‍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍‍
Read More...

ସାରଥିଙ୍କ ଉପରୁ ବିପଦ ଟଳିନି, କାହିିଁକି?

ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍‍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ
Read More...

ଛିଃ…ଏଡ୍‍ସ ଆକ୍ରାନ୍ତ ନାବାଳିକାକୁ ବି

ଭୁବନେଶ୍ୱର: ପାପାଚାର ଏତେ ବଢିଯାଇଛି ଯେ ଜଣେ ଏଡ୍‍ସ ଆକ୍ରାନ୍ତ ନାବାଳିକା ବି କାମାନ୍ଧଙ୍କ କବଳରୁ ମୁକ୍ତି ପାଇପାରିଲା ନାହିଁ । ଏଥସହିକ ଆମ ବ୍ୟବସ୍ଥାରେ ଥିବା ଦୁର୍ବଳପଣର ଆଉ ଏକ କଦର୍ଯ୍ୟ ଚେହେରା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାର ଜଣେ ୧୩ ବର୍ଷିୟା ନାବାଳିକା ସହିତ ଘଟିଥିବା
Read More...

କୋର୍ଟରୁ ମିଳିଲା ଆଶ୍ୱସ୍ତି, ଆଶ୍ରମ ଫେରିବେ ସାରଥୀ

ଭୁବନେଶ୍ୱର: ଦୀର୍ଘ ତିନି ବର୍ଷ ପରେ ଜେଲ ଜୀବନ ବିତାଉଥିବା ସାରଥୀ ବାବା ଓରଫ୍‍ ସନ୍ତୋଷ ରାଉଳ ଯେ କୌଣସି ମୁହୂର୍ତରେ କେନ୍ଦ୍ରାପଡା ଫେରିବେ । ଆଜି ହାଇକୋର୍ଟ ସାରଥୀ ବାବାଙ୍କୁ ୨ଲକ୍ଷ ଟଙ୍କା ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ
Read More...

ନାବାଳିକାଙ୍କୁ ଘରୁ ବାହାରିବା ମନା!

-ଅସୁରକ୍ଷିତ ହୋଇପଡିଲେଣି ନାବାଳିକା-ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ-ଗୁରୁତର ଅବସ୍ଥାରେ ଡ୍ରେନରୁ ଉଦ୍ଧାର ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଘଟଣାରେ ଅପରାଧୀଙ୍କୁ ଫାଶୀ ଦଣ୍ଡ ମିଳିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ଶୁଣାଇବା ପରେ ବି ଏହାର ବିଶେଷ ପ୍ରଭାବ ପଡୁନାହିଁ ।
Read More...

ଶର୍ମା ଯିବେ, ଶର୍ମା ଆସିବେ!

ଭୁବନେଶ୍ୱର:ଅଗ୍ନିଶମ ବିଭାଗ ଦାୟିତ୍ୱରେ ଥବା ପୁଲିସ ଡିଜି କ୍ୟାଡର ଅଧିକାରୀ ଡ.ବିଜୟ ଶର୍ମା ପରବର୍ତ୍ତୀ ପୁଲିସ ଡିଜି ହୋଇପାରନ୍ତି । ବର୍ତ୍ତମାନର ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଖୁବ୍‍ ଶୀଘ୍ର ନିଯୁକ୍ତି ପାଇବେ। ଗତକାଲି ଏ ସଂକ୍ରାନ୍ତ୍ର ଚୟନ କମିଟି
Read More...

ପୁଲିସକୁ ଅପରାଧୀ ଡରୁନାହାନ୍ତି କାହିଁକି?

କାହା ପାଇଁ କାମ କରୁଛି ପୁଲିସପୁରୀ ପରେ ଜଳେଶ୍ୱରରେ ଅଭାବନୀୟ ଘଟଣାହାଵଡାରୁ ଦୁଇ ଯୁବତୀଙ୍କୁ ଆଣି ଗଣଦୁ୍‍ଷ୍କର୍ମ କଲେ ତିନି ଦୁର୍ବୃତ୍ତମଙ୍ଗଳବାର କାରକୁ ଗୁଳି କରି ୫୦ଲକ୍ଷ ଲୁଟିଥିଲେ ଭୁବନେଶ୍ୱର: ପୁରୀ ବସଷ୍ଟାଣ୍ଡରେ ପୁଲିସ ମୁତୟନ ଥିବା ସତ୍ତ୍ୱେ ଜଣେ ହେଲପର୍‍ ବସ ମଧ୍ୟରେ ଜଣେ
Read More...

ଦୁର୍ଘଟଣା କମାଇବା ପାଇଁ ସରକାରୀ ତନାଘନା

ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକଦୁର୍ଘଟଣାଗ୍ରସ୍ତ ଛାତ୍ରଙ୍କୁ ମନ୍ତ୍ରୀଙ୍କ ସହାୟତା ରାଶି ପ୍ରଦାନ ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ସଚିବାଳୟ ତୃତୀୟ ମହଲା ସମ୍ମିଳନୀକକ୍ଷ ଠାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ ରାଜ୍ୟ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ
Read More...

ଗଡଚିରୋଲିରେ ମାଓ ହମ୍‍ଲା, ୧୬ ଯବାନ ସହିଦ୍‍

ନୂଆଦିଲ୍ଲୀ:ମହାରାଷ୍ଟ୍ରର ଗଡଚିରୋଲିରେ ଆଜି ମାଓବାଦୀ ପୁଣି ଏକ ବଡ଼ ଧରଣର ହିଂସାକାଣ୍ଡ ଭିଆଇଛନ୍ତି । ଆଇଇଡି ବିସ୍ଫୋରଣ କରି ଏକ ପାଟ୍ରୋଲିଂ ଗାଡିକୁ ଉଡାଇ ଦେବାରୁ ୧୬ ଯବାନ ସହିଦ ହୋଇଛନ୍ତି । ମାଓ ବିରୋଧୀ ବାହିନୀ କମାଣ୍ଡୋ ଅଧୀନରେ ଏମାନେ କାମ କରୁଥିଲେ । ବିସ୍ଫୋରଣ ପରେ କମ୍ୱିଂ
Read More...