Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍ ଜୋନ୍
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍କୁ ଯିବ +୨ ପ୍ରଶ୍ନପତ୍ର
Browsing Category
ସଂସ୍କୃତି
ଇଏ ଶ୍ରୀମନ୍ଦିରର ଏକ ନିଆରା ସେବା…
ପୁରୀ: ଚକ୍ର ଦିହୁଡିଆ ଓ ଅଣସର ଚୂନା ସେବକ ହେଉଛନ୍ତି ଶୂଦ୍ର ସେବକ। ଏହି ସେବା ବଂଶାନୁକ୍ରମିକ। ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି । ସାବାଳକ ହେଲା ପରେ ସେବା କରିପାରିବେ।
ସାଧାରଣତଃ ପର୍ବପର୍ବାଣୀ ଓ ଯାନିଯାତ୍ରା ମାନଙ୍କରେ ଚକ୍ରାକୃତିରେ ଦିହୁଡି ଧରୁଥିବା ସେବକ ଚକ୍ରଦିହୁଡିଆ ଭାବେ!-->!-->!-->…
Read More...
Read More...
ଶ୍ରୀକୃଷ୍ଣଙ୍କ ଜନ୍ମବେଳେ କେଉଁ ଗ୍ରହର ଅବସ୍ଥାନ କେମିତି ଥିଲା, ଜାଣନ୍ତୁ
ଭୁବନେଶ୍ୱର: ଆଜି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣ ମାଆ ଦେବକୀଙ୍କ ଗର୍ଭରେ ଅଷ୍ଟମ ସନ୍ତାନ ଭାବେ ଜନ୍ମଲାଭ କରିଥିଲେ। କେହି କେହି ଆଜିର ଦିନକୁ ଜନ୍ମାଷ୍ଟମୀ ବୋଲି କହିଥାନ୍ତି, ଆଉ କେଉଁଠାରେ ଗୋକୁଳାଷ୍ଟମୀ ଭାବେ ପାଳିତ!-->…
Read More...
Read More...
ଶ୍ରୀମନ୍ଦିରରେ ଜଗାଦର୍ଶନ ପାଇଁ ନୂଆ ଏସଓପି
ପୁରୀ: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ପୁରୀ ଶ୍ରୀମନ୍ଦିର ଆସନ୍ତା ୧୬ରୁ ଖୋଲିବ। ପ୍ରଥମ ୫ ଦିନ ପୁରୀବାସୀଙ୍କୁ ଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ। କିଭଳି ରହିବ ଦର୍ଶନ ବ୍ୟବସ୍ଥା ସେ ନେଇ ନୂଆ ଏସଓପି ଜାରି କରାଯାଇଛି। କରୋନାର ପ୍ରଥମ ଲହର ପରେ ଯେଉଁଭଳି ଦର୍ଶନ!-->…
Read More...
Read More...
ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର…ସେପଟେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବୁଲିବା ମଜା
କରୋନା କଟକଣା କୋହଳ ହେବା ପରେ ଧୀରେ ଧୀରେ ମଲ, ମନ୍ଦିର ଖୋଲିବା ଆରମ୍ଭ ହୋଇଯାଇଛି । କଟକଣା ଭିତରେ ଆଜି ଖୋଲିଛି ମା’ସମଲେଶ୍ୱରୀଙ୍କ ମନ୍ଦିର । ମନ୍ଦିର ଖୋଲିବା ନିଷ୍ପତି ସରକାର ଜିଲ୍ଳା ପ୍ରଶାସନ ଉପରେ ଛାଡିଥିବାବେଳେ ଜିଲ୍ଲାପ୍ରଶାସନ ସହ ମନ୍ଦିର କତୃପର୍କ୍ଷଙ୍କ ଆଲୋଚନା ପରେ ଆଜିଠୁ!-->…
Read More...
Read More...
ଦିଲ୍ଲୀରେ ପହଞ୍ଚିଲା କେନ୍ଦ୍ରାପଡା ରସାବଳୀ କଥା
ଭୁବନେଶ୍ବର: ରସାବଳୀ ଓଡିଶାର। ବଳଦେବୀଜୀଉଙ୍କ ମୁଖ୍ୟ ପ୍ରସାଦ ହେଉଛି ରସାବଳୀ । ତେଣୁ ରସାବଳୀଜୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ।
ତିନି ସାଂସଦ ସୁବାସ ସିଂ, ମୁନ୍ନା ଖା୍ଁ, ଏବଂ ମମତା ମହନ୍ତ ଆଜି ଦିଲ୍ଲୀରେ!-->!-->!-->…
Read More...
Read More...
ଡଃ ମହାପାତ୍ରଙ୍କ ବହି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ସ୍ୱର୍ଗତ ମହାପାତ୍ରଙ୍କ ସପରିବାର ଉପସ୍ଥିତିରେ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟଗଳ୍ପ’ ପୁସ୍ତକ ଉନ୍ମୋଚନ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ବେଳେ ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କରି କୃତଜ୍ଞ କୋଭିଡ୍ ସମୟରେ!-->…
Read More...
Read More...
ନବୀନଙ୍କ ଫୋକସ୍ରେ ସତ୍ୟବାଦୀ, ଗୋପବନ୍ଧୁ
ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର!-->…
Read More...
Read More...
କାଳିଆ ଦର୍ଶନ କେବେ?
ପୁରୀ: କରୋନା ପାଇଁ ବନ୍ଦ ରହିଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ବନ୍ଦ ରହିଛି ଭଗବାନଙ୍କ ଦ୍ୱାର। କରୋନାର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବୃଦ୍ଧି ପରେ ଏପ୍ରିଲ ୨୪ ତାରିଖରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ପୁରୀ ଶ୍ରୀମନ୍ଦିର। ଏହାରି ଭିତରେ ଆସିଛି ଏକ ଭଲ ଖବର। ଶ୍ରମନ୍ଦିର ଖୁବ ଶୀଘ୍ର!-->…
Read More...
Read More...
ବିଲୁପ୍ତ ହୋଇଯିବ କି ମହାପ୍ରଭୁଙ୍କର ବିରଳ ପରମ୍ପରା!
ମହାପ୍ରଭୁଙ୍କର ବିରଳ ରଘୁନାଥ ବେଶ ଉପରେ କାହାର ନଜର ନାହିଁ୧୯୦୫ ମସିହାରେ ଶେଷ ଥର ପାଇଁ ହୋଇଥିଲା, ୧୧୬ବର୍ଷ ହେଲାଣିମହତାବ, ନନ୍ଦିନୀଙ୍କ ଠାରୁ ଜାନକୀ ଏବଂ ବିଜୁ ପଟ୍ଟନାୟକ ସମସ୍ତେ ବିଫଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମହାପ୍ରଭୁଙ୍କର ଏହି ବେଶ ଆହ୍ବାନ ରଖୁଛିମୋଦୀ ରାମ!-->…
Read More...
Read More...