Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରି
Browsing Category
ସଂସ୍କୃତି
ସ୍ନାନ ବେଦୀରେ ଚତୁର୍ଧାମୂର୍ତ୍ତି
ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କ ଆବିର୍ଭାବ ଦିବସ
ରାତି ୧ଟ ୫୦ରେ ଆରମ୍ଭ ହୋଇଥିଲା ପହଣ୍ଡି, ୪ଟା ୫୦ରେ ମଙ୍ଗଳ ଆଳତି୧୦୮ ଗରା ସୁବାସିତ ଜଳରେ ଆଜି ପ୍ରତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁଭାଙ୍ଗିଯାଇଛି ସରଘର, ଅସ୍ଥାୟୀ ଘରେ ଅଧିବାସ କାର୍ଯ୍ୟ ଶେଷ ହୋଇଛିବିନା ଭକ୍ତରେ ମହାପ୍ରଭୁଙ୍କ!-->!-->!-->…
Read More...
Read More...
ଘୋଡ଼ା ବିବାଦ ପଛରେ ଲୁଚିଛି ଅନେକ ରହସ୍ୟ
ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ଘୋଡାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଲାଣି। ଉଭୟ ବିଜେପି ଓ କଂଗ୍ରେସ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ସ୍ଥାନ୍ତାନ୍ତରଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେଇଛି। ଭୁବନେଶ୍ବର ଜିଲ୍ଲା ସଭାପତି!-->…
Read More...
Read More...
ଏବର୍ଷ କଣ୍ଢେଇ ଖେଳିବ ଦୋଳି
ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା 'ପିଠା ଅନ୍ ହ୍ୱିଲ୍'ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ମିଳିବ ପିଠା
ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ!-->!-->!-->…
Read More...
Read More...
ପୁରୀରେ ବିନା ଭକ୍ତରେ ରଥଯାତ୍ରା, ଅନ୍ୟଠି ବନ୍ଦ
ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଏବର୍ଷ ମଧ୍ୟ ରାଜ୍ୟ ସରକାର କଟକଣା ଭିତ୍ତିରେ କେବଳ ପୁରୀରେ ରଥଯାତ୍ରା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧୨ ତାରିଖରେ ରଥଯାତ୍ରା ପଡୁଛି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା!-->…
Read More...
Read More...
ମହାପ୍ରଭୁଙ୍କ ବିରୋଧରେ ଭୀଷଣ ଷଡ଼୍ଯନ୍ତ୍ର!
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଟମଣ୍ଡପରେ ଫାଟ ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଦେଶର କୋଣ ଅନୁକୋଣରେ ଥିବା ଭକ୍ତ ବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ଦୁଇ ବର୍ଷ ହେଲାଣି ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ କାହିଁକି ଓ କେଉଁ!-->…
Read More...
Read More...
ଭଉଁରୀରେ ଡେରା ହେଲା ‘ଚକ-ଅଖ’
ପୁରୀ: ଜ୍ୟେଷ୍ଠ କୃଷ୍ଣ ନବମୀ ତିଥିରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଥଯାତ୍ରା ପାଇଁ ଚକ-ଅଖ ଡେରା ଅନୁକୂଳ ନୀତି ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାଠାରେ ତିନିଟି ଅଖ ସହିତ ଛଅଟି ଚକ ସଂଯୋଗ!-->…
Read More...
Read More...
ରଥଖଳାରେ ପହଞ୍ଚିନି ସଂକ୍ରମଣ, ଅସନ୍ତୋଷ ଝାଡ଼ିଲେ ମୁଖ୍ୟ ପ୍ରଶାସକ
ରଥ ନିର୍ମାଣକୁ ଆସିବା ପୂର୍ବରୁ ହେଉଛି କୋଭିଡ୍ ପରୀକ୍ଷା, ସେଇଠୁ ବାହାରିଲେ ୮ ପଜିଟିଭ୍ସମସ୍ତଙ୍କ ପାଇଁ ନିଷିଦ୍ଧ ହେଲା ରଥଖଳା, କେବଳ ଦାୟିତ୍ବରେ ଥିବା ବ୍ୟକ୍ତି ଯାଇପାରିବେରଥ ନିର୍ମାଣର ଅଗ୍ରଗତି ନେଇ ସନ୍ତୁଷ୍ଟ, ନିୟମିତ ଜିଲ୍ଲାପାଳ କରିବେ ସ୍ଥିତି ସମୀକ୍ଷା
ପୁରୀ: କୋଭିଡ୍!-->!-->!-->…
Read More...
Read More...
ପାଞ୍ଜିରୁ ଆସିଲା ଦେଶ ଓ ରାଜ୍ୟ ପାଇଁ ବଡ଼ ଖବର
ଭୁବନେଶ୍ବର: ଓଡ଼ିଆ ନୂଆବର୍ଷ ପରଠାରୁ କିଭଳି ରହିବ ଦେଶ ଓ ରାଜ୍ୟର ଚିତ୍ର? ଏଥର କେଉଁ ପର୍ବ କେଉଁ ଦିନ ପଡ଼ିବ? କେବେ ରହିଛି ବିବାହ ଓ ବ୍ରତାଦି ତିଥି? କେଉଁ ଦିନ ଶୁଭ, କେବେ ଅଶୁଭ?
ପ୍ରତିବର୍ଷ ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଣିଥାନ୍ତି ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପଞ୍ଜିକାକାରମାନେ।!-->!-->!-->…
Read More...
Read More...
ଅନନ୍ୟ ଉଦାହରଣ ରାମଲିଙ୍ଗେଶ୍ବର ଜଳାଶୟ
ବ୍ରହ୍ମପୁର ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ତଥା ବ୍ରହ୍ମପୁରର ବିକାଶ କାର୍ଯ୍ୟ ଉପରେ ମୁଁ ତୀକ୍ଷ୍ଣ ନଜର ରଖିଛି- ମୁଖ୍ୟମନ୍ତ୍ରୀ
ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ!-->!-->!-->…
Read More...
Read More...