Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସ୍ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ
Browsing Category
ସଂସ୍କୃତି
ପାଞ୍ଜିରୁ ଆସିଲା ଦେଶ ଓ ରାଜ୍ୟ ପାଇଁ ବଡ଼ ଖବର
ଭୁବନେଶ୍ବର: ଓଡ଼ିଆ ନୂଆବର୍ଷ ପରଠାରୁ କିଭଳି ରହିବ ଦେଶ ଓ ରାଜ୍ୟର ଚିତ୍ର? ଏଥର କେଉଁ ପର୍ବ କେଉଁ ଦିନ ପଡ଼ିବ? କେବେ ରହିଛି ବିବାହ ଓ ବ୍ରତାଦି ତିଥି? କେଉଁ ଦିନ ଶୁଭ, କେବେ ଅଶୁଭ?
ପ୍ରତିବର୍ଷ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଣିଥାନ୍ତି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପଞ୍ଜିକାକାରମାନେ।!-->!-->!-->…
Read More...
Read More...
ଅନନ୍ୟ ଉଦାହରଣ ରାମଲିଙ୍ଗେଶ୍ବର ଜଳାଶୟ
ବ୍ରହ୍ମପୁର ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ତଥା ବ୍ରହ୍ମପୁରର ବିକାଶ କାର୍ଯ୍ୟ ଉପରେ ମୁଁ ତୀକ୍ଷ୍ଣ ନଜର ରଖିଛି- ମୁଖ୍ୟମନ୍ତ୍ରୀ
ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ!-->!-->!-->…
Read More...
Read More...
‘ଏମିତି ବିକାଶ କେବେ ହୋଇନଥିଲା’
ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଶ୍ରୀଲିଙ୍ଗରାଜଙ୍କ ସେବାୟତଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ର
ଭୁବନେଶ୍ବର: ପୂର୍ବରୁ ଅନେକ ସରକାର ଶାସନ କରିଛନ୍ତି। ଆମେ ବହୁତ ମନ୍ତ୍ରିମଣ୍ଡଳ ଦେଖିଛୁ। କିନ୍ତୁ!-->!-->!-->…
Read More...
Read More...
ନାଗାର୍ଜୁନ ବେଶରେ କାଳିଆ, ବଳିଆ; କିନ୍ତୁ ସୁଭଦ୍ରା?
ଭୁବନେଶ୍ବର: ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅଦିନ ପଡ଼ିଥାଏ, ସେବର୍ଷ କାର୍ତ୍ତିକ ଏକାଦଶୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ଯେଉଁ ତିଥି ମଳ ପଡ଼େ, ସେହି ତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ। ଏହି ଆଧାରରେ ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର!-->…
Read More...
Read More...
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, ଏବେ ଓଡ଼ିଶା ବୁଲିବେ ନବୀନ
ପତିତପାବନଙ୍କ ଦର୍ଶନ କଲେ, ଓଡ଼ିଶାର ମଙ୍ଗଳ ପାଇଁ ପ୍ରାର୍ଥନା କଲେଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଜାନୁଆରି ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶବୃଦ୍ଧ, ଭିନ୍ନକ୍ଷମଙ୍କ ଦର୍ଶନରେ କିଛି ବି ବ୍ୟାଘାତ ନହୁଏ, ନିଶ୍ଚିତ ଲାଗି!-->…
Read More...
Read More...
ଏବର୍ଷ ପର୍ଯ୍ୟଟନ ପାଇଁ ଉତ୍ସର୍ଗର ସମୟ
ଆସନ୍ତାକାଲି ବିଶ୍ବ ପର୍ଯ୍ୟଟନ ଦିବସ, କୋଭିଡ୍ ପରିପ୍ରେକ୍ଷୀରେ ଏହା ଗୁରୁତ୍ବ ବହନ କରେଏବର୍ଷର ବିଷୟ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ସଂରକ୍ଷଣ; ରାଜ୍ୟପାଇଁ ରହିଛି ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଲେ, ପ୍ରସ୍ତୁତି ଆରମ୍ଭ ହୋଇଗଲାଣି
ଭୁବନେଶ୍ବର!-->!-->!-->!-->!-->…
Read More...
Read More...
ମହେନ୍ଦ୍ରଗିରି ବିକାଶ ପାଇଁ ଅଣ୍ଟାଭିଡିଲେ ଧର୍ମେନ୍ଦ୍ର
ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି!-->…
Read More...
Read More...
ରଙ୍ଗବତୀ ଗୀତ ପାଇଁ ବଦଳିଲା ଗାଁର ନାମ
ଏବେଠାରୁ ବିଲୁଙ୍ଗ୍ ଗାଁ, ରଙ୍ଗବତୀ ବିଲୁଙ୍ଗ ନାମରେ ନୂଆ ପରିଚୟ ପାଇଲାରାଜ୍ୟ ସରକାରଙ୍କ ସୁପାରିସକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାରଓଢ଼ିଶା ଇତିହାସ ପାଇଁ ଏକ ବିରଳ ଘଟଣା, ଅମର ହୋଇଗଲା ରଙ୍ଗବତୀ ଗୀତ
ଭୁବନେଶ୍ବର: ଭାରତ ଇତିହାସରେ ଆଜି ଏକ ବିରଳ ଅଧ୍ୟାୟ ଯୋଡି ହୋଇଛି।!-->!-->!-->!-->!-->…
Read More...
Read More...
ବୋଲବମ୍ ଉପରେ କଟକଣା ଲାଗିଲା
ଭୁବନେଶ୍ବର: ଶିବ ଭକ୍ତ ନିରାଶ। ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କରୋନା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଆରସି ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଥିଲେ।!-->…
Read More...
Read More...
ମାନ ରଖିଲେ ମହାପ୍ରଭୁ
ସବୁଥିରେ ରେକର୍ଡ, ବ୍ୟାପକ ଶୃଙ୍ଖଳା ଭିତରେ ରଥଯାତ୍ରା ଭକ୍ତଙ୍କୁ ନ ଦେଖି ମହାପ୍ରଭୁ ନଟଖଟ କଲେନି, ସକାଳୁ ସକାଳୁ ରଥପାଖରେଗଜପତି କଲେ ଛେରାପହଁରା, ଶଙ୍କରାଚାର୍ଯ୍ୟ କଲେ ଦର୍ଶନଶରଧାବାଲିରେ ତିନିରଥ, ସେବାୟତ ଟାଣିଟାଣି ନେଲେ ବଡ଼ଦାଣ୍ଡରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭି ସାମ୍ନାରେ!-->…
Read More...
Read More...