ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି
Browsing Category

ସଂସ୍କୃତି

‘ଏମିତି ବିକାଶ କେବେ ହୋଇନଥିଲା’

ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଶ୍ରୀଲିଙ୍ଗରାଜଙ୍କ ସେବାୟତଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ର ଭୁବନେଶ୍ବର: ପୂର୍ବରୁ ଅନେକ ସରକାର ଶାସନ କରିଛନ୍ତି। ଆମେ ବହୁତ ମନ୍ତ୍ରିମଣ୍ଡଳ ଦେଖିଛୁ। କିନ୍ତୁ
Read More...

ନାଗାର୍ଜୁନ ବେଶରେ କାଳିଆ, ବଳିଆ; କିନ୍ତୁ ସୁଭଦ୍ରା?

ଭୁବନେଶ୍ବର: ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅଦିନ ପଡ଼ିଥାଏ, ସେବର୍ଷ କାର୍ତ୍ତିକ ଏକାଦଶୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ଯେଉଁ ତିଥି ମଳ ପଡ଼େ, ସେହି ତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ। ଏହି ଆଧାରରେ ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର
Read More...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ, ଏବେ ଓଡ଼ିଶା ବୁଲିବେ ନବୀନ

ପତିତପାବନଙ୍କ ଦର୍ଶନ କଲେ, ଓଡ଼ିଶାର ମଙ୍ଗଳ ପାଇଁ ପ୍ରାର୍ଥନା କଲେଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଜାନୁଆରି ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶବୃଦ୍ଧ, ଭିନ୍ନକ୍ଷମଙ୍କ ଦର୍ଶନରେ କିଛି ବି ବ୍ୟାଘାତ ନହୁଏ, ନିଶ୍ଚିତ ଲାଗି
Read More...

ଏବର୍ଷ ପର୍ଯ୍ୟଟନ ପାଇଁ ଉତ୍ସର୍ଗର ସମୟ

ଆସନ୍ତାକାଲି ବିଶ୍ବ ପର୍ଯ୍ୟଟନ ଦିବସ, କୋଭିଡ୍ ପରିପ୍ରେକ୍ଷୀରେ ଏହା ଗୁରୁତ୍ବ ବହନ କରେଏବର୍ଷର ବିଷୟ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ସଂରକ୍ଷଣ; ରାଜ୍ୟପାଇଁ ରହିଛି ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଲେ, ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ଭୁବନେଶ୍ବର
Read More...

ମହେନ୍ଦ୍ରଗିରି ବିକାଶ ପାଇଁ ଅଣ୍ଟାଭିଡିଲେ ଧର୍ମେନ୍ଦ୍ର

ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି
Read More...

ରଙ୍ଗବତୀ ଗୀତ ପାଇଁ ବଦଳିଲା ଗାଁର ନାମ

ଏବେଠାରୁ ବିଲୁଙ୍ଗ୍ ଗାଁ, ରଙ୍ଗବତୀ ବିଲୁଙ୍ଗ ନାମରେ ନୂଆ ପରିଚୟ ପାଇଲାରାଜ୍ୟ ସରକାରଙ୍କ ସୁପାରିସକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାରଓଢ଼ିଶା ଇତିହାସ ପାଇଁ ଏକ ବିରଳ ଘଟଣା, ଅମର ହୋଇଗଲା ରଙ୍ଗବତୀ ଗୀତ ଭୁବନେଶ୍ବର: ଭାରତ ଇତିହାସରେ ଆଜି ଏକ ବିରଳ ଅଧ୍ୟାୟ ଯୋଡି ହୋଇଛି।
Read More...

ବୋଲବମ୍ ଉପରେ କଟକଣା ଲାଗିଲା

ଭୁବନେଶ୍ବର: ଶିବ ଭକ୍ତ ନିରାଶ। ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କରୋନା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଆରସି ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଥିଲେ।
Read More...

ମାନ ରଖିଲେ ମହାପ୍ରଭୁ

ସବୁଥିରେ ରେକର୍ଡ, ବ୍ୟାପକ ଶୃଙ୍ଖଳା ଭିତରେ ରଥଯାତ୍ରା ଭକ୍ତଙ୍କୁ ନ ଦେଖି ମହାପ୍ରଭୁ ନଟଖଟ କଲେନି, ସକାଳୁ ସକାଳୁ ରଥପାଖରେଗଜପତି କଲେ ଛେରାପହଁରା, ଶଙ୍କରାଚାର୍ଯ୍ୟ କଲେ ଦର୍ଶନଶରଧାବାଲିରେ ତିନିରଥ, ସେବାୟତ ଟାଣିଟାଣି ନେଲେ ବଡ଼ଦାଣ୍ଡରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭି ସାମ୍ନାରେ
Read More...

ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବନି

ଭୁବନେଶ୍ବର: ଜନସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଧାର୍ମିକ କାର୍ଯ୍ୟରେ ଜନଗହଳିକୁ ରୋକିବା କଷ୍ଟ। ଏଣୁ ରଥ ଯାତ୍ରାକୁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ଫଳରେ
Read More...

ମହାପ୍ରଭୁ କିଭଳି ସୁସ୍ଥ ହେବେ ଜାଣନ୍ତୁ

ଭୁବନେଶ୍ୱର: ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଆଜି ଦଶମୂଳ ମହୌଷଧି ଲାଗି କରାଯିବ। ପବିତ୍ର ଏକାଦଶୀ ତିଥି ଅବସରରେ ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ
Read More...